ଆନା ପ୍ୟାଟ୍ରିକା ବୋଟିନ୍

ଉଇକିପିଡ଼ିଆ‌ରୁ
Ana Patricia Botín-Sanz de Sautuola O'Shea
Ana Patricia Botín during the World Economic Forum Annual Meeting 2009 in Davos
Born
Ana Patricia Botín O'Shea

(1960-10-04) ୪ ଅକ୍ଟୋବର ୧୯୬୦ (ବୟସ ୬୩)
Santander, Spain
NationalitySpanish
Alma materBryn Mawr College
Harvard Business School
Occupation(s)Executive Chairman, Santander Group
SpouseGuillermo Morenés Mariátegui
ChildrenFelipe Morenés Botín, Javier Morenés Botín, Pablo Morenés Botín
Parent(s)Emilio Botín
Paloma O'Shea

ଆନା ପ୍ୟାଟ୍ରିକା ବୋଟିନ୍-ସାଂଜ୍ ଡ଼େ ସଉଟୁୁଓଲା ଓ'ଶେ(ଜନ୍ମ ଅକ୍ଟୋବର୪ ୧୯୬୦)ହେଉଛନ୍ତି ଜଣେ ସ୍ପାନିସ ବ୍ୟାଙ୍କ ବ୍ୟବସାୟୀ।୨୦୧୪ ସେପ୍ଟେମ୍ବର ୧୦ରେ ଆନାଙ୍କୁ Santanderର ସସନାଧିକାରୀ ରୂପେ ବଛାଯାଇଥିଲା[୩]।ସେ ତାଙ୍କ ପରିବାର ର୍ ଚତୁର୍ଥ ବ୍ୟକ୍ତି ଯିଏ କି ଏ ପଦବୀରେ ଆସିଥିଲେ।୨୦୧୦ରୁ ସେ ଏହି କମ୍ପାନୀର ମୁଖ୍ୟ ରୂପେ କାର୍ଯ୍ୟ ନିର୍ବାହ କରିବା ଆରମ୍ଭ କଲେ। ୨୦୦୫ ମସିହାରେ ବୋଟିନ୍ ଫୋର୍ବସ୍ ମଗାଜିନ୍ ଅନୁସାରେ ପୃଥିବୀର ୯୯ତମ ଶକ୍ତିଶାଳୀ ମହିଳା [୪] ରୂପେ ବିବେଚିତ ହୋଇଥିଲେ।୨୦୦୯ରେ ସେ ୪୫ ତମ ସ୍ଥାନ ଅଧିକାର କରିଥିଲେ।[୫]ସେ ୨୦୧୬ରେ BBC radio [୬]ଦ୍ୱାରା ୟୁନାଇଟେଡ଼ କିଙ୍ଗଡ଼ମର ତୃତୀୟ ସବୁଠୁ ସ୍କକ୍ତିଶାଳୀ ମହିଳା ରୂପେ ବିବେଚିତ ହୋଇଥିଲେ।ତାପରେ ସେ ଫୋର୍ବସ୍ଦ୍ୱାରା ୧୦ମ ପୃଥିବୀର ସବୁଠୁ ଶକ୍ତିଶାଳୀ ମହିଳା ରୂପେ ବିବେଚିତ ହୋଇଥିଲେ।[୭]


ବାଲ୍ୟ ଜୀବନ[ସମ୍ପାଦନା]

ଆନା ବୋଟିନ୍, ସ୍ପାନିସ ବ୍ୟାଙ୍କଉଦ୍ୟୋଗୀ ଓ ସ୍ପେନର Santander ଗ୍ରୁପ କମ୍ପାନୀ ମୁଖ୍ୟ ଏମିଲିଓ ବୋଟିନ୍ଙ୍କ ପୁତ୍ରୀ ଅଟନ୍ତି।ତାଙ୍କ ମା ପାଲୋମା ଓସିଆ ଅଟନ୍ତି।ସେ ବ୍ରାୟନ୍ନ ମୋର ମହାବିଦ୍ୟାଳୟରେ ଅର୍ଥଶାସ୍ତ୍ର ଅଧ୍ୟୟନ କରିଥିଲେ।

ବୃତ୍ତି[ସମ୍ପାଦନା]

ସେ usରେ ଥିବା ଯେ.ପି.ମୋର୍ଗାନ୍ କମ୍ପାନୀରେ ଆଠ ବର୍ଷ କାମ କରିଥିଲେ,ଏହା ପରେ ସେ ସ୍ପେନ ଫେରିଆସି Santander କମ୍ପାନୀରେ କାମ କରିବା ଆରମ୍ଭ କରିଦେଲେ। ୨୦୦୨ରେ ସେ ସ୍ପାନିସ ବ୍ୟାଙ୍କ ବନେଷ୍ଟୋର ମୁଖ୍ୟ ପଦବୀ ପାଇଥିଲେ। ୨୦୧୦ ନଭେମ୍ବର ମାସରେ ସେ ଅନ୍ତୋନିଓକୁ ପଛରେ ପକେଇ Santander UKର ମୁଖ୍ୟ ପରିଚାଳକ ପଦବୀ ପାଇଥିଲେ।[୮]

୨୦୧୩ ମସିହାରେ ସେ କୋକାକୋଲା କମ୍ପାନୀର ପରିଚାଳକ ରୂପେ ଦାୟିତ୍ୱ ଗ୍ରହଣ କରିଥିଲେ।[୯]

୨୦୧୪ ସେପ୍ଟେମ୍ବର ୧୦ରେ ଆନାଙ୍କୁ Santanderର ସସନାଧିକାରୀ ରୂପେ ବଛାଯାଇଥିଲା।[୧୦]ସେ ତାଙ୍କ ପରିବାର ର୍ ଚତୁର୍ଥ ବ୍ୟକ୍ତି ଯିଏ କି ଏ ପଦବୀରେ ଆସିଥିଲେ।[୧୧]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

୧୯୮୩ ମସିହାରେ ସେ ତାଙ୍କ ସହ କର୍ମଚାରି ବ୍ୟାଙ୍କର୍ ଗୁଇଲେର୍ମୋ ମୋରେନ୍ସ ମାରିଏତଏଗୁଇଙ୍କୁ ବିବାହ କରିଥିଲେ। ଗୁଇଲେର୍ମୋ ଜଣେ ଧନୀ ପରିବାର[୧୨] ସଦର୍ଶ ଥିଲେ।ତାଙ୍କର ତିନୋଟି ସନ୍ତାନ ହୋଇଥିଲେ: ଫିଲିଫ, ଜାଭିଅର ଓ ପାବ୍ଲୋ ବୋଟିନ୍।

୨୦୧୦ ରେ, ତାଙ୍କ ସ୍ୱାମୀ ବେଲଗ୍ରାଭିଆ,ଲଣ୍ଡନ୍ରେ ଏକ ୬ବେଡ଼ରୁମ ଘର.[୧୩] କିଣିଥିଲେ।ତାଙ୍କର said ski resortରେ ନିଜର ଏକ ଘର ମଧ୍ୟ ଅଛି। ୨୦୧୫ରେ ଆନା ବୋଟିନ୍ ଦାୟୀତ୍ୱପୁର୍ଣ ପୁଞ୍ଜିବାଦ ପାଇଁ ପ୍ରଥମ ପୁରସ୍କାର ପାଇଥିଲେ।[୧୪] [୧୫][୧୬]

ଆଧାର[ସମ୍ପାଦନା]

  1. "Executive Profile* Ana Botín-Sanz De Sautuola y O'Shea". Bloomberg. Retrieved 4 August 2015.
  2. "Ana Botín". therichest. Retrieved 4 August 2015.
  3. "Santander appoints Ana Botin as chairwoman". BBC News.
  4. "#99 Ana Patricia Botín". forbes.com. Retrieved 2008-07-09.
  5. "The 100 Most Powerful Women". Forbes.com. 2009-08-19.
  6. "BBC Radio 4 - Woman's Hour - The Power List 2013". BBC.
  7. "#10 Ana Patricia Botín". Forbes.com. Retrieved 2016-06-07.
  8. "Ana Patricia Botin to Head Santander UK". New York Times. 4 November 2010. Retrieved 10 January 2013.
  9. "Coca-Cola board elects Ana Botin as a director". Archived from the original on 2020-05-17. Retrieved 2017-03-07.
  10. "Ana Botín, unanimously appointed to chair the board of Banco Santander".
  11. "Emilio Botín - obituary". Daily Telegraph. 14 September 2014. Retrieved 4 August 2015.
  12. Ruiz, Borja (13 September 2014). "Guillermo Morenés, el consorte de la nueva primera dama de la banca". El Mundo. Retrieved 4 August 2015.
  13. Penty, Charles (8 March 2011). "Banking Queen Botin Plans U.K. IPO in Santander Succession Test". Bloomberg. Retrieved 4 August 2015.
  14. Trotman, Andrew (8 December 2015). "Santander boss Ana Botin awarded honorary damehood". The Daily Telegraph. Retrieved 25 December 2015.
  15. "British Ambassador to Spain tweets about FIRST Award presented to Botín".
  16. "Rt Hon Sajid Javid MP presents award".