ଆନନ୍ଦବଜାର ପତ୍ରିକା
ଦେଖଣା
![]() | |
ପ୍ରକାର | Daily newspaper |
---|---|
ଫର୍ମାଟ | Broadsheet |
ମାଲିକ | ABP Group |
ମୁଖ୍ୟ ସମ୍ପାଦକ | Arup Sarkar |
ସମ୍ପାଦକ | Anirban Chattopadhyay |
ପ୍ରତିଷ୍ଠିତ | 13 ମାର୍ଚ୍ଚ 1922 |
ଭାଷା | Bengali |
ମୁଖ୍ୟାଳୟ | 6, Prafulla Sarkar Street, Kolkata-700001 |
Circulation | 1,117,927 Daily (as of Jul - Dec 2015) |
Sister newspapers | The Telegraph Ebela |
ଓ. ସି. ଏଲ. ସି. ନମ୍ବର | 187024438 |
ୱେବସାଇଟ | www |
ଆନନ୍ଦବଜାର ପତ୍ରିକା (ବଙ୍ଗଳା : আনন্দবাজার পত্রিকা ; Bengali: [anɔnd̪ɔbadʒar Pɔt̪rika]) ବଙ୍ଗଳା ଭାଷାର ଏକ ଭାରତୀୟ ଦୈନିକ ସମ୍ବାଦପତ୍ର। ଏବିପି ଗ୍ରୁପ ଦ୍ୱାରା କଲିକାତା, ବମ୍ବେ, ଦିଲ୍ଲୀ ଓ ସିଲଚର ଠାରେ ଏହି ଖବରକାଗଜ ପ୍ରକାଶ ହୁଏ। 'ଅଡିଟ୍ ବ୍ୟୁରୋ ଅଫ୍ ସରକୁଲେସନ୍' (ଭାରତ) ଅନୁସାରେ ଜୁଲାଇ-ଡିସେମ୍ବର ୧୦୧୫ ସୁଦ୍ଧା ଏହାର ୧୦ଲକ୍ଷ୍ୟ ଖବରକାଗଜ ବିକ୍ରୟ ହୋଇଛି। [୧]
୧୮୭୬ ମସିହାରେ, ପୂର୍ବ ପାକିସ୍ତାନ ବା ବର୍ତ୍ତମାନର ବଙ୍ଗଳାଦେଶର ମଗୁରା ଗ୍ରାମରେ ତୁଷାରକାନ୍ତି ଘୋଷ ଓ ତାଙ୍କ ବାପା ଶିଶିର କୁମାର ଘୋଷଙ୍କଦ୍ୱାରା ପ୍ରକାଶିତ ହେଇଥିଲା। ପରେ ଏହି ଖବରକାଗଜର ନାମ ଆନନ୍ଦ ବଜାର ପତ୍ରିକା ରଖାଯାଇଥିଲା।
୧୯୨୨ ପରେ ପ୍ରଫୁଲ କୁମାର ସରକାରଙ୍କଦ୍ୱାରା ଆନନ୍ଦବଜାର ପତ୍ରିକା ପୁନର୍ବାର ଆରମ୍ଭ ହେଇଥିଲା।I ଏହାର ପ୍ରଥମ ପ୍ରିଣ୍ଟ ୧୩ ମାର୍ଚ୍ଚ ୧୯୨୨ରେ ହେଇଥିଲା।[୨] [୩]
ଆଧାର
[ସମ୍ପାଦନା]- ↑ "Submission of circulation figures for the audit period July - December 2015" (PDF).
- ↑ "ଆର୍କାଇଭ୍ କପି". Archived from the original on 2014-03-14. Retrieved 2016-09-13.
{{cite web}}
: Cite has empty unknown parameter:|1=
(help) - ↑ India magazine