ଆଣ୍ଡ୍ରିଆ ଡି'ସୋଜା

ଉଇକିପିଡ଼ିଆ‌ରୁ


ଆଣ୍ଡ୍ରିଆ ଡି’ସୁଜା (ଅନ୍ୟନାମ: ରିଆ ଡି'ସୁଜା)[୧] ଦୁବାଇରେ ଜନ୍ମିତ ଜଣେ ଭାରତୀୟ ଅଭିନେତ୍ରୀ ଓ ଦୂରଦର୍ଶନ ଉପସ୍ଥାପିକା । ସେ ଜୀ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ଜି କନେକ୍ଟ ପାଇଁ ଜଣେ ଉପସ୍ଥାପିକା ଭାବରେ ସେ କାର୍ଯ୍ୟ କରିଥିଲେ । ସେ ହିନ୍ଦୀ ଓ ମାଲାୟଲମ ଭାଷାର କଥାଚିତ୍ରରେ ଅଭିନୟ କରିବା ସହିତ କିଛି ଭାରତୀୟ ଓ ପାକିସ୍ତାନୀ ଧରାବାହିକରେ ମଧ୍ୟ ଅଭିନୟ କରିଛନ୍ତି ।[୨]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ନିରେଲ୍ - ନିଜେ
  • କ୍ୟାସନୋଭା - ମାରିଆମ୍ ଥୋମାସ୍
  • କାମସୁତ୍ର ୩ଡି - ଆରବର ରାଣୀ
  • ସିକ୍ସ- ଏକ୍ସ - କାମିନୀ

ଦୂରଦର୍ଶନ[ସମ୍ପାଦନା]

  • ଜି ଟିଭି, ଜି କନେକ୍ଟ - ଭିଜେ ଆଣ୍ଡ୍ରିଆ, ସିଜନ୍ ୧-୩
  • ମାଟି, ପାକିସ୍ତାନୀ ଧାରାବାହିକ - ମାୟା, ଇଣ୍ଡସ୍ ଟିଭିରେ
  • କିସ୍ମତ କି ବାତ୍ - ସନ୍ଦୀପ କୋଚରଙ୍କ ସାଥୀ, ଜି ହିନ୍ଦୁସ୍ତାନ

ଆଧାର[ସମ୍ପାଦନା]

  1. Mohta, Jhankar (2019-12-28). "Who is Andrea D'Souza aka 'Ria Revealed', panelist in viral Times Now clip embarassing herself". OpIndia (in ବ୍ରିଟିଶ୍‌ ଇଂରାଜୀ). Retrieved 2023-05-20.
  2. Parkar, Shaheen (10 March 2015). "'Kamasutra 3D' actress to star opposite Ashmit Patel in 'Six X'". Mid-Day (in ଇଂରାଜୀ). Archived from the original on 30 September 2018. Retrieved 20 August 2020.

ବାହାର ଲିଙ୍କ୍[ସମ୍ପାଦନା]