ଆଣ୍ଟୋନି ଜେରୋମ୍ ବାଲାର୍ଡ
Antoine Jérôme Balard | |
---|---|
![]() Antoine Jérôme Balard | |
ଜନ୍ମ ଓ ଜନ୍ମସ୍ଥାନ | ୩୦ ସେପ୍ଟେମ୍ବର ୧୮୦୨ |
ମୃତ୍ୟୁ | ୩୦ ଅପ୍ରେଲ ୧୮୭୬ Paris | (ବୟସ ୭୩)
ଜାତୀୟତା | French |
ପ୍ରସିଦ୍ଧି | discovery of bromine |
ପୁରସ୍କାର | Royal Medal (1830) |
ବିଜ୍ଞାନୀ ଜୀବନ | |
କ୍ଷେତ୍ର | chemistry |
ଆଦର୍ଶ | M.P.E. Berthelot |
ଆଣ୍ଟୋନି ଜେରୋମ୍ ବାଲାର୍ଡ ( ୩୦ ସେପ୍ଟେମ୍ବର ୧୮୦୨ - ୩୦ ଏପ୍ରିଲ ୧୮୭୬) ଜଣେ ଫରାସୀ ବୈଜ୍ଞାନିକ ଥିଲେ । ସେ ୧୮୦୨ ମସିହା ସେପ୍ଟେମ୍ବର ୩୦ ତାରିଖରେ ଦକ୍ଷିଣ ଫ୍ରାନସର ମଣ୍ଟ୍ପେଲିଅରରେ ଜନ୍ମ ଗ୍ରହଣ କରିଥିଲେ । ସେ ସ୍କୁଲ ଅଫ ଫାର୍ମାସିରୁ ୧୮୨୬ ମସିହାରେ ଡିଗୀ ପାଇବା ପରେ ରସାୟନ ଶାସ୍ତ୍ରର ଡେମନ୍ଷ୍ଟ୍ରେଟର ରୂପେ କାର୍ଯ୍ୟ ଆରମ୍ଭ କରିଥିଲେ। ୧୮୨୫ ମସିହାରେ ସମୁଦ୍ର ଜଳର ପରୀକ୍ଷଣ କଲାବେଳେ ସେ ଏକ ଗାଢ ଲାଲ୍ ରଙ୍ଗର ତରଳ ପଦାର୍ଥ ଆବିଷ୍କାର କରିଥିଲେ। ଏହାର ଧର୍ମ କ୍ଲୋରିନ୍ ଓ ଆୟୋଡିନର ଧର୍ମ ସଙ୍ଗେ ସାମଞ୍ଜସ୍ୟ ରଖୁଥିଲା । ବାଲାର୍ଡ ଏହାକୁ ମୁରିଦ ନାମରେ ନାମକରଣ କରିଥିଲେ। ପରେ ଏହାକୁ ବ୍ରୋମିନ୍ ନାମରେ ନାମିତ କରାଯାଇଥିଲା । ୧୮୩୪ ମସିହାରେ ବାଲାର୍ଡ, ଡାଇକ୍ଲୋରାଇଡ୍ ଅକ୍ସାଇଡ୍ (Cl2O) ଓ କ୍ଲୋରିକ ଏସିଡ(HClO)ର ଆବିଷ୍କାର କରିଥିଲେ।
୧୮୩୩ ମସିହାରେ ମଣ୍ଟପେଲିଅର ବିଶ୍ୱ ବିଦ୍ୟାଳୟର ରସାୟନ ବିଭାଗର ପ୍ରଫେସର ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ୧୮୫୪ ମସିହାରେ ସେ କଲେଜ୍ ଡି ଫ୍ରାନ୍ସରେ ପ୍ରଫେସର ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ମୃତ୍ୟୁ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିଥିଲେ।
ପ୍ରାରମ୍ଭିକ ଜୀବନ[ସମ୍ପାଦନା]
ଶିକ୍ଷା ଓ ଗବେଷଣା[ସମ୍ପାଦନା]
ଶେଷ ଜୀବନ[ସମ୍ପାଦନା]
ଆହୁରି ପଢନ୍ତୁ[ସମ୍ପାଦନା]
- Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
ଆଧାର[ସମ୍ପାଦନା]
ଅଧିକ ତଥ୍ୟ[ସମ୍ପାଦନା]
- Antoine Jérôme Balard and Louis Pasteur, PasteurBrewing.com