ଅୟେନ୍ଦ୍ରୀ ଲୱନିୟା ରାୟ

ଉଇକିପିଡ଼ିଆ‌ରୁ
ଅୟେନ୍ଦ୍ରୀ ଲୱନିୟା ରାୟ
ଜନ୍ମ (1998-07-23) ୨୩ ଜୁଲାଇ ୧୯୯୮ (ବୟସ ୨୫)
ବୃତ୍ତି(ସମୂହ)ଅଭିନେତ୍ରୀ
ମଡେଲ୍
ପ୍ରସିଦ୍ଧିତିତ୍‌ଲି

ଅୟେନ୍ଦ୍ରୀ ଲୱନିୟା ରାୟ (ଜନ୍ମ: ୨୩ ଜୁଲାଇ ୧୯୯୮) ଜଣେ ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ ଯିଏକି ଅଧିକାଂଶ ସମୟରେ ଖଳନାୟିକା ଭୂମିକାରେ କାମ କରିନ୍ତି । ସେ ତିତ୍‌ଲି, ଗ୍ରାମର୍ ରାଣୀ ବୀଣାପାଣି, ଖେଳନା ବାରି, ମିଠାଇ ଓ ଫୁଲ୍‌କି ଭଳି ଧାରାବାହିକରେ କାମ କରିଛନ୍ତି ।[୧][୨]

ଜୀବନୀ[ସମ୍ପାଦନା]

ରାୟ ପ୍ରଥମେ ମଡେଲିଂ ଆରମ୍ଭ କରିଥିଲେ ଏବଂ ବିଜ୍ଞାପନରେ କାମ କରୁଥିଲେ । ସେ ଆଦୋରିନୀ ଜରିଆରେ ଅଭିନୟ ଜଗତରେ କାମ ଆରମ୍ଭ କରିଥିଲେ ଏବଂ ଆମି ସିରାଜର୍ ବେଗମ୍ଏଖାନେ ଆକାଶ ନୀଲ୍‌ରେ ମଧ୍ୟ କାମ କରିଥିଲେ । ଧାରାବାହିକ ତିତ୍‌ଲି ଜରିଆରେ, ସେ ଅଭିନୟ ଦୁନିଆରେ ଲୋକପ୍ରିୟତା ପାଇଥିଲେ ।[୩][୪][୫]

ଅଭିନୀତ ଧାରାବାହିକ[ସମ୍ପାଦନା]

  • ଆଦୋରିନୀ
  • ଆମି ସିରାଜର୍ ବେଗମ୍
  • ଏଖାନେ ଆକାଶ ନୀଲ୍
  • ତିତ୍‌ଲି
  • ମିଠାଇ
  • ଗ୍ରାମର୍ ରାଣୀ ବୀଣାପାଣି
  • ଆଲତା ଫୋରିଂ
  • ଖେଳନା ବାରୀ
  • ସୋହାଗ ଚାନ୍ଦ
  • ଫୁଲ୍କି

ଆଧାର[ସମ୍ପାଦନା]

  1. "Actress Ayendri lavnia Roy joins the cast of Mithai". Retrieved 2023-06-21.
  2. "প্রথম সিরিয়ালের পরই ছাড়তে চেয়েছিলেন অভিনয়! কি ছিল কারণ? জানালেন অভিনেত্রী আয়েন্দ্রী". Latest Bengali Entertainment news I 1Minute Newz (in ଆମେରିକୀୟ ଇଂରାଜୀ). Retrieved 2023-06-21.
  3. Jana, Sudeshna (2022-11-23). "ফের নতুন ধারাবাহিকে পৌষালী ওরফে আয়েন্দ্রী রায়". Progotir Bangla (in ଆମେରିକୀୟ ଇଂରାଜୀ). Retrieved 2023-06-21.
  4. Adhikary, Ratna (2023-05-09). "Mithai Fun Troll: কানের দুলের পর এবার মিঠাই'এর নাইটি! রোহিনী বসু নয় ও 'ঝাঁপিনি বসু', খিল্লি করছে দর্শক - Tolly Tales" (in ଆମେରିକୀୟ ଇଂରାଜୀ). Retrieved 2023-06-21.
  5. "Kourtney Kardashian Leaves Little To The Imagination In Racy Bikinis, See Her Hottest Looks". News18 (in ଇଂରାଜୀ). Retrieved 2023-06-21.