ଅଷ୍ଟ୍ରେଲିଆ ଆଦିମ ଅଧିବାସୀ
Appearance
ସମୁଦାୟ ଜନସଂଖ୍ୟା | |
---|---|
606,164 (2011)[୧] 2.7% of Australia's population | |
ଭାଷାସମୂହ | |
Several hundred Indigenous Australian languages, many no longer spoken, Australian English, Australian Aboriginal English, Kriol | |
ଧର୍ମ | |
Majority Christian (mainly Anglican and Catholic),[୨] large minority no religious affiliation,[୨] small numbers of other religions, various local indigenous religions grounded in Australian Aboriginal mythology | |
ସମ୍ବନ୍ଧିତ ସମ୍ପ୍ରଦାୟ | |
see List of Indigenous Australian group names, Tasmanian Aboriginals |
ଅଷ୍ଟ୍ରେଲିଆ ଆଦିମ ଅଧିବାସୀ (Aboriginal Australians) ଅଷ୍ଟ୍ରେଲିଆର ମୁଖ୍ୟଭୂମି ଏବଂ ତସ୍ମାନିୟ ଦ୍ୱୀପର ମୂଳ ନିବାସୀ ଅଟନ୍ତି । ସେମାନେ ବହୁ ଶାଖାମାନଙ୍କରେ ସଙ୍ଗଠିତ ହୋଇଥାନ୍ତି ଏବଂ ସେମାନଙ୍କର ବହୁ ମୂଳ ଭାଷା ମଧ୍ୟ ରହିଛି । ବ୍ରିଟେନରେ ଉପନିବେଶୀ ଆଦିବାସୀ ପ୍ରଥମେ ଅଷ୍ଟ୍ରେଲିଆରେ ବହୁସଂଖ୍ୟକ ଥିଲେ । 2170 ଦଶକ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ସରକାର ସେମାନଙ୍କ ସାଂସ୍କୃତିକ ବିରାସତକୁ ନଷ୍ଟ କରିବାର ପ୍ରୟାସ କରିଥିଲେ , ଯାହାର ଅନ୍ତର୍ଗତ ସେମାନଙ୍କ ପିଲାମାନଙ୍କୁ ପ୍ରାୟତଃ ମାତା-ପିତାଙ୍କଠାରୁ ଅଲଗା କରି ୟୁରୋପୀୟ ଶୈଳୀର ପାଠଶାଳାରେ ବନ୍ଦୀ ରଖା ଯାଉଥିଲା । 13 ଫେବୃଆରୀ 2008 ମସିହାରେ ଅଷ୍ଟ୍ରେଲିଆ ସରକାର ଔପଚାରିକ ରୂପରେ ଏହି ସମୁଦାୟଙ୍କୁ କ୍ଷମା ମାଗିଥିଲେ । ଅଷ୍ଟ୍ରେଲିଆ ଆଦିମ ଅଧିବାସୀ ମାନଙ୍କ ସଙ୍ଗୀତ ଏବଂ କଳା ଶୈଳୀ ଏବେ ମଧ୍ୟ ବିଶ୍ୱ ସାରା ପ୍ରସିଦ୍ଧି ଲାଭ କରିଛି । [୩][୪][୫][୬]
ଫଟୋ ଗ୍ୟାଲେରି
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Estimates of Aboriginal and Torres Strait Islander Australians". Australian Bureau of Statistics. June 2011. Retrieved 16 January 2016.
- ↑ ୨.୦ ୨.୧ Statistics, c=AU; o=Commonwealth of Australia; ou=Australian Bureau of. "Chapter - Religion".
{{cite web}}
: CS1 maint: multiple names: authors list (link) - ↑ "Aboriginal Land Rights (Northern Territory) Act 1976". ComLaw. 29 June 2013. Retrieved 16 January 2016. "'Aboriginal' means a person who is a member of the Aboriginal race of Australia"
- ↑ "Aboriginal and Torres Strait Islander Act 2005 No. 150, 1989 as amended". ComLaw. 29 June 2013. Retrieved 16 January 2016.
Aboriginal person means a person of the Aboriginal race of Australia.
- ↑ Blandy, Sarah, and David Sibley. "Law, boundaries and the production of space." Social & Legal Studies 19.3 (2010): 275–284. "Aboriginal Australians are a legally defined group"
- ↑ Malbon, Justin. "Extinguishment of Native Title-The Australian Aborigines as Slaves and Citizens, The." Griffith L. Rev. 12 (2003): 310. Aborigines have been "assigned a separate legally defined status"