ଅଶକର ସୌଦାନ
ଦେଖଣା
ଅଶକର ସୌଦାନ | |
|---|---|
| ଜନ୍ମ | ଥଲାୟୋଲାପରମ୍ଭୁ, କୋଟ୍ଟାୟମ୍, କରେଳ |
| ଜାତୀୟତା | ଭାରତୀୟ |
| ଶିକ୍ଷାନୁଷ୍ଠାନ | ମହାରାଜାସ୍ କଲେଜ, ଇର୍ନାକୁଲମ୍ |
| ବୃତ୍ତି | ଅଭିନେତା[୧] |
| ସକ୍ରିୟ ବର୍ଷ | ୨୦୦୫–ଏବେଯାଏଁ |
| ସମ୍ପର୍କୀୟ | ମାମ୍ମୁଟ୍ଟୀ (ସମ୍ପର୍କୀୟ), ଦୁଲକର୍ ସଲମାନ (ସମ୍ପର୍କୀୟ ଭାଇ), ମକବୁଲ୍ ସଲମାନ (ସମ୍ପର୍କୀୟ ଭାଇ) |
ଅଶକର ସୌଦାନ ଜଣେ ଭାରତୀୟ ଅଭିନେତା ଯିଏକି ମୁଖ୍ୟତଃ ମାଲାୟାଲମ କଥାଚିତ୍ର ଜଗତରେ କାମ କରନ୍ତି ।[୨] ୨୦୦୫ ମସିହାରେ ସେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଥାସ୍କର୍ଭୀରନ୍, ଯାହାର ନିର୍ଦ୍ଦେଶନା ଦେଇଥିଲେ ପ୍ରମୋଦ ପାପ୍ପନ ।[୩][୪]
ପେଷା
[ସମ୍ପାଦନା]୨୦୦୫ରେ ମାମୋନ୍ତିଙ୍କ ସହ ଥାସ୍କର୍ଭୀରନ୍ରେ ଏକ ଛୋଟ ଭୂମିକାରେ ଅଭିନୟ କରିବା ପରେ ୨୦୦୯ରେ ସେ ସୁରେନ୍ଦ୍ରନ୍ଙ୍କ ନିର୍ଦ୍ଦେଶିତ କଥାଚିତ୍ର ଇଭାର ବିବାହିତାରାୟାଲରେ ଅଭିନୟ କରିଥିଲେ । ଏହାପରେ ୨୦୧୪ ମସିହାରେ ସେ ଜେସପାଲ୍ ଶାନମୁଗମଙ୍କ ନିର୍ଦ୍ଦେଶିତ କଥାଚିତ୍ର ମିତ୍ରମରେ ଅଭିନୟ କରିଥିଲେ ।[୫] ସେ କୋଲାମାସ୍, ମୂନମ୍ ପ୍ରଳୟମ୍, ଏନ୍ନୋଡ଼ୁ ପାରା ଆଇ ଲଭ୍ ୟୁ ଏନ୍ନୁ, ମେରେ ପ୍ୟାରେ ଦେଶବାସୀୟୋମ୍ ଏବଂ ବାଲ୍ଲିକେଟୁ ଭଳି ଅନେକ କଥାଚିତ୍ରରେ ଅଭିନୟ କରିଛନ୍ତି ।[୬][୭]
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ଭାଷା | ମନ୍ତବ୍ୟ |
|---|---|---|---|---|
| ୨୦୦୫ | ଥାସ୍କର୍ଭୀରନ୍ | ମାଲାୟାଲମ୍ | କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ | |
| ୨୦୦୯ | ଇଭାର ଭିଭିଥାଇରାୟାଲ୍ | ବିବେକଙ୍କ ବନ୍ଧୁ | ମାଲାୟାଲମ୍ | |
| 2014 | ମିତ୍ରମ୍ | ମାଲାୟାଲମ୍ | [୮] | |
| 2016 | କୋଲାମାସ୍ | ମାଲାୟାଲମ୍ | ||
| 2019 | ମୂନମ୍ ପ୍ରଳୟମ୍ | ମାଲାୟାଲମ୍ | ||
| ଏନ୍ନୋଡ଼ୁ ପାରା ଆଇ ଲଭ୍ ୟୁ ଏନ୍ନୁ | ମାଲାୟାଲମ୍ | |||
| ମେରେ ପ୍ୟାରେ ଦେଶବାସୀୟୋମ୍ | ମାଲାୟାଲମ୍ | [୯] | ||
| ବାଲ୍ଲିକେଟୁ | ମାଲାୟାଲମ୍ | |||
| 2022 | ଆନନ୍ଦକଲ୍ୟାଣମ୍ | ମାଲାୟାଲମ୍ |
ଆଧାର
[ସମ୍ପାଦନା]- ↑ "5th member from Mammootty family enters Mollywood". Archived from the original on 2019-07-11. Retrieved 2023-06-08.
- ↑ "Mammootty launches 'Vallikettu' trailer - Times of India". The Times of India (in ଇଂରାଜୀ). Retrieved 2021-02-19.
- ↑ "Mammootty's nephew Ashkar Saudan to star in 'Mithram'". The Indian Express (in ଇଂରାଜୀ). 2014-05-28. Retrieved 2021-02-19.
- ↑ "മമ്മൂട്ടിയുടെ സഹോദരീ പുത്രൻ അഷ്ക്കർ സൗദാൻ എത്തുന്ന വള്ളിക്കെട്ട്". malayalam.samayam.com (in ମାଲାୟଲମ୍). Archived from the original on 2023-04-30. Retrieved 2021-02-19.
- ↑ "ബബ്ലിമൂസ്; നായകനായി മമ്മുട്ടിയുടെ സഹോദരീപുത്രന്". Mathrubhumi (in ଇଂରାଜୀ). Archived from the original on 2017-06-12. Retrieved 2021-02-19.
- ↑ "Mammootty's sister's son Askar all set to act - Times of India". The Times of India (in ଇଂରାଜୀ). Retrieved 2021-02-19.
- ↑ "അഷ്കര് സൗദാന് നായകനാകുന്ന 'ആനന്ദകല്ല്യാണം' ചിത്രീകരണം പൂർത്തിയായി". malayalam.samayam.com (in ମାଲାୟଲମ୍). Retrieved 2021-02-19.
- ↑ "അഷ്കര് സൗദാന് നായകനാകുന്ന 'ആനന്ദകല്ല്യാണം' ചിത്രീകരണം പൂർത്തിയായി". malayalam.samayam.com (in ମାଲାୟଲମ୍). Retrieved 2021-02-19.
- ↑ "അഷ്കർ സൗദാനും അർച്ചനയും ഒന്നിച്ച 'ആനന്ദകല്ല്യാണം' തീയേറ്ററുകളിലേക്ക്". malayalam.samayam.com (in ମାଲାୟଲମ୍). Retrieved 2021-02-19.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ Ashkar Saudan
- ଫେସବୁକରେ Ashkar Saudan