ଅଲକା ଅମିନ
ଦେଖଣା
ଅଲକା ଅମିନ | |
---|---|
ଜନ୍ମ | ଅଲକା ସକ୍ସସେନା |
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ |
ଅଲକା ଅମିନ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି କଥାଚିତ୍ର, ଦୂରଦର୍ଶନ ଓ ଥିଏଟରରେ କାମ କରନ୍ତି । ସେ ନ୍ୟାସନାଲ୍ ସ୍କୁଲ ଅଫ୍ ଡ୍ରାମାରୁ ସ୍ନାତକ ହାସଲ କରିଥିଲେ ।[୧] ଦମ୍ ଲଗା କେ ହୈଇସା, ଶାଦି ମେଁ ଜାରୁର୍ ଆନା, ଲୁକା ଚୁପ୍ପି, କେଦାରନାଥ, ରୋମିଓ ଆକବର ୱଲ୍ଟର, ବଧାଇ ହୋ,[୨] ଆମାଜନ ଏକ୍ସକ୍ଲୁସିଭ୍ ୱେବ୍ ସିରିଜ୍ ଚାଚା ବିଧାୟକ ହୈ ହମାରେ, ପୁରସ୍କାର ବିଜେତା କ୍ଷୁଦ୍ର ଚଳଚ୍ଚିତ୍ର ମାୟା[୩] ଏବଂ ସେକ୍ସ୍ ଚାଟ୍ ଉଇଥ୍ ପପ୍ପୁ ଭଳି କଥାଚିତ୍ରରେ ଅଭିନୟ ପାଇଁ ଜଣାଶୁଣା । ତାଙ୍କର ଉଲ୍ଲେଖନୀୟ ଅଭିନୟ ମଧ୍ୟରେ ପରିଚୟରେ ବୀଣା ଚୋପ୍ରା ଭୂମିକା ଅନ୍ତର୍ଭୁକ୍ତ ।[୪]
ଅଭିନୟ ଜୀବନ
[ସମ୍ପାଦନା]ଅଭିନୀତ ଧାରାବାହିକ/କାର୍ଯ୍ୟକ୍ରମ
[ସମ୍ପାଦନା]ବର୍ଷ | କାର୍ଯ୍ୟକ୍ରମ | ଭୂମିକା | ମନ୍ତବ୍ୟ |
---|---|---|---|
୧୯୮୮-୧୯୮୯ | ଦିଲ୍ ଦରିଆ | ||
୨୦୦୮ | ଆନାରୋ | ଆନାରୋ | [୫] |
୧୦୦୯-୨୦୧୦ | ୧୨/୨୪ କରୋଲ୍ ବାଗ | ମଞ୍ଜୁ ସେଠୀ | |
୨୦୧୧-୨୦୧୩ | ପରିଚୟ | ବୀଣା ରାଜ ଚୋପ୍ରା | |
୨୦୧୨-୨୦୧୩ | କ୍ୟା ହୁଆ ତେରା ୱାଦା | କନୱାଲ ଚୋପ୍ରା | |
୨୦୧୪-୨୦୧୫ | ଅଜୀବ ଦସ୍ତାନ ହୈ ୟେ | ଶାରଦା ସଚଦେବ | |
୨୦୧୫-୨୦୧୭ | କଳଶ | ମଞ୍ଜୁ ଗ୍ରେୱାଲ | |
୨୦୧୬-୨୦୧୭ | ପରଦେଶ ମେଁ ହୈ ମେରା ଦିଲ୍ | ଆଶା ବାତ୍ରା | |
୨୦୧୮ | ୟେ ପ୍ୟାର୍ ନହି ତୋ କ୍ୟା ହୈ | ଗାୟତ୍ରୀ ସିନ୍ହା | |
୨୦୧୯ | କସୌଟି ଜିଙ୍ଗଦି କେ | ଶାରଦା |
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୦୩ | ସ୍ୱରାଜ | ଲୀଲାବତୀ | [୬] |
୨୦୧୫ | ଦମ୍ ଲଗା କେ ହୈଇଶା | ଶଶି ତିୱାରୀ | |
୨୦୧୭ | ଶାଦି ମେଁ ଜରୁର୍ ଆନା | ଶାନ୍ତି ମିଶ୍ର | |
୨୦୧୮ | ଖଜୁର ପେ ଅଟକେ | କାଦମ୍ବରୀ | |
ବଧାଇ ହୋ | ଜୀତୁଙ୍କ ଭାଉଜ | ||
କେଦାରନାଥ | ଶ୍ରୀମତୀ ଖାନ୍ | ||
ମାୟା | ମାଆ | କ୍ଷୁଦ୍ର ଚଳଚ୍ଚିତ୍ର[୩] | |
୨୦୧୯ | ୭୨ ଆୱାର୍ସ: ମାର୍ଟୟର୍ ହୁ ନେଭର୍ ଡାଏଡ୍ | ଲୀଲା ରାୱତ | |
ଲୁକା ଚୁପ୍ପି | ଶକୁନ୍ତଳା ଶୁକ୍ଳା | ||
ରୋମିଓ ଆକବର ୱଲ୍ଟର | ୱାହିଦା | ||
ଆଧାର | ରାଣୀଙ୍କ ମାଆ | ||
୨୦୨୧ | ଲାହୋର କନ୍ଫିଡେନ୍ସିଆଲ୍ | ଆନାୟାଙ୍କ ମାଆ | |
୨୦୨୩ | କଞ୍ଜୁସ୍ ମଖିଚୁସ୍ | ଜମୁନା ପ୍ରସାଦ ପାଣ୍ଡେଙ୍କ ମାଆ | |
ଦି ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲି | ସୁଶୀଳା କୁମାରୀ | ||
ଆଜମେର ୯୨ | ସୁମିତ୍ରା |
ୱେବ୍ ସିରିଜ୍
[ସମ୍ପାଦନା]ବର୍ଷ | ସିରିଜ୍ | ଭୂମିକା | ମନ୍ତବ୍ୟ |
---|---|---|---|
୨୦୧୬ | ସେକ୍ସ ଚାଟ୍ ଉଇଥ୍ ପପ୍ପୁ ଆଣ୍ଡ ପାପା | ଦାଦି | ୱାଇ.ଆର୍.ଏଫ୍. |
୨୦୧୮ | ଚାଚା ବିଧାୟକ ହୈ ହମାରା | ରୋନିଙ୍କ ମାଆ | ଆମାଜନ ପ୍ରାଇମ୍ ଭିଡିଓ[୧] |
୨୦୨୨ | ନିର୍ମଲ ପାଠକ କି ଘର ୱାପସି | ସନ୍ତୋଷୀ ପାଠକ | ସୋନି ଲିଭ୍ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "SEX CHAT WITH PAPPU & PAPA". Yash Raj Films. 28 June 2016. Retrieved 6 April 2019. 2020 Mirzapur
- ↑ "Alka Amin". Times of India. Retrieved 6 April 2019.
- ↑ ୩.୦ ୩.୧ "MAYA - DRAMA". Filmfare. Retrieved 6 April 2019.
- ↑ "Parichay". Indian Express. Aug 29, 2011.
- ↑ "DD series reflects 'new empowered' Indian woman". One India. 21 January 2008.
- ↑ VISWANATHAN, S (10 May 2013). "A tribute to a fighter". Frontline. Retrieved 5 April 2019.[dead link]
ବାହାର ଲିଙ୍କ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅଲକା ଅମିନ