ଅଲକା ଅମିନ

ଉଇକିପିଡ଼ିଆ‌ରୁ
ଅଲକା ଅମିନ
ଜନ୍ମ
ଅଲକା ସକ୍ସସେନା

ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ

ଅଲକା ଅମିନ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି କଥାଚିତ୍ର, ଦୂରଦର୍ଶନ ଓ ଥିଏଟରରେ କାମ କରନ୍ତି । ସେ ନ୍ୟାସନାଲ୍ ସ୍କୁଲ ଅଫ୍ ଡ୍ରାମାରୁ ସ୍ନାତକ ହାସଲ କରିଥିଲେ ।[୧] ଦମ୍ ଲଗା କେ ହୈଇସା, ଶାଦି ମେଁ ଜାରୁର୍ ଆନା, ଲୁକା ଚୁପ୍ପି, କେଦାରନାଥ, ରୋମିଓ ଆକବର ୱଲ୍ଟର, ବଧାଇ ହୋ,[୨] ଆମାଜନ ଏକ୍ସକ୍ଲୁସିଭ୍ ୱେବ୍ ସିରିଜ୍ ଚାଚା ବିଧାୟକ ହୈ ହମାରେ, ପୁରସ୍କାର ବିଜେତା କ୍ଷୁଦ୍ର ଚଳଚ୍ଚିତ୍ର ମାୟା[୩] ଏବଂ ସେକ୍ସ୍ ଚାଟ୍ ଉଇଥ୍ ପପ୍ପୁ ଭଳି କଥାଚିତ୍ରରେ ଅଭିନୟ ପାଇଁ ଜଣାଶୁଣା । ତାଙ୍କର ଉଲ୍ଲେଖନୀୟ ଅଭିନୟ ମଧ୍ୟରେ ପରିଚୟରେ ବୀଣା ଚୋପ୍ରା ଭୂମିକା ଅନ୍ତର୍ଭୁକ୍ତ ।[୪]

ଅଭିନୟ ଜୀବନ[ସମ୍ପାଦନା]

ଅଭିନୀତ ଧାରାବାହିକ/କାର୍ଯ୍ୟକ୍ରମ[ସମ୍ପାଦନା]

ବର୍ଷ କାର୍ଯ୍ୟକ୍ରମ ଭୂମିକା ମନ୍ତବ୍ୟ
୧୯୮୮-୧୯୮୯ ଦିଲ୍ ଦରିଆ
୨୦୦୮ ଆନାରୋ ଆନାରୋ [୫]
୧୦୦୯-୨୦୧୦ ୧୨/୨୪ କରୋଲ୍ ବାଗ ମଞ୍ଜୁ ସେଠୀ
୨୦୧୧-୨୦୧୩ ପରିଚୟ ବୀଣା ରାଜ ଚୋପ୍ରା
୨୦୧୨-୨୦୧୩ କ୍ୟା ହୁଆ ତେରା ୱାଦା କନୱାଲ ଚୋପ୍ରା
୨୦୧୪-୨୦୧୫ ଅଜୀବ ଦସ୍ତାନ ହୈ ୟେ ଶାରଦା ସଚଦେବ
୨୦୧୫-୨୦୧୭ କଳଶ ମଞ୍ଜୁ ଗ୍ରେୱାଲ
୨୦୧୬-୨୦୧୭ ପରଦେଶ ମେଁ ହୈ ମେରା ଦିଲ୍ ଆଶା ବାତ୍ରା
୨୦୧୮ ୟେ ପ୍ୟାର୍ ନହି ତୋ କ୍ୟା ହୈ ଗାୟତ୍ରୀ ସିନ୍ହା
୨୦୧୯ କସୌଟି ଜିଙ୍ଗଦି କେ ଶାରଦା

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୦୩ ସ୍ୱରାଜ ଲୀଲାବତୀ [୬]
୨୦୧୫ ଦମ୍ ଲଗା କେ ହୈଇଶା ଶଶି ତିୱାରୀ
୨୦୧୭ ଶାଦି ମେଁ ଜରୁର୍ ଆନା ଶାନ୍ତି ମିଶ୍ର
୨୦୧୮ ଖଜୁର ପେ ଅଟକେ କାଦମ୍ବରୀ
ବଧାଇ ହୋ ଜୀତୁଙ୍କ ଭାଉଜ
କେଦାରନାଥ ଶ୍ରୀମତୀ ଖାନ୍
ମାୟା ମାଆ କ୍ଷୁଦ୍ର ଚଳଚ୍ଚିତ୍ର[୩]
୨୦୧୯ ୭୨ ଆୱାର୍ସ: ମାର୍ଟୟର୍ ହୁ ନେଭର୍ ଡାଏଡ୍ ଲୀଲା ରାୱତ
ଲୁକା ଚୁପ୍ପି ଶକୁନ୍ତଳା ଶୁକ୍ଳା
ରୋମିଓ ଆକବର ୱଲ୍ଟର ୱାହିଦା
ଆଧାର ରାଣୀଙ୍କ ମାଆ
୨୦୨୧ ଲାହୋର କନ୍‌ଫିଡେନ୍ସିଆଲ୍ ଆନାୟାଙ୍କ ମାଆ
୨୦୨୩ କଞ୍ଜୁସ୍ ମଖିଚୁସ୍ ଜମୁନା ପ୍ରସାଦ ପାଣ୍ଡେଙ୍କ ମାଆ
ଦି ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲି ସୁଶୀଳା କୁମାରୀ
ଆଜମେର ୯୨ ସୁମିତ୍ରା

ୱେବ୍ ସିରିଜ୍[ସମ୍ପାଦନା]

ବର୍ଷ ସିରିଜ୍ ଭୂମିକା ମନ୍ତବ୍ୟ
୨୦୧୬ ସେକ୍ସ ଚାଟ୍ ଉଇଥ୍ ପପ୍ପୁ ଆଣ୍ଡ ପାପା ଦାଦି ୱାଇ.ଆର୍.ଏଫ୍.
୨୦୧୮ ଚାଚା ବିଧାୟକ ହୈ ହମାରା ରୋନିଙ୍କ ମାଆ ଆମାଜନ ପ୍ରାଇମ୍ ଭିଡିଓ[୧]
୨୦୨୨ ନିର୍ମଲ ପାଠକ କି ଘର ୱାପସି ସନ୍ତୋଷୀ ପାଠକ ସୋନି ଲିଭ୍

ଆଧାର[ସମ୍ପାଦନା]

  1. ୧.୦ ୧.୧ "SEX CHAT WITH PAPPU & PAPA". Yash Raj Films. 28 June 2016. Retrieved 6 April 2019. 2020 Mirzapur
  2. "Alka Amin". Times of India. Retrieved 6 April 2019.
  3. ୩.୦ ୩.୧ "MAYA - DRAMA". Filmfare. Retrieved 6 April 2019.
  4. "Parichay". Indian Express. Aug 29, 2011.
  5. "DD series reflects 'new empowered' Indian woman". One India. 21 January 2008.
  6. VISWANATHAN, S (10 May 2013). "A tribute to a fighter". Frontline. Retrieved 5 April 2019.[dead link]

ବାହାର ଲିଙ୍କ[ସମ୍ପାଦନା]