ଅମିତ ମିଶ୍ର

ଉଇକିପିଡ଼ିଆ‌ରୁ
ବ୍ୟକ୍ତିଗତ ତଥ୍ୟ
ନାମAmit Mishra
ବ୍ୟାଟିଂ ପ୍ରକାରRight-hand bat
ବୋଲିଂ ପ୍ରକାରLeg break
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap 259)17 October 2008 v Australia
ଶେଷ ଟେଷ୍ଟ9 November 2016 v England
ପ୍ରଥମ ଦିନିକିଆ (cap 151)13 April 2003 v South Africa
ଶେଷ ଦିନିକିଆ29 October 2016 v New Zealand
ପ୍ରଥମ ଟି୨୦ (cap 33)13 June 2010 v Zimbabwe
ଘରୋଇ ଦଳ ତଥ୍ୟ
YearsTeam
2000–presentHaryana
2008–2010; 2015-presentDelhi Daredevils
2011–2012Deccan Chargers
2013–2014Sunrisers Hyderabad
Career statistics
ପ୍ରତିଯୋଗିତା Test ODI FC LA
ମ୍ୟାଚ ସଂଖ୍ୟା 21 36 144 106
ମୋଟ ରନ 648 28 4,006 612
ବ୍ୟାଟିଂ ହାର 21.60 4.80 22.13 13.02
ଶତକ/ଅର୍ଦ୍ଧଶତକ 0/4 0/0 1/16 0/1
ସର୍ବାଧିକ ରନ 84 14 202* 55
ବଲ ସଂଖ୍ୟା 4867 1648 29,208 5,534
ଉଇକେଟ 74 64 510 173
ବୋଲିଂ ହାର 35.10 23.60 28.94 23.78
ଇନିଙ୍ଗସରେ ୫ଟି ଉଇକେଟ 1 2 21 4
ମ୍ୟାଚରେ ୧୦ଟି ଉଇକେଟ 0 n/a 1 n/a
ସବୁଠୁ ଭଲ ବୋଲିଂ 5/71 6/48 6/66 6/25
କ୍ୟାଚ/ଷ୍ଟମ୍ପିଙ୍ଗ 8/– 2/– 74/– 29/–
Source: Cricinfo, 5 June 2014

ଅମିତ ମିଶ୍ର  ଶବଦ ବିଷୟରେ pronunciation (ଜନ୍ମ 24 ନଭେମ୍ବର ,1982) ଜଣେ ଭାରତୀୟ କ୍ରିକେଟ ଖେଳାଳି । ସେ ଜଣେ ଆକ୍ରାମକ ଲେଗ ସ୍ପିନର ହେବା ସହ ତଳ ଅର୍ଡର ବେତସ ମେନ ମଧ୍ୟ । ସେ ହରିୟଣା ରାଜ୍ୟ ଦଳ ପାଇଁ ଘରେଇ କ୍ରିକେଟ ଖେଳିବା ସହ ଦିଲ୍ଲୀ ଦଳ ପାଇଁ ଆଇପିଏଲ ଖେଳନ୍ତି । ସେ ଭାରତୀୟ ଜାତୀୟ ଦଳ ପାଇଁ ଟେଷ୍ଟ , ଏକଦିବାସୀୟ ଓ T20 ଅନ୍ତର୍ଜାତିକ ଖେଳନ୍ତି । 

ପ୍ରଥମ ଥର ପାଇଁ ସେ 2002 ମସିହାରେ ୱେଷ୍ଟ ଇଣ୍ଡିଜ ବିପକ୍ଷ୍ୟରେ ଟେଷ୍ଟ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିଲେ । ମାତ୍ର ଖେଳି ନଥିଲେ । ସେ 2003 ମସିହାରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଏକ ଏକଦିବାସୀୟ ମେଚ ଖେଳିଥିଲେ । 

Test and ODI career[ସମ୍ପାଦନା]

ଅମିତ ପ୍ରଥମ ଟେଷ୍ଟ ପଦାର୍ପଣ ଅଷ୍ଟ୍ରେଲିଆ ବିରୁଦ୍ଧରେ ମୋହାଳିଠାରେ କରିଥିଲେ । ଅଧିନାଯକ ଅନିଲ କୁମ୍ବଲେ ଆହତ ହେବା କାରଣରୁ ସେ ସ୍ଥାନ ପାଇ ସେହି ମେଚରେ ପ୍ରଥମ ପାରିରେ 5/71 ନେବା ସହ ଦ୍ୱିତୀୟ ପାରିରେ 2/35 ନେଇଥିଲେ ଓ ଭାରତ ସେହି ମେଚ ନିର୍ନାୟକ ଭାଙ୍ଗିରେ ଜିତିଥିଲା । [୧] ତଥାପି ଅନିଲ କୁମ୍ବଲେଙ୍କ ପ୍ରତ୍ୟାବର୍ତନ ପରେ ସେ ତାଙ୍କ ସ୍ଥାନ ହରେଇବାକୁ ପଡିଥାନ୍ତା ଯଦି ଅନନ୍ୟ ସ୍ପିନର ହରଭଜନ ସିଂହ ଆହତ କାରଣରୁ ବାହାରି ନ ଥାନ୍ତେ । 

22009 ମସିହାରେ ଅମିତ ନିଉଜିଲାଣ୍ଡ ଗସ୍ତ ପାଇଁ ଦଳରେ ଥିଲେ , ମାତ୍ର ସେଠାରେ ମାତ୍ର  ଜଣେ ସ୍ପିନର ଖେଳିବାର ଥିବାର ଚୁଡାନ୍ତ ଏକାଦଶରେ ସ୍ଥାନ ପାଇ ନଥିଲେ । 2009 ICC ଚାମିପୀୟନ ଟ୍ରଫିରେ ଅମିତ ଖେଳିଥିଲେ । ନଭେମ୍ବର 2009ରେ ଅମିତ ମିଶ୍ର ତାଙ୍କ ସ୍ଥାନ ପ୍ରଜ୍ଞାନ ଓଝାଙ୍କଠାରେ ହରେଇଥିଲେ । 

ବାଂଲାଦେଶ ଗସ୍ତ ପାଇଁ ଅମିତ ସ୍ଥାନ ପାଇ ପ୍ରଥମ ଟେଷ୍ଟରେ 50 ରଣ କରିବା ସହ 7 ୱିକେଟ ନେଇଥିଲେ । ହେଲେ ପୁଣି ତାଙ୍କ ସ୍ଥାନ ପ୍ରଜ୍ଞାନ ଅଧିକାର କରିନେଇଥିଲେ । ପରେ 2013 ମସିହାରେ ଇଂଲଣ୍ଡ ଗସ୍ତରେ ସେ ତାଙ୍କର ସର୍ବୋଚ ସ୍କୋର 84 କରିଥିଲେ । 2013 ଜିମ୍ବାବ୍ୱେ ଗସ୍ତରେ ସେ ସ୍ଥାନ ପାଇ 3 ଯ ଏକଦିବାସୀୟରେ 4/47 ନେବା ସହ men of the match ପୁରସ୍କାର ପାଇଲେ ।ସେହି ସିରିଜରେ ସେ 18 ୱିକେଟ ନେଇ ବାହାରେ ଖେଲାଯାଇଥିବା ସିରିଜରେ ଥିବା ଶ୍ରୀନଥଙ୍କ ରେକର୍ଡର ସମକକ୍ଷ ହେଇଥିଲେ । 

2014 ଏସିଆ କପରେ ମିଶ୍ର ପାକିସ୍ତାନ ସହ ମେଚରେ 10 ଓଭରରେ ମାତ୍ର 28 ରଣ ଦେଇ 2ଟି ୱିକେଟ ନେଇଥିଲେ । [୨]

 2016 ୱେଷ୍ଟ ଇଣ୍ଡିଜ ଗସ୍ତରେ ମିଶ୍ର 2ଟି ଟେଷ୍ଟ ଖେଳି 6ଟି ୱିକେଟ ନେବା ସହ T20ରେ ମଧ୍ୟ 3 ୱିକେଟ ନେଇଥିଲେ । ସେହି ବର୍ଷ ନିଉଜିଲାଣ୍ଡର ଭାରତ ଗସ୍ତରେ ଅମିତ 5ଟି ଏକଦିବସୀୟରେ 15ଟି ୱିକେଟ ନେଇ ଥିଲେ ଯାହା ମଧ୍ୟରେ 5/18 ଶ୍ରେଷ୍ଠ ଥିଲା ଓ ଭାରତ ସିରିଜ 3-2ରେ ଜିତିଥିଲା । ଅମିତ ସେଥିରେ ଶ୍ରେଷ୍ଠ ଖେଳାଳି ଭାବେ  ପୁରସ୍କୃତ ହେଇଥିଲେ । [୩]

ଆଇପିଏଲ [ସମ୍ପାଦନା]

 ଆଇପିଏଲର ଅଦ୍ୟାବଧି ହେଇଥିବା ସମସ୍ତ ସିଜନରେ ଅମିତ ମିଶ୍ର ବହୁ ସଂଖ୍ୟାରେ ୱିକେଟ ନେଇଛନ୍ତି । ତଳ ଅର୍ଡରରେ ବେଟିଙ୍ଗରେ ମଧ୍ୟ ତାଙ୍କର ମୂଲ୍ଯବାନ ଅବଦାନ ରହିଥାଏ । 

2013 ଆଇପିଏଲରେ ଅମିତ ହାଇଦେରବାଦ ଦଳ ପକ୍ଷ୍ୟରୁ ଖେଳି ପୁନେ ବିପକ୍ଷ୍ୟରେ  ହାଟ-ଟ୍ରିକ ନେବାର କୃତି ହାସଲ କରିଥିଲେ । ସେ ଆଇପିଏଲର ପ୍ରଥମ ଖେଳାଳି ଭାବରେ 3ଟି ହାଟ୍ରିକ ନେଇଛନ୍ତି । 2015 ଓ 16 ମସିହାରେ ସେ ଦିଲ୍ଲୀ ଦଳ ତରଫରୁ ଆଇପିଏଲ ଖେଳୁଥିଲେ ।  

ଅନ୍ତର୍ଜାତିକ ରେକର୍ଡ ସମୂହ [ସମ୍ପାଦନା]

ଟେଷ୍ଟରେ 5-ୱିକେଟ [ସମ୍ପାଦନା]

# Figures Match Opponent Venue City Country Year
1 5/71 1  Australia PCA Stadium Mohali India 2008

ଏକଦିବାସୀୟ 5-ୱିକେଟ [ସମ୍ପାଦନା]

# Figures Match Opponent Venue City Country Year
1 6/48 20  Zimbabwe Queens Sports Club Bulawayo Zimbabwe 2013
2 5/18 36  New Zealand ACA-VDCA Cricket Stadium Visakhapatnam India 2016

ଅନ୍ତର୍ଜାତିକ ପୁରସ୍କାର ସମୂହ [ସମ୍ପାଦନା]

ଏକଦିବାସୀୟ ଅନ୍ତର୍ଜାତିକ [ସମ୍ପାଦନା]

Man of the Match ପୁରସ୍କାର [ସମ୍ପାଦନା]

S No Opponent Venue Date Match Performance Result
1 Zimbabwe Harare Sports Club, Harare 28 July 2013 10-0-47-4 ; DNB  India won by 7 wickets.[୪]
2 Zimbabwe Queens Sports Club, Bulawayo 3 August 2013 8.5-0-48-6 ; DNB  India won by 7 wickets.[୫]
3 New Zealand ACA-VDCA Cricket Stadium, Visakhapatnam 29 October 2016 DNB ; 6-2-18-5  India won by 190 runs.[୬]

Player of the Series ପୁରସ୍କାର [ସମ୍ପାଦନା]

S No Series Season Series Performance Result
1 New Zealand in India ODI series 2016/17 15 wickets with a one fifer. avg. 14.33  India won the series 3-2.[୭]

T20 ଅନ୍ତର୍ଜାତିକ [ସମ୍ପାଦନା]

Man of the Match ପୁରସ୍କାର [ସମ୍ପାଦନା]

# Series Season Match Performance Result
1 2014 ICC World Twenty20 13th match (IND vs PAK) in Bangladesh 2014 4-1-22-2 ; DNB  India won by 7 wickets.[୮]
2 2014 ICC World Twenty20 17th match (IND vs WIN) in Bangladesh 2014 4-0-18-2 ; DNB  India won by 7 wickets.[୯]

ପୁନଶ୍ଚ ଦେଖଣା [ସମ୍ପାଦନା]

  • List of India Test cricketers who have taken five wickets on debut

ଆଧାର [ସମ୍ପାଦନା]

  1. "2nd Test: India v Australia at Mohali, Oct 17-21, 2008". espncricinfo. Retrieved 2011-12-18.
  2. Sarath Mar 3, 2014. "Stats: Best economy rates in the Asia Cup". Sportskeeda.{{cite web}}: CS1 maint: numeric names: authors list (link)
  3. "India vs New Zealand: Amit Mishra shines brightest among big stars". The Indian Express. 29 October 2016. Retrieved 30 October 2016.
  4. "India in Zimbabwe ODI Series, 2013 - 3rd ODI".
  5. "India in Zimbabwe ODI Series, 2013 - 5th ODI".
  6. "New Zealand tour of India, 5th ODI: India v New Zealand at Visakhapatnam, Oct 29, 2016". ESPN Cricinfo. Retrieved 29 October 2016.
  7. "New Zealand tour of India, 2016". ESPN Cricinfo. Retrieved 29 October 2016.
  8. "ICC World T20, 2014 - 13th match, Group 2 – Pakistan v India Scorecard". ESPNcricinfo. 25 February 2015. Retrieved 12 March 2015.
  9. "ICC World T20, 2014 - 17th match, Group 2 – West Indies v India Scorecard". ESPNcricinfo. 27 February 2015. Retrieved 12 March 2015.

ବାହାର ଲିଙ୍କ [ସମ୍ପାଦନା]