ଅମନ ଶେରାୱତ
ଦେଖଣା
ପ୍ୟାରିସ ଅଲିମ୍ପିକ ପଦକ ସହ ଶେରାୱତ | |
| ବ୍ୟକ୍ତିଗତ ତଥ୍ୟ | |
|---|---|
| ଜାତୀୟତା | ଭାରତୀୟ |
| ଜନ୍ମ | ୧୬ ଜୁଲାଇ ୨୦୦୩ ବିରୋହର, ହରିୟାଣା, ଭାରତ |
| ଉଚ୍ଚତା | ୧୭୦ ସେମି |
| Sport | |
| କ୍ରୀଡ଼ା | କୁସ୍ତି |
| Event(s) | କୁସ୍ତି |
| Achievements and titles | |
| Regional finals | (୨୦୨୩ ଏସୀୟ କୁସ୍ତି ଚମ୍ପିୟାନସିପ) |
| Olympic finals | |
ଅମନ ଶେରାୱତ (ଜନ୍ମ : ୧୬ ଜୁଲାଇ ୨୦୦୩) ଜଣେ ଭାରତୀୟ କୁସ୍ତି ଖେଳାଳି । ସେ ୫୭ କେଜି ବର୍ଗ ଫ୍ରି ଷ୍ଟାଇଲ କୁସ୍ତି ଖେଳନ୍ତି । ୨୦୨୪ ପ୍ୟାରିସ ଅଲମ୍ପିକରେ ସେ ବ୍ରୋଞ୍ଜ ପଦକ ଜିତି, ସର୍ବକନିଷ୍ଠ ଭାରତୀୟ ଖେଳାଳି ଭାବରେ କୌଣସି ଅଲମ୍ପିକ ପଦକ ଜିତିବାର ଗୌରବ ହାସଲ କରିଥିଲେ [୧] ୨୦୨୨ ଓ ୨୦୨୩ ମସିହାରେ ୨୩ବର୍ଷରୁ କମ ବିଶ୍ୱ ଚମ୍ପିୟାନସିପରେ ୫୭ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୨୦୨୩ ମସିହାରେ ସେ ଏସୀୟ କୁସ୍ତି ଚମ୍ପିୟାନସିପରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।
ଆଧାର
[ସମ୍ପାଦନା]- ↑ "Aman Sehrawat vs Darian Cruz Wrestling Match Highlights: Aman Sehrawat Clinches Bronze; India Win Sixth Medal At Paris Olympics". Times Now (in ଇଂରାଜୀ). 2024-08-09. Retrieved 2024-08-09.
