ଅଭିଷେକ ଯାଦବ (ଫୁଟବଲ ଖେଳାଳି)
Personal information | |||
---|---|---|---|
Full name | ଅଭିଷେକ ଯାଦବ | ||
Date of birth | ୧୦ ଜୁନ ୧୯୮୦ | ||
Place of birth | Kanpur, India | ||
Height | 6 ft 2 in (1.88 m) | ||
Playing position | Striker | ||
Club information | |||
Current team | Mumbai | ||
Number | - | ||
Senior career* | |||
Years | Team | Apps | (Gls) |
1999–2000 | Mahindra United | 0 | (0) |
2000–2001 | Churchill Brothers | 14 | (2) |
2002–2007 | Mahindra United | 49 | (14) |
2007–2014 | Mumbai | 87 | (28) |
2014–2015 | Mumbai City | 4 | (1) |
2015–2016 | Mumbai | 10 | (0) |
National team‡ | |||
2002–2011 | India | 62 | (17) |
* Senior club appearances and goals counted for the domestic league only and correct as of 19:25, 30 May 2015 (UTC). |
ଅଭିଷେକ ଯାଦବ (ଜନ୍ମ ୧୦ ଜୁନ , ୧୯୮୦ ) ଜଣେ ଭାରତୀୟ ପେଷାଦାର ଫୁଟବଲ ଖେଳାଳି । ସେ ଭାରତୀୟ ଌଗରେ ମୁମ୍ବାଇ F. C.ତରଫରୁ ଷ୍ଟ୍ରାଇକର ଭାବରେ ଖେଳନ୍ତି । ୬ ଫୁଟ ୨ ଇଞ୍ଚ ଉତ୍ଛ ଅଭିଷେକ ଭାରତର ଜଣେ ଅଗ୍ରଣୀ ଫୁଟବଲଲ ଷ୍ଟ୍ରାଇକର । ସେ ' ଫୁଟବଲ ସ୍କୁଲ ଅଫ ଇଣ୍ଡିଆ " ନାମକ ଏକ ଅନୁଷ୍ଠାନ ଖୋଲି ଭାରତର ମୁମ୍ବାଇ , ପୁନେ , ନାସିକ , କଲିକତା ଓ ବାଙ୍ଗାଲୋରଠାରେ ତରୁଣ ଖେଳାଳିଙ୍କୁ ପ୍ରଶିକ୍ଷଣ ଦିଅନ୍ତି ।
କ୍ଲବ ସ୍ତର ଅବଦାନ
[ସମ୍ପାଦନା]୧୯୯୮/୯୯ ସିଜନରେ ଅଭିଷେକ ରାଷ୍ଟ୍ରୀୟ କେମିକାଲ ଫର୍ଟିଲାଇଜର ତରଫରୁ ଖେଳୁଥିବା ଅଭିଷେକ ୨୦୦୦/୨୦୦୧ ସିଜନ ପାଇଁ ଚର୍ଚିଲ ବ୍ରଦର , ଓ ପରେ ମହିନ୍ଦ୍ରା ଓ ମହିନ୍ଦ୍ରା ର୍ଟରଫରୁ ଖେଳିଲେ । ତାଙ୍କ ସମୟରେ ମହିନ୍ଦ୍ରା ଓ ମହିନ୍ଦ୍ରା କ୍ଲବ ଭରତର ପ୍ରାୟ ସବୁ ବୃହତ ତୁର୍ଣାମେଣ୍ଟ ଜିତ୍ୟ ପାରିଥିଲା । ଏଠି ମଧ୍ୟରେ ଜାତୀୟ ଲିଗ , IFA ଶିଲ୍ଡ , ଦୁରାଣ୍ଡ କପ ଅନ୍ତର୍ଭୁକ୍ତ । ୨୦୦୭ରେ ସେ ମୁମ୍ବାଇ FCରେ ଯୋଗ ଦେଲେ ।[୧][୨]
ଅନ୍ତର୍ଜାତିକ ଅବଦାନ
[ସମ୍ପାଦନା]ଅଭିଷେକ ଯାଦବ 2002 ମସିହାରୁ ଭାରତୀୟ ଦଳ ପକ୍ଷରୁ ଭାରତ ଭାଗ ନଉଥିବା ଅନ୍ତର୍ଜାତିକ ଟୁର୍ଣାମେଣ୍ଟ ଗୁଡିକରେ ଖେଳିଥାନ୍ତି । ସେ ଭିଏତ୍ ନାମ[୩]ରେ ହେଇଥିବା ଏଲ . ଜି .କପର ଫାଇନାଲରେ ଭାରତ ପାଇଁ ବଦଳ ଖେଳାଳି ଭାବେ ଖେଳି ବିଜୟୀ ଗୋଲ ଦେଇଥିଲେ । ୨୮ ବର୍ଷ ମଧ୍ୟରେ ଏହା ଭାରତ ଜିତିଥିବା ଏକମାତ୍ର ଅନ୍ତର୍ଜାତିକ ଟ୍ରଫି ଥିଲା । [୪]
ଆଧାର
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]- Abhishek Yadav at National-Football-Teams.com
- Abhishek Yadav – FIFA competition record