ଅବନୀ ଲେଖାରା
![]() | ||||||||||||||
ବ୍ୟକ୍ତିଗତ ତଥ୍ୟ | ||||||||||||||
---|---|---|---|---|---|---|---|---|---|---|---|---|---|---|
ଜନ୍ମ | ଜୟପୁର, ରାଜସ୍ଥାନ, ଭାରତ | ୮ ନଭେମ୍ବର ୨୦୦୧|||||||||||||
ଉଚ୍ଚତା | ୫ ଫୁଟ ୩ ଇଞ୍ଚ | |||||||||||||
Sport | ||||||||||||||
ଦେଶ | ![]() | |||||||||||||
କ୍ରୀଡ଼ା | ସୁଟିଂ | |||||||||||||
Event(s) | ୧୦ ମି. ଏୟାର ରାଇଫଲ ଷ୍ଟାଣ୍ଡିଂ ଏସଏଚ୧ | |||||||||||||
Coached by | ସୁମା ସିଦ୍ଧାର୍ଥ ଶିରୁର | |||||||||||||
Achievements and titles | ||||||||||||||
Paralympic finals | ୨୦୨୦ ସମର ପାରାଲିମ୍ପିକ୍ସ: ୧୦ ମି. ଏୟାର ରାଇଫଲ ଷ୍ଟାଣ୍ଡିଂ ଏସଏଚ୧ – ସ୍ୱର୍ଣ୍ଣ | |||||||||||||
Medal record
|
ଅବନୀ ଲେଖାରା (ଜନ୍ମ ୮ ନଭେମ୍ବର ୨୦୦୧) ଜଣେ ଭାରତୀୟ ପାରାଲିମ୍ପିଆନ ଏବଂ ରାଇଫଲ ଚାଳିକା । ସେ ୨୦୨୦ ଟୋକିଓ ପାରାଲିମ୍ପିକ୍ସରେ ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।[୧] ଲେଖାରା ବର୍ତ୍ତମାନ ମହିଳା ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ ଏସଏଚ୧ରେ (ୱାର୍ଲ୍ଡ ସୁଟିଂ ପାରା ସ୍ପୋର୍ଟ ର୍ଯାଙ୍କିଙ୍ଗ) ବିଶ୍ୱର ୫ ନମ୍ବର[୨] ଏବଂ ୨୦୧୮ ଏସୀୟ ପାରା ଗେମ୍ସରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି ।[୩][୪][୫][୬] ପାରା ଚ୍ୟାମ୍ପିଅନ୍ସ କାର୍ଯ୍ୟକ୍ରମ ମାଧ୍ୟମରେ ଗୋସ୍ପୋର୍ଟସ ଫାଉଣ୍ଡେସନ ତାଙ୍କୁ ସହାୟତା ପ୍ରଦାନକରିଛି ।[୭]
୨୦୧୨ ମସିହାରେ ୧୧ ବର୍ଷ ବୟସରେ ଏକ କାର ଦୁର୍ଘଟଣାରେ ସେ ସମ୍ପୂର୍ଣ୍ଣ ଭାବେ ପାରାପ୍ଲେଜିଆ ହୋଇଯାଇଥିଲା । ତାଙ୍କ ପିତା ତାଙ୍କୁ କ୍ରୀଡ଼ାରେ ଯୋଗଦେବା ଓ ତୀରଚାଳନାରେ ତାଲିମ ନେବା ପାଇଁ ପ୍ରୋତ୍ସାହିତ କରିଥିଲେ କିନ୍ତୁ ସେ ସୁଟିଂରେ ନିଜର ପ୍ରକୃତ ଉତ୍ସାହ ପାଇ ତାହାକୁ ହିଁ ବାଛିଥିଲେ । ସେ ବର୍ତ୍ତମାନ ଭାରତର ରାଜସ୍ଥାନରେ ଆଇନ ଅଧ୍ୟୟନ କରୁଛନ୍ତି ।[୮]
ପାରାଲିମ୍ପିକ ସ୍ୱର୍ଣ୍ଣ ପଦକ ଜିତିବାରେ ଅବନୀ ଲେଖାରା ହେଉଛନ୍ତି ଭାରତର ପ୍ରଥମ ମହିଳା ।[୯][୧୦] ଟୋକିଓ ପାରାଲିମ୍ପିକ୍ସରେ ଲେଖାରା ଭାରତ ତଫରରୁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଅନ୍ତିମ କାର୍ଯ୍ୟକ୍ରମରେ ୨୪୯.୬ ପଏଣ୍ଟ ରଖି ଜଣେ ଯୁବ ଚାଳନକାରୀ ଭାବେ ଏକ ପାରାଲିମ୍ପିକ ରେକର୍ଡ ତଥା ବିଶ୍ୱ ରେକର୍ଡ ତିଆରି କରିଥିଲେ । ସେ ପୂର୍ବତନ ଅଲିମ୍ପିକ ଚାମ୍ପିଅନ ଅଭିନବ ବିନ୍ଦ୍ରାଙ୍କଠାରୁ ଅନୁପ୍ରାଣିତ ହୋଇ ୨୦୧୫ ମସିହାରେ ସୁଟିଂ ଆରମ୍ଭ କରିଥିଲେ । ଏହା ପରଠାରୁ ସେ ଅନେକ ଜାତୀୟ ଏବଂ ଆନ୍ତର୍ଜାତୀୟ ସମ୍ମାନ ଜିତିଛନ୍ତି ।[୧୧]
ଆଧାର[ସମ୍ପାଦନା]
- ↑ Tokyo Paralympics: Avani Lekhara wins gold medal in shooting event Hindustan Times. Retrieved 30 August 2021
- ↑ "World Shooting Para Sport Rankings / Official World Rankings 2021". World Shooting Para Sport.
{{cite news}}
: CS1 maint: url-status (link) - ↑ "Para shooter Avani Lekhara clinches silver; India stay in top three". Indian Express News.
{{cite news}}
: CS1 maint: url-status (link) - ↑ "Avani Lekhara". The Bridge News.
{{cite news}}
: CS1 maint: url-status (link) - ↑ "Para World Cup: Teenage shooter Avani Lekhara wins 10m air rifle silver". Time of India News.
{{cite news}}
: CS1 maint: url-status (link) - ↑ "Avani Lekhara wins women's 10m air rifle silver medal at World Shooting Para Sport World Cup". Firstpost News.
{{cite news}}
: CS1 maint: url-status (link) - ↑ "Improvise, adapt, overcome: Indian para athletes' mantra for beating lockdown". ESPN (in ଇଂରାଜୀ). 2020-04-19. Retrieved 2021-08-30.
- ↑ "Tokyo Paralympic 2020: Avani Lekhara wins historic gold for India in shooting". BBC News (in ବ୍ରିଟିଶ୍ ଇଂରାଜୀ). 2021-08-30. Retrieved 2021-08-30.
- ↑ "Truly special moment: India celebrates Avani Lekhara, the golden girl at Tokyo Paralympics". India Today. 30 August 2021. Retrieved 30 August 2021.
- ↑ "Shooter Avani Lekhara becomes first Indian woman to win gold at Paralympics". The Hindu. Press Trust of India. 30 August 2021. Retrieved 30 August 2021.
- ↑ "India's first woman Paralympic gold medallist Avani Lekhara inspired by Abhinav Bindra's autobiography". The Indian Express (in ଇଂରାଜୀ). 2021-08-30. Retrieved 2021-08-31.
- CS1 maint: url-status
- ୨୦୦୧ ଜନ୍ମ
- ଜୀବିତ ବ୍ୟକ୍ତି
- ଭାରତୀୟ ମହିଳା ଖେଳ ସୁଟରଗଣ
- ଭାରତୀୟ କ୍ରୀଡ଼ାରେ ୨୦୧୧
- ଭାରତର ପାରାଲିମ୍ପିକ ସୁଟର
- ଭାରତରେ ସୁଟିଂ କ୍ରୀଡ଼ା
- ଭାରତୀୟ କ୍ରୀଡ଼ାବିତ
- ରାଜସ୍ଥାନର ଲୋକ
- ଜୟପୁରର ଲୋକ
- ୨୦୨୦ ଗ୍ରୀଷ୍ମ ପାରାଲିମ୍ପିକ୍ସରେ ସୁଟରମାନେ
- ଭାରତର ପାରାଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା
- ୨୦୨୦ ଗ୍ରୀଷ୍ମ ପାରାଲିମ୍ପିକ୍ସରେ ପଦକ ବିଜେତା
- ସୁଟିଂରେ ପାରାଲିମ୍ପିକ ପଦକ ବିଜେତା