ଅନିଶା ଆଚାର୍ଯ୍ୟ

ଉଇକିପିଡ଼ିଆ‌ରୁ

ଅନିଶା ଆଚାର୍ଯ୍ୟ ଜଣେ ଚଳଚ୍ଚିତ୍ର ଏଡ଼ିଟର । ସେ ଆମେରିକାନ ଫିଲ୍ମ ଇନଷ୍ଟିଚ୍ୟୁଟର ୨୦୧୪ ବ୍ୟାଚର ଜଣେ ଛାତ୍ର । ତାଙ୍କ ସମ୍ପାଦିତ ସିନେମା "ଡେ ଉଆନ" ୨୦୧୫ ବାଫଟା ଇଉଏସ ଷ୍ଟୁଡେଣ୍ଟସ ଫିଲ୍ମ ଆୱାର୍ଡ଼ ସମ୍ମାନ ଲାଭ କରିଥିଲା ।[୧] [୨] ଫିଲ୍ମଟି ସେହି ବର୍ଷ ଛାତ୍ର ଶ୍ରେଣୀର ଏକାଡେମୀ ଆୱାର୍ଡ଼ସ ମଧ୍ୟ ଲାଭ କରିଥିଲା ।[୩]

ଆଧାର[ସମ୍ପାଦନା]

  1. "AFI CONSERVATORY SWEEP S THE 2015 STUDENT ACADEMY AWARDS NARRATIVE CATEGORY" (PDF). American Film Institute. 25 August 2015. Retrieved 20 September 2015.
  2. "AFI CONSERVATORY FILM — DAY ONE — WINS THE 2015 BAFTA U.S. STUDENT FILM AWARD: ANOTHER HONOR IN AN AFI CONSERVATORY WINNING STREAK". American Film Institute. 26 June 2015. Retrieved 20 September 2015.
  3. "Film edited by Odisha girl wins Student Oscar Gold Award". Odisha Sun Times. 20 September 2015. Retrieved 20 September 2015.