ଅଜିଙ୍କ୍ୟ ରାହାଣେ
![]() Ajinkya Rahane in June 2016 | ||||||||||||||||||||||||||||||||||||||||||||||||||||||||||||||||||
| ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
| ନାମ | Ajinkya Madhukar Rahane | |||||||||||||||||||||||||||||||||||||||||||||||||||||||||||||||||
| ଜନ୍ମ | ୬ ଜୁନ ୧୯୮୮ Ashwi KD, Maharashtra, India | |||||||||||||||||||||||||||||||||||||||||||||||||||||||||||||||||
| ଡାକ ନାମ | Jinks | |||||||||||||||||||||||||||||||||||||||||||||||||||||||||||||||||
| ଉଚ୍ଚତା | 5 ft 7 in (1.70 m) | |||||||||||||||||||||||||||||||||||||||||||||||||||||||||||||||||
| ବ୍ୟାଟିଂ ପ୍ରକାର | Right-handed | |||||||||||||||||||||||||||||||||||||||||||||||||||||||||||||||||
| ବୋଲିଂ ପ୍ରକାର | Right-arm medium | |||||||||||||||||||||||||||||||||||||||||||||||||||||||||||||||||
| ଭୂମିକା | Batsman | |||||||||||||||||||||||||||||||||||||||||||||||||||||||||||||||||
| ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
| National side | ||||||||||||||||||||||||||||||||||||||||||||||||||||||||||||||||||
| ପ୍ରଥମ ଟେଷ୍ଟ (cap 278) | 22 March 2013 v Australia | |||||||||||||||||||||||||||||||||||||||||||||||||||||||||||||||||
| ଶେଷ ଟେଷ୍ଟ | 24 January 2018 v South Africa | |||||||||||||||||||||||||||||||||||||||||||||||||||||||||||||||||
| ପ୍ରଥମ ଦିନିକିଆ (cap 191) | 3 September 2011 v England | |||||||||||||||||||||||||||||||||||||||||||||||||||||||||||||||||
| ଶେଷ ଦିନିକିଆ | 1 February 2018 v South Africa | |||||||||||||||||||||||||||||||||||||||||||||||||||||||||||||||||
| ଦିନିକିଆ ଜାମା ନମ୍ବର | 27 | |||||||||||||||||||||||||||||||||||||||||||||||||||||||||||||||||
| ପ୍ରଥମ ଟି୨୦ (cap 39) | 31 August 2011 v England | |||||||||||||||||||||||||||||||||||||||||||||||||||||||||||||||||
| ଶେଷ ଟି୨୦ | 28 August 2016 v West Indies | |||||||||||||||||||||||||||||||||||||||||||||||||||||||||||||||||
| ଟି୨୦ ଜାମା ନମ୍ବର | 27 | |||||||||||||||||||||||||||||||||||||||||||||||||||||||||||||||||
| ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
| Years | Team | |||||||||||||||||||||||||||||||||||||||||||||||||||||||||||||||||
| 2007–present | Mumbai | |||||||||||||||||||||||||||||||||||||||||||||||||||||||||||||||||
| 2008–2010 | Mumbai Indians | |||||||||||||||||||||||||||||||||||||||||||||||||||||||||||||||||
| 2011–2015, 2018 | Rajasthan Royals | |||||||||||||||||||||||||||||||||||||||||||||||||||||||||||||||||
| 2016 - 2017 | Rising Pune Supergiants | |||||||||||||||||||||||||||||||||||||||||||||||||||||||||||||||||
| Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: Cricinfo, 29 July 2015 | ||||||||||||||||||||||||||||||||||||||||||||||||||||||||||||||||||
ଅଜିଙ୍କ୍ୟ ମଧୁକର ରାହାଣେ (ଜନ୍ମ ୬ ଜୁନ ୧୯୮୮) ଭାରତୀୟ କ୍ରିକେଟ ଦଳର ଜଣେ ସଦସ୍ୟ । ସେ ମୁମ୍ବାଇ ଘରୋଇ ଦଳରୁ ପ୍ରତିନିଧିତ୍ୱ କରନ୍ତି । ସେ ଜଣେ ଡାହାଣହାତୀ ବ୍ୟଟ୍ସମ୍ୟାନ ଯିଏ ତାଙ୍କ ପ୍ରଥମ ଆତର୍ଜାତୀୟ ମ୍ୟାଚ Twenty20 ମ୍ୟାଚରୁ ଇଂଲଣ୍ଡ ବିପକ୍ଷରେ ୨୦୧୧ରେ ଆରମ୍ଭ କରିଥିଲେ ଓ ଟେଷ୍ଟ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୧୩ରେ ଆରମ୍ଭ କରିଥିଲେ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ରାହାଣେ ହେଉଛନ୍ତି ମଧୁକର ବାବୁରାଓ ରାହାଣେ ଓ ସୁଜାତା ରାହାଣେ ପ୍ରଥମ ସନ୍ତାନ । ତାଙ୍କର ଜଣେ ସାନ ଭାଇ ଓ ଭଉଣୀ ଅଛନ୍ତି । ରାହାଣେ ପୂର୍ବତନ ଭାରତୀୟ ବ୍ୟଟ୍ସମ୍ୟାନ ପ୍ରବିନ ଆମ୍ରେଙ୍କଠାରୁ କୋଚିଙ୍ଗ ନେଉଥିଲେ । ସେ ଏସଭି ଯୋଶୀ କଲେଜରୁ ଯୁକ୍ତ୨ ପାସ କରିଥିଲେ । ରାହାଣେ ୨୬ ସେପ୍ଟେମ୍ବର ୨୦୧୪ରେ ରାଧିକା ଧୋପାବକରଙ୍କୁ ବିବାହ କରିଥିଲେ । ଏହା ଏକ ପ୍ରେମ ବିବାହ ଥିଲା ।
କ୍ୟାରିୟର
[ସମ୍ପାଦନା]ରାହାଣେ ତାଙ୍କ ପ୍ରଥମ ଘରୋଇ କ୍ରିକେଟ ମ୍ୟାଚ ୧୯ ବର୍ଷ ବୟସରେ ମୁମ୍ବାଇ ତରଫରୁ ଖେଳିଥିଲେ । ସେ ତାଙ୍କ ପ୍ରଥମ ରଣଜୀ ଟ୍ରଫି ୨୦୦୭/୦୮ରେ ଖେଳିଥିଲେ । ୨୦୦୮-୦୯ର ରଣଜୀ ମ୍ୟାଚରେ ସେ ୧୦୮୯ ରନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୨୦୧୧ରେ ୱେଷ୍ଟଇଣ୍ଡିସ ବିପକ୍ଷରେ ଟେଷ୍ଟ ଖେଳିବା ପାଇଁ ମନୋନୟନ ହୋଇଥିଲେ କିନ୍ତୁ ମ୍ୟାଚ ଖେଳିବାକୁ ସୁଯୋଗ ପାଇ ନଥିଲେ । ୨୨ ମାର୍ଚ ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ତାଙ୍କ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ । ଟେଷ୍ଟ ମ୍ୟାଚରେ ପ୍ରଥମ ଶତକ ସେ ନିଉଜିଲାଣ୍ଡ ବିପକ୍ଷରେ ଓ ଦିନିକିଆ ମ୍ୟାଚରେ ପ୍ରଥମ ଶତକ ଇଂଲଣ୍ଡ ବିପକ୍ଷରେ କରିଥିଲେ ।
ଆଧାର
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
