Jump to content

ଅକ୍ସିମେଟାଜୋଲିନ

ଉଇକିପିଡ଼ିଆ‌ରୁ
ଅକ୍ସିମେଟାଜୋଲିନ
Clinical data
Trade namesAfrin, Ocuclear, Drixine, others
SynonymsOxymetazoline hydrochloride
AHFS/Drugs.comGeneral: monograph
Topical: monograph
Pregnancy
category
  • C
Dependence
liability
Moderate
Routes of
administration
Intranasal, eye drops
Legal status
Legal status
Pharmacokinetic data
MetabolismKidney (30%), fecal (10%)
Onset of actionWithin 10 min[]
Elimination half-life5–6 hours
Duration of action6 hrs[]
Identifiers
  • 3-(4,5-Dihydro-1H-imidazol-2-ylmethyl)-2,4-dimethyl-6-tert-butyl-phenol
ECHA InfoCard100.014.618 Edit this at Wikidata
Chemical and physical data
FormulaC16H24N2O
Molar mass୨୬୦.୩୮ g·mol−1
3D model (JSmol)
Melting point301.5 °C (574.7 °F)
  • Oc1c(c(c(cc1C(C)(C)C)C)CC/2=N/CCN\2)C
  • InChI=1S/C16H24N2O/c1-10-8-13(16(3,4)5)15(19)11(2)12(10)9-14-17-6-7-18-14/h8,19H,6-7,9H2,1-5H3,(H,17,18) checkY
  • Key:WYWIFABBXFUGLM-UHFFFAOYSA-N checkY
  (verify)

ଅକ୍ସିମେଟାଜୋଲିନ ଅନେକ ନାମରେ ବିକ୍ରି ହେଉଥିବା ଏକ ଔଷଧ ଯାହା ସାମାନ୍ୟ ବନ୍ଦ ନାକ ବା ଜ୍ୱାଳା ଯୋଗୁ ଲାଲ ଆଖି ରୋଗମାନଙ୍କାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ଏକ ନାକ ସ୍ପ୍ରେ କିମ୍ବା ଆଖି ବୁନ୍ଦା ଆକାରରେ ଉପଲବ୍ଧ ।[] ୧୦ମିନିଟ୍ ମଧ୍ୟରେ ଏହାର ଉପକାର ଦେଖାଯାଏ ଏବଂ ୬ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ।[] ୩-୫ ଦିନରୁ ଅଧିକ ବ୍ୟବହାର ପାଇଁ ସୁପାରିଶ କରାଯାଏ ନାହିଁ; ୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ନିମନ୍ତେ ବ୍ୟବ‌ହାର ସୁପାରିଶ କରାଯାଏ ନାହିଁ ।[] []

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନାକରେ ଜ୍ୱାଲା ଏବଂ ନାକରୁ ପାଣି ବୋହିପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଔଷଧ ବ୍ୟବହାର ବନ୍ଦ କଲେ ପୁନଶ୍ଚ ନାକ ବନ୍ଦ, ମୁଣ୍ଡବିନ୍ଧା, ହୃଦ୍‌ଗତି ହାର ବୃଦ୍ଧି ଏବଂ ଭୟଭୀତ ହୋଇପାରେ ।[] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [] ଏହା ଆଲଫା ଆଡ୍ରେନେଜିକ୍ ରିସେପ୍ଟରକୁ ସକ୍ରିୟ କରି କାର୍ଯ୍ୟକ୍ଷମ ହୁଏ ଯାହା ଛୋଟ ଧମନୀକୁ ସଂକୀର୍ଣ୍ଣ କରେ ।[]

ଅକ୍ସିମେଟାଜୋଲିନ୍ ପ୍ରଥମେ ୧୯୬୧ ମସିହାରେ ତିଆରି ହୋଇଥିଲା ଏବଂ ୧୯୮୬ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଅନୁମୋଦନ କରାଯାଇଥିଲା । [] [] ଏହା ଏକ ସାଧାରଣ ଔଷଧ ତଥା ବିନା ପ୍ରେସକ୍ରିପସନରେ ମିଳେ ।[] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୩୦ ମିଲି ଔଷଧର ମୂଲ୍ୟ ପ୍ରାୟ ୧୨ ଡଲାର ଅଟେ । []

  1. 1 2 3 4 5 6 7 8 9 10 11 "Oxymetazoline Monograph for Professionals". Drugs.com (in ଇଂରାଜୀ). Archived from the original on 12 August 2021. Retrieved 10 November 2021.
  2. 1 2 Velpandian, Thirumurthy (29 February 2016). Pharmacology of Ocular Therapeutics (in ଇଂରାଜୀ). Springer. p. 172. ISBN 978-3-319-25498-2.
  3. BNF 81: March-September 2021. BMJ Group and the Pharmaceutical Press. 2021. p. 1247. ISBN 978-0857114105.
  4. "Oxymetazoline nasal Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 January 2021. Retrieved 10 November 2021.