ଅଂଶୁମାନ ଜୋଶୀ

ଉଇକିପିଡ଼ିଆ‌ରୁ
ଅଂଶୁମାନ ଜୋଶୀ
ଜନ୍ମ (1995-03-26) ୨୬ ମାର୍ଚ୍ଚ ୧୯୯୫ (ବୟସ ୨୯)
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୨୦୦୯–ଏବେଯାଏଁ

ଅଂଶୁମାନ ଯୋଶୀ ଜଣେ ଭାରତୀୟ ଅଭିନେତା ଯିଏକି ମୁଖ୍ୟତଃ ମରାଠୀ କଥାଚିତ୍ର ଜଗତରେ କାମ କରନ୍ତି । ସେ ୨୦୧୧ ମସିହାରେ ଶାଲା ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ ।୨୦୨୩ ମସିହାରେ ସେ ମାଲାୟାଲମ୍ କଥାଚିତ୍ର ଥ୍ୟାଙ୍କମ୍‌ରେ ମଧ୍ୟ ଅଭିନୟ କରିଛନ୍ତି । ଏହି କଥାଚିତ୍ରଟିରେ ସେ ଜଣେ ମରାଠୀ ପୋଲିସ୍ ଅଧିକାରୀ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ଜୀବନ[ସମ୍ପାଦନା]

ଜୋଶୀ କିଶୋର ବୟସରୁ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ବୀରେନ୍ଦ୍ର ବାଲସାଙ୍ଗକରଙ୍କ ନିର୍ଦ୍ଦେଶିତ ବୋଲପାଟଣାଚା ମୁକନାୟକ: ବିଷ୍ଣୁପନ୍ତ ଦାମଲେରେ ବଷ୍ଣୁପନ୍ତ ଦାମଲେ ଭୂମିକାରେ ଅଭିନୟ କରିଥିଲେ । ସେ କଥାଚିତ୍ର ବ୍ୟତୀତ କିଛି ନାଟକରେ ମଧ୍ୟ ଆଭିନୟ କରୁଛନ୍ତି ।

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ଶାଲା (୨୦୧୧, ମରାଠୀ)
  • ମାହିସ୍ (୨୦୧୨, ମରାଠୀ)
  • ପୁରଣପୋଲି (କ୍ଷୁଦ୍ର ଚଳଚ୍ଚିତ୍ର)
  • ଫଟୋକପି (୨୦୧୬, ମରାଠୀ)
  • ଫୁଣ୍ଟ୍ରୁ (୨୦୧୬, ମରାଠୀ)
  • ଫାଷ୍ଟର୍ ଫେନେ (୨୦୧୭, ମରାଠୀ)
  • କାରୱାଁ (୨୦୧୮, ହିନ୍ଦୀ)
  • ଥ୍ୟାଙ୍କମ୍ (୨୦୨୩, ମାଲାୟାଲମ୍)

ପୁରସ୍କାର[ସମ୍ପାଦନା]

  • ୧୦ମ ପୁଣେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୧୨–୨୦୧୩ରେ ସ୍ୱତନ୍ତ୍ର ଜୁରୀ ପୁରସ୍କାର[୧]
  • ଶାଲା ପାଇଁ ଏସୀୟ ଚଳଚ୍ଚିତ୍ର ମହୋତ୍ସବ କୋହ୍ଲାପୁର ୨୦୧୧–୨୦୧୨ରେ ଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର[୨]
  • ମହାରାଷ୍ଟ୍ର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୨୦୧୨ରେ ସ୍ୱତନ୍ତ୍ର ଜୁରୀ ପୁରସ୍କାର[୩]
  • ୨୦୧୨ରେ ଜୀ ଗୌରବ ପୁରସ୍କାର
  • ଶ୍ରେଷ୍ଠ ଶିଶୁ କଳାକାର ଭାବରେ ଭି. ଶାନ୍ତାରାମ ପୁରସ୍କାର ୨୦୧୨[୪]

ଆଧାର[ସମ୍ପାଦନା]

  1. Pune Mirror "Archived copy". Archived from the original on 1 February 2014. Retrieved 2013-01-25.{{cite web}}: CS1 maint: archived copy as title (link) Pune Mirror,08/03/2012
  2. kolhapurworld.com "ଆର୍କାଇଭ୍ କପି". Archived from the original on 30 June 2013. Retrieved 1 September 2023. {{cite web}}: Cite has empty unknown parameter: |1= (help)CS1 maint: bot: original URL status unknown (link) kolhapurworld.com,17/01/2012
  3. maujmaja.com "49th Maharashtra State Film Awards Announced". Archived from the original on 2 January 2013. Retrieved 2013-01-25. maujmaja.com, 21/04/2012
  4. http://www.maujmaja.com Archived 2023-06-07 at the Wayback Machine. "49th Maharashtra State Film Awards Announced". Archived from the original on 2 January 2013. Retrieved 2013-01-25. www.maujmaja.com, 21/04/2012

ବାହାର ଲିଙ୍କ୍[ସମ୍ପାଦନା]