ଅଂଶୁମାନ ଜୋଶୀ
Appearance
ଅଂଶୁମାନ ଜୋଶୀ | |
---|---|
ଜନ୍ମ | |
ବୃତ୍ତି | ଅଭିନେତା |
ସକ୍ରିୟ ବର୍ଷ | ୨୦୦୯–ଏବେଯାଏଁ |
ଅଂଶୁମାନ ଯୋଶୀ ଜଣେ ଭାରତୀୟ ଅଭିନେତା ଯିଏକି ମୁଖ୍ୟତଃ ମରାଠୀ କଥାଚିତ୍ର ଜଗତରେ କାମ କରନ୍ତି । ସେ ୨୦୧୧ ମସିହାରେ ଶାଲା ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ ।୨୦୨୩ ମସିହାରେ ସେ ମାଲାୟାଲମ୍ କଥାଚିତ୍ର ଥ୍ୟାଙ୍କମ୍ରେ ମଧ୍ୟ ଅଭିନୟ କରିଛନ୍ତି । ଏହି କଥାଚିତ୍ରଟିରେ ସେ ଜଣେ ମରାଠୀ ପୋଲିସ୍ ଅଧିକାରୀ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ ଜୀବନ
[ସମ୍ପାଦନା]ଜୋଶୀ କିଶୋର ବୟସରୁ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ବୀରେନ୍ଦ୍ର ବାଲସାଙ୍ଗକରଙ୍କ ନିର୍ଦ୍ଦେଶିତ ବୋଲପାଟଣାଚା ମୁକନାୟକ: ବିଷ୍ଣୁପନ୍ତ ଦାମଲେରେ ବଷ୍ଣୁପନ୍ତ ଦାମଲେ ଭୂମିକାରେ ଅଭିନୟ କରିଥିଲେ । ସେ କଥାଚିତ୍ର ବ୍ୟତୀତ କିଛି ନାଟକରେ ମଧ୍ୟ ଆଭିନୟ କରୁଛନ୍ତି ।
ଅଭିନୀତ କଥାଚିତ୍ର
[ସମ୍ପାଦନା]- ଶାଲା (୨୦୧୧, ମରାଠୀ)
- ମାହିସ୍ (୨୦୧୨, ମରାଠୀ)
- ପୁରଣପୋଲି (କ୍ଷୁଦ୍ର ଚଳଚ୍ଚିତ୍ର)
- ଫଟୋକପି (୨୦୧୬, ମରାଠୀ)
- ଫୁଣ୍ଟ୍ରୁ (୨୦୧୬, ମରାଠୀ)
- ଫାଷ୍ଟର୍ ଫେନେ (୨୦୧୭, ମରାଠୀ)
- କାରୱାଁ (୨୦୧୮, ହିନ୍ଦୀ)
- ଥ୍ୟାଙ୍କମ୍ (୨୦୨୩, ମାଲାୟାଲମ୍)
ପୁରସ୍କାର
[ସମ୍ପାଦନା]- ୧୦ମ ପୁଣେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୧୨–୨୦୧୩ରେ ସ୍ୱତନ୍ତ୍ର ଜୁରୀ ପୁରସ୍କାର[୧]
- ଶାଲା ପାଇଁ ଏସୀୟ ଚଳଚ୍ଚିତ୍ର ମହୋତ୍ସବ କୋହ୍ଲାପୁର ୨୦୧୧–୨୦୧୨ରେ ଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର[୨]
- ମହାରାଷ୍ଟ୍ର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୨୦୧୨ରେ ସ୍ୱତନ୍ତ୍ର ଜୁରୀ ପୁରସ୍କାର[୩]
- ୨୦୧୨ରେ ଜୀ ଗୌରବ ପୁରସ୍କାର
- ଶ୍ରେଷ୍ଠ ଶିଶୁ କଳାକାର ଭାବରେ ଭି. ଶାନ୍ତାରାମ ପୁରସ୍କାର ୨୦୧୨[୪]
ଆଧାର
[ସମ୍ପାଦନା]- ↑ Pune Mirror "Archived copy". Archived from the original on 1 February 2014. Retrieved 2013-01-25.
{{cite web}}
: CS1 maint: archived copy as title (link) Pune Mirror,08/03/2012 - ↑ kolhapurworld.com "ଆର୍କାଇଭ୍ କପି". Archived from the original on 30 June 2013. Retrieved 1 September 2023.
{{cite web}}
: Cite has empty unknown parameter:|1=
(help)CS1 maint: bot: original URL status unknown (link) kolhapurworld.com,17/01/2012 - ↑ maujmaja.com "49th Maharashtra State Film Awards Announced". Archived from the original on 2 January 2013. Retrieved 2013-01-25. maujmaja.com, 21/04/2012
- ↑ http://www.maujmaja.com Archived 2023-06-07 at the Wayback Machine. "49th Maharashtra State Film Awards Announced". Archived from the original on 2 January 2013. Retrieved 2013-01-25. www.maujmaja.com, 21/04/2012
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅଂଶୁମାନ ଜୋଶୀ