ଦି ଟାଇମସ୍ ଗ୍ରୁପ୍
Bennett, Coleman and Co. Ltd. Logo | |
ପ୍ରକାର | Private |
---|---|
ଶିଳ୍ପ | Media & Entertainment |
ପ୍ରତିଷ୍ଠିତ ସ୍ଥାନ | 4 ନଭେମ୍ବର 1838 |
ପ୍ରତିଷ୍ଠାତା | Thomas Jewell Bennett |
ମୁଖ୍ୟ କାର୍ଯ୍ୟାଳୟ | ନୂଆଦିଲ୍ଲୀ, ଭାରତ |
ପ୍ରମୁଖ ବ୍ୟକ୍ତି | ଇନ୍ଦୁ ଜୈନ (Chairperson) ସମୀର ଜୈନ (Vice-Chairman) ବିନୀତ ଜୈନ (Managing Director) ରାଜ ଜୈନ (Chief Executive Officer) |
୧୮,୦୦,୦୦,୦୦୦ (୨୦୧୬) | |
Number of employees | 11,000 (2014)[୧] |
ମୂଳ ସଂସ୍ଥା | ବେନେଟ୍ କୋଲେମାନ୍ ଏଣ୍ଡ୍ କୋ. ଲିମିଟେଡ଼୍ |
ଦି ଟାଇମସ୍ ଗ୍ରୁପ୍, ମାର୍ଚ୍ଚ ୨୦୧୫ ଅନୁସାରେ ଫାଇନାନସିଆଲ୍ ଟାଇମସ୍[୨] ଏହାର ଫ୍ଲାଗସିପ୍ କମ୍ପାନୀ ବେନେଟ୍, କୋଲେମନ୍ ଓ କମ୍ପାନୀ ଲିମିଟେଡ୍ (ବି ସି ସି ଏଲ୍) ସହ, ଭାରତର ସର୍ବବୃହତ୍ ଗଣମାଧ୍ୟମ । ମେ ୨୦୧୪ରେ ଦି ଅଡିଟ୍ ବ୍ୟୁରୋ ଅଫ୍ ସରକୁଲେସନ୍ ଉପସ୍ଥାପନ କଲା ଯେ, ଦି ଟାଇମସ୍ ଗ୍ରୁପ୍, ପୃଥିବୀରେ ଯେ କୌଣସି ଇଂରାଜୀ ଭାଷାର ଖବରକାଗଜ ମଧ୍ୟରେ ସର୍ବବୃହତ୍ ବଣ୍ଟନକାରୀ ଖବରକାଗଜ, ଯାହାର ହାରାହାରି ବିକ୍ରୟ ୩,୩୨୧,୭୦୨ ।[୨][୩] ଏହି କମ୍ପାନୀ ଏକ ପାରିବାରିକ ମାଲିକାନା ବ୍ୟବସାୟ ଭାବେ ରହିଥିଲା, କାରଣ ସାହୁ ଜୈନଙ୍କ ଉତ୍ତରାଧୀକାରୀଙ୍କର ଏକ ବୃହତ୍ ଭାଗିଦାରୀ ଏଥିରେ ଥିଲା । ଦି ଟାଇମସ୍ ଗ୍ରୁପର ୧୧,୦୦୦ରୁ ଉର୍ଦ୍ଧ୍ୱ କର୍ମଚାରୀ ଅଛନ୍ତି ଓ ଏହାର ଆୟ $୧।୫ରୁ ଉର୍ଦ୍ଧ୍ୱ ।[୧]
ଇତିହାସ
[ସମ୍ପାଦନା]ଛାଞ୍ଚ:Prose ୧୮୩୮: ୩ ନଭେମ୍ବର ୧୮୩୮ରେ ଏହାର ପ୍ରଥମ ସଂସ୍କରଣ, ଦି ବମ୍ବେ ଟାଇମସ୍ ଏଣ୍ଡ୍ ଜର୍ଣ୍ଣାଲ୍ ଅଫ୍ କମର୍ସର ଅର୍ଦ୍ଧ ସାପ୍ତାହୀକ ସଂସ୍କରଣ ରୂପେ, ଜଣେ ମରାଠୀ ସଂସ୍କାରକ ରାଓବାହାଦୁର ନାରାୟଣ ଦୀନାନାଥ ଭେଲକାରଙ୍କଦ୍ୱାରା ପ୍ରକାଶ ପାଇଲା । ଏହି ଖବରକାଗଜଟି ସପ୍ତାହକୁ ଦୁଇ ଥର (ଶନିବାର ଓ ବୁଧବାର), ସମ୍ପାଦକ ଜେ ଇ ବ୍ରେନାନଙ୍କ ତତ୍ତ୍ୱାବଧାନରେ ପ୍ରକାଶ ପାଇଲା । ଏହା ମୁଖ୍ୟତଃ ଏକ ସ୍ଥାନୀୟ ଖବରକାଗଜ ରୂପେ ବମ୍ବେର ବ୍ୟବସାୟିକ ସଂସ୍ଥାର ଖବର ପ୍ରକାଶ କରୁଥିଲା ।[୪]
୧୮୪୦-୧୮୫୭: ଏହି ଖବରକାଗଜର ସମ୍ପାଦକ ପରିବର୍ତ୍ତନ ହେଲେ । ଜର୍ଜ ବୁଇଷ୍ଟ ଜର୍ଜ ବୁଇଷ୍ଟ ୧୮୪୦- ୧୮୫୭ ମସିହା ପର୍ଯ୍ୟନ୍ତ ଏହାର ସମ୍ପାଦକ ହେଲେ ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Times Group may go for an IPO 'in the long run'". Business Standard. 6 October 2012.
- ↑ ୨.୦ ୨.୧ James Crabtree, Mumbai (23 March 2015). "Uber in tie-up with Times of India digital arm". Financial Times. Retrieved 24 March 2015.
- ↑ "Details of most circulated publications for the audit period July - December 2013". Audit Bureau of Circulations. 21 May 2014. Retrieved 24 March 2015.
- ↑ About Us zOOm Archived ୨୦ ଜୁଲାଇ ୨୦୦୮ at the Wayback Machine
- ↑ The Journal of the Royal Geographic Society of London, Volume 21 By Royal Geographical Society of Great Britain.