ଛାଞ୍ଚ ଆଲୋଚନା:ସମର୍ଥନ

Page contents not supported in other languages.
ଉଇକିପିଡ଼ିଆ‌ରୁ

ନାମ ବଦଳ[ସମ୍ପାଦନା]

support = ସହମତି, ସହମତ, ଏକମତ, ସମର୍ଥନ

କେଉଁଟି ଠିକ ହେବ ମତାମତ ଦିଅନ୍ତୁ --ଶିତିକଣ୍ଠ (ଆଲୋଚନା) ୧୪:୫୪, ୨୬ ସେପ୍ଟେମ୍ବର ୨୦୧୫ (UTC)

ମତାମତ[ସମ୍ପାଦନା]

  • ମୋ ମତରେ ସମର୍ଥନ ଠିକ ଥିଲା ।--ଶିତିକଣ୍ଠ (ଆଲୋଚନା) ୧୪:୫୪, ୨୬ ସେପ୍ଟେମ୍ବର ୨୦୧୫ (UTC)
  • ୧) "ସହମତ" ୨) "ଏକମତ" --ସୁଭାସିସ ପାଣିଗାହି (ଆଳାପ) ୧୫:୦୫, ୨୬ ସେପ୍ଟେମ୍ବର ୨୦୧୫ (UTC)
  • ଆଲୋଚନା କ୍ଷେତ୍ରରେ ସହମତ/ ଏକମତ ଠିକ ଲାଗୁଚି..ବ୍ୟକ୍ତି ବିଶେଷଙ୍କୁ ପସନ୍ଦ/ଭୋଟ ଆଦି କ୍ଷେତ୍ରରେ ସମର୍ଥନ ଠିକ ରହିବ.. ଆଉ ଟିକେ ଧ୍ୟାନ ଦେବେ: ତାଙ୍କ କଥାରେ ମୁଁ ସହମତ / ତାଙ୍କ କଥାରେ ମୋର ସହମତି ବ୍ୟବହାର ଜାଣି ଲଗେଇବେ i agree: ମୁଁ ସହମତ/ସମ୍ମତି ଜଣାଉଛି i have same view: ମୁଁ ଏକମତ --ନିଷ୍ଠା ରଞ୍ଜନ ଦାଶ (ମୋ ସହ ଆଲୋଚନା) ୧୫:୧୦, ୨୬ ସେପ୍ଟେମ୍ବର ୨୦୧୫ (UTC)
  • ମୋ ମତରେ ସମର୍ଥନ ଠିକ ।(ସମର୍ଥନ vs ବିରୋଧ) । ଭୋଟ ଦିଆଯାଉଛି ସେଥିପାଇଁ । ପୁର୍ବ ବଦଳଟି ଅନାବଶ୍ୟକ ଥିଲା । --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୦:୦୬, ୨୭ ସେପ୍ଟେମ୍ବର ୨୦୧୫ (UTC)