ଅନ୍ତରାଷ୍ଟ୍ରୀୟ ଗାନ୍ଧୀ ଶାନ୍ତି ପୁରସ୍କାର

ଉଇକିପିଡ଼ିଆ‌ରୁ

ଭାରତ ସରକାରଦ୍ୱାରା ଅନ୍ତରାଷ୍ଟ୍ରୀୟ ଗାନ୍ଧୀ ଶାନ୍ତି ପୁରସ୍କାର ଭାରତର ଜାତିର ପିତାଙ୍କ ସମ୍ମାନରେ ଦିଆଯାଏ। ଏହା ବାପୁଙ୍କ ୧୨୫ ତମ ଜନ୍ମତିଥିରୁ ଆରମ୍ଭ ହେଇଥିଲା।

ଗାନ୍ଧୀ ଶାନ୍ତି ପୁରସ୍କାର
ପୁରସ୍କାର ତଥ୍ୟ
ଶ୍ରେଣୀ ଅନ୍ତରାଷ୍ଟ୍ରୀୟ ( International)
ପ୍ରଥମେ ଦିଆଗଲା ୧୯୯୫
ମୋଟ ପୁରସ୍କୃତ ୧୩
ଦାତା ଭାରତ ସରକାର
ନଗଦ ଅର୍ଥ Indian Rupee ₹ ୧ କୋଟି (10 million)
ପ୍ରଥମ ପୁରସ୍କୃତ Julius Nyerere
ଶେଷଥର ପୁରସ୍କୃତ Chandi Prasad Bhatt


ପ୍ରାପ୍ତ ଧାରୀ[ସମ୍ପାଦନା]

କ୍ରମ ବର୍ଷ ନାମ ବିବରଣ
୧. ୧୯୯୫ ଜୁଲିୟସ ନାୟରେରେ ତଞ୍ଜନିଆର ରାଷ୍ଟ୍ରପତି
୨. ୧୯୯୬ ଏଟି ଆରୟର୍ତେ ଶ୍ରମ ଦାନ ଆନ୍ଦୋଳନ
୩. ୧୯୯୭[୧] गेर्हार्ड फिशर[୨] कोढ़ एवं पोलियो पर इनके शोध के ल्लिए प्रसिद्ध
୪. ୧୯୯୮ (1998) ରାମକ୍ରୁଷ୍ଣ ମିଶନ (Ramkrushna Mission) ସ୍ୱାମୀ ବିବେକାନ୍ଦଦ୍ୱାରା ସ୍ଥାପିତ ( Swami Bibeka Nanda)
୫. ୧୯୯୯[୩] ବାବା ଆମ୍ଟେ ( BABA AMBE) ସମାଜ ସେବକ
୬. ୨୦୦୦ ନେଲସନ ମଣ୍ଡେଲା (ସହ ପ୍ରାପ୍ତକର୍ତା) ଦଖୀଣ ଆଫ୍ରିକୀୟ ରାଷ୍ଟ୍ରପତୀ (ପୁର୍ବତମ)
୭. ୨୦୦୦ ଗ୍ରାମିଣ ବ୍ୟାଙ୍କ (ସହ ପ୍ରାପ୍ତକର୍ତା) ମହୋମ୍ମଦ ୟୁନୁସଦ୍ୱାରା ସ୍ଥାପିତ
୮. ୨୦୦୧[୪] ଜନ ହ୍ୟୁମ ଉତ୍ତର ଆୟରଲାଣ୍ଡର ରାଜନିତୀଙ୍ଗ୍ୟ
୯. ୨୦୦୨ ଭାରତୀୟ ବିଦ୍ୟା ଭବନ
୧୦. ୨୦୦୩ ବ୍ୟେକଲେବ ହୈବଲ ଚେକୋସ୍ଲୋଭାକିଆ ର୍ ପ୍ରଥମ ରାଷ୍ଟ୍ରପତୀ
୧୧. ୨୦୦୪ କୋରେଟା ସ୍କଟ କିଙ୍ଗ ମାର୍ଟିନ ଲୁଥର କିଙ୍ଗ କର ବିଧବା
୧୨. ୨୦୦୫ (2005)[୫] ଡେସମଣ୍ଡ ଟୁଟୁ

ଆଧାର[ସମ୍ପାଦନା]

  1. "President Confers Gandhi Peace Prize १९९7 on Dr.Gerhard Fischer of Germany". Press Information Bureau, Government of India. 5 जनवरी १९९8. Archived from the original on 2011-09-28. Retrieved २००9-02-24. {{cite web}}: Check date values in: |accessdate= and |date= (help)
  2. Radhakrishnan, R.K. (5 जुलाई २००6). "Gerhard Fischer passes away". The Hindu. Retrieved २००9-02-24. {{cite web}}: Check date values in: |accessdate= and |date= (help)[permanent dead link]
  3. Narmada.org accessed ४ नवंबर, २००६.
  4. Press Information Bureau Website accessed Nov 4, २००6.
  5. Tutu to be honoured with Gandhi Peace Award accessed Nov 11, २००8.