ବ୍ୟବହାରକାରୀଙ୍କ ଆଲୋଚନା:Ashwas priya

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ବାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଓଡିଆ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Ashwas priya, ଧନ୍ୟବାଦଶିତିକଣ୍ଠ (ଆଲୋଚନା) ୧୯:୦୪, ୨ ଅପ୍ରେଲ ୨୦୧୪ (UTC)

ଅଭିନନ୍ଦନ[ସମ୍ପାଦନା]

ଫାଇଲ:Liquid Oxygen.gif ଅମ୍ଳଜାନ ଭାଗରେ ସୁନ୍ଦର ବଦଳ
ଅମ୍ଳଜାନ ଲେଖାଟିରେ ଅନେକ ଗୁଡିଏ ଉପୋଯୋଗୀ ତଥ୍ୟ ଯୋଡିଥିବାରୁ ଏହି ଗିଲାସେ ଅମ୍ଳଜାନ ଦେଲି । :) ଶିତିକଣ୍ଠ (ଆଲୋଚନା) ୧୯:୫୮, ୨ ଅପ୍ରେଲ ୨୦୧୪ (UTC)

ଆଶ୍ୱାସଙ୍କ ଆଶ୍ୱାସ[ସମ୍ପାଦନା]

ଓଡ଼ିଆ ଉଇକିପିଡ଼ିଆ ୧୩ ଉପଲ୍ଲକ୍ଷେତମ ସଙ୍ଗେ ଦେଖା ହୋଇ ଖୁସିଲାଗିଲା । ଅଧିକ ନ ହେଲେ ବି ଏମିତି ମଝିରେ ମଝିରେ ମୁହଁ ଦେଖଉ ଥାଉ, ଆଉ ଅଳପ ହେଲେ ବି ମଝିରେ ମଝିରେ ଉଇକିପିଡ଼ିଆରେ ଲେଖୁଥ । :) --ସୁଭାସିସ ପାଣିଗାହି (ଆଳାପ) ୧୨:୩୬, ୫ ଜୁନ ୨୦୧୫ (UTC)

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ[ସମ୍ପାଦନା]

--Saileshpat (ମୋ ଆଲୋଚନା) ୨୦ ଅକ୍ଟୋବର ୨୦୧୫ (IST)