ଆଲୋଚନା:ନିଗମାନନ୍ଦ ପରମହଂସ

Page contents not supported in other languages.
ଉଇକିପିଡ଼ିଆ‌ରୁ

ଏହି ପ୍ରସଙ୍ଗର ଲେଖା ଅତି ମାତ୍ରାରେ ବ୍ୟକ୍ତିଗତ ତଥ୍ୟ ତଥା ଅଲୌକିକତା ବର୍ଣ୍ଣନରେ ପରିପୂର୍ଣ୍ଣ, ଏଥିରେ ଦର୍ଶାଯାଇଥିବା ଅଲଲୌକିକତା ହୁଏ ତ ଆଧ୍ୟାତ୍ମିକ ପତ୍ରିକାର ପ୍ରସଙ୍ଗ ପାଇଁ ଉପଯୁକ୍ତ ହୋଇପାରେ, କିନ୍ତୁ ଏକ ଜ୍ଞାନକୋଷରେ କେବଳ ତଥ୍ୟଗତ ଲେଖା ସମ୍ବଳିତ ହେବା ଉଚିତ, ସେଥିରେ ଅସାଧାରଣ, ଅଲୌକିକ ଓ ଆଧ୍ୟାତ୍ମିକ-ଆଶ୍ଚର୍ଯ୍ୟ ସବୁ ସ୍ଥାନୀତ କରିବା ବେଳେ ପ୍ରମାଣ ଦେବା ଟିକେ ଦ୍ଵନ୍ଦାତ୍ମକ ହୋଇଥାଏ । ଏହିପରି ଲେଖା ହୁଏତ କେହି ଲିଭାଇ ଦେଇପାରେ, ତେଣୁ ମୁଁ ଅନୁରୋଧ କରୁଛି ଲେଖାକୁ ଆଉଥରେ ସୁଧାରି ତାହାକୁ ନିରପେକ୍ଷ ଓ ଜ୍ଞାନକୋଷମୂଳକ କରିବା ନିମନ୍ତେ ।--ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୫:୨୮, ୧୦ ଜୁଲାଇ ୨୦୧୨ (UTC)


ନମସ୍କାର; ନିଶ୍ଚୟ!! !!; ଲେଖା ସୁଧାରି ତାହାକୁ ନିରପେକ୍ଷ ଓ ଜ୍ଞାନକୋଷମୂଳକ କରିବା ନିମନ୍ତେ ଚେଷଟା ଚାଲିଛି | ଟିକେ ସମୟ ଦିଅ ନ୍ତୁ | ଧନ୍ୟବାଦ Dcmpuri (ମୋ ଆଲୋଚନା) ୦୪:୪୯, ୨୫ ଅଗଷ୍ଟ ୨୦୧୨ (UTC)