ଭାସ୍କୋ ଡା ଗାମା
ଦେଖଣା
ଭାସ୍କୋ ଡା ଗାମା Vasco da Gama | |
---|---|
ଜନ୍ମ | ୧୪୬୦ ଅଥବା ୧୪୬୯ |
ମୃତ୍ୟୁ | ୨୩ ଜିସେମ୍ବର ୧୫୨୪ (ବୟସ ୫୪-୬୪) |
ବୃତ୍ତିସମୂହ | Explorer, Governor of Portuguese India |
ଦସ୍ତଖତ | |
ଭାସ୍କୋ ଡା ଗାମା ଜଣେ ପର୍ତ୍ତୁଗୀଜ ନାବିକ । ଏହି ନାବିକ ଭାରତକୁ ୧୪୯୮ ଖ୍ରୀଷ୍ଟାଦ୍ଦରେ ଜଳପଥ ଆବିଷ୍କାର କରିଥିଲେ ।[୧] ସେ ପର୍ତ୍ତୁଗାଲରୁ ନିଜ ଯାତ୍ରା ଆରମ୍ଭ କରି ଆଟଲାଣ୍ଟିକ ମହାସାଗରରେ ତରୀ ଚଳାଇ ଆଫ୍ରିକା ମହାଦେଶର ଦକ୍ଷିଣ ସୀମାରେ ଅବସ୍ଥିତ ଉତ୍ତମାଶା ଅନ୍ତରିପଠାରେ ପହଞ୍ଚିଥିଲେ । ସେଠାରୁ ଉତ୍ତର ଦିଗରେ ଗତି କରି ଜଣେ ଆରବ ନାବିକଙ୍କ ସହାୟତାରେ ଭାରତ ମହାସାରରରେ ଯାତ୍ରା କଲେ ଏବଂ ୧୪୯୮ ମେ ୨୦ ତାରିଖରେ ଭାରତର ମାଳବର୍ ଉପକୁଳସ୍ଥ କାଲିକଟ ବନ୍ଦରଠାରେ ପହଞ୍ଚିଲେ । ଏହା ଇଉରୋପରୁ ଭାରତକୁ ସିଧାସଳଖ ଜଳପଥ ଆବିଷ୍କାର କଲା ଏବଂ ପର୍ତ୍ତୁଗୀଜ୍ ଓ ଅନ୍ୟାନ୍ୟ ୟୁରୋପୀୟ ମାନଂକ ପାଇଁ ଭାରତରେ ଉପନିବେଶ ସ୍ଥାପନ କରିବା ନିମନ୍ତେ ସୁଯୋଗ ସୃଷ୍ଟି କଲା।
ଆଧାର
[ସମ୍ପାଦନା]- ↑ ଭାରତ ଇତିହାସ. କଟକ, ଓଡ଼ିଶା: ବିଦ୍ୟାପୁରୀ, କଟକ. p. ୩. ISBN 8174112944.
ବାହାର ଆଧାର
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ଭାସ୍କୋ ଡା ଗାମା
ବାବଦରେ ମାଧ୍ୟମ ରହିଛି ।
- Vasco da Gama's Round Africa to India Archived 2011-08-28 at the Wayback Machine., fordham.edu
- Vasco da Gama web tutorial with animated maps Archived 2007-07-03 at the Wayback Machine., University of Calgary