Jump to content

ବ୍ୟବହାରକାରୀ:Krupasindhu Muduli/Sandbox

ଉଇକିପିଡ଼ିଆ‌ରୁ



ଓଡିଆର ଗେଲ୍ହାପୁଅ ତୁ କାଳିଆ... ଓଡିଆର କୁଡିଆ ରେ ସୁନାଥାଳିଆ... ଓଡିଆଣି ମାଉସୀର ପୋଡପିଠା ପ୍ରିୟତୋର... କାଳିଆ ରେ କାଳିଆ... ଝୁରେ ତୋତେ ସାରାଦୁନିଆଁ

ଓଡିଆର ମାନ ତୁହି, ଓଡିଆର ଧନ ତୁହି ଓଡିଶାକୁ କଲୁ ସ୍ଵର୍ଗ, ସେହିତ ଓଡିଆ ଭାଗ୍ୟ ଜଗନ୍ନାଥ ଦେଶେ ଘର... ପରିଚୟ ଓଡିଆର... କାଳିଆ ରେ କାଳିଆ... ଓଡିଆର ରଖିଛୁ ନାଁ

ଓଡିଆଙ୍କ ପୁଅ ହୋଇ, ଜଗତର ଦିଅଂ ତୁହି କିଦେବ ତୋତେ ଓଡିଆ, ଦିଏ ମମତା କୁଡୁଆ ନାଲି ନାଲି ହସ ତୋର ଦୁଃଖ ହରେ ଓଡିଆର କାଳିଆ ରେ କାଳିଆ... ତୋତେ ଚାହିଁ ବଞ୍ଚେ ଓଡିଆ