ବ୍ୟାସଦେବ
ଦେଖଣା
ବ୍ୟାସ | |
---|---|
ଉପାଧି/ ସମ୍ମାନ | ଗୁରୁ ପୂର୍ଣ୍ଣିମା, ତାଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଏ, ଏଣୁ ଏହାକୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ । |
ବେଦବ୍ୟାସ ବା ବ୍ୟାସଦେବ ହିନ୍ଦୁ ଧର୍ମରେ ବର୍ଣ୍ଣିତ ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଅଟନ୍ତି । ସେ ବେଦକୁ ଚାରି ଭାଗରେ ବିଭକ୍ତ କରିଥିଲେ । ବ୍ୟାସଦେବ, ମହାଭାରତ ଭଳି ମହାନ ଗ୍ରନ୍ଥର ରଚୟିତା ହେବା ସହ ଏହାର ଏକ ଚରିତ୍ର ବି ଅଟନ୍ତି |
କୃଷ୍ଣ ଦ୍ବୈପାୟନ ମହର୍ଷି ବେଦବ୍ୟାସଙ୍କ ଜନ୍ମ ବୃତ୍ତାନ୍ତ