ଇତିହାସରେ ହୋଇଥିବା ସୁନାମି ଗୁଡ଼ିକର ତାଲିକା

ଉଇକିପିଡ଼ିଆ‌ରୁ


ଏହି ପ୍ରସଙ୍ଗରେ ଐତିହାସିକ ସୁନାମି ଗୁଡ଼ିକୁ ସେମାନଙ୍କ ଉତ୍ପତ୍ତି ସମୟ ଅନୁଯାୟୀ ତାଲିକା ଭୁକ୍ତ କରାଯାଇଅଛି ।

୧୦୦୧ ଖ୍ରୀଷ୍ଟାବ୍ଦ ପୂର୍ବରୁ[ସମ୍ପାଦନା]

≈ଖ୍ରୀ.ପୂ. ୬୧୦୦: ନର୍‌ୱିଜିଆନ୍ ସାଗର[ସମ୍ପାଦନା]

ନର୍‌ୱିଜିଆନ୍ ସାଗରରେ 'ମୋର ତଟ'ଠାରୁ (Møre coast) ୧୦୦ କିମି ଉତ୍ତର-ପୁର୍ବରେ ଷ୍ଟୋରେଗା ଭୂ-ସ୍ଖଳନ (Storegga Slides) ହୋଇଥିଲା । ଏହାଦ୍ୱାରା ଉତ୍ତର ଆଟଲାଣ୍ଟିକ ମହାସାଗରରେ ବହୁତ ବଡ଼ ସୁନାମି ସୃଷ୍ଟି ହୋଇଥିଲା, ୨୯୦ କିମି ତଟୀୟ ଅଞ୍ଚଳ ଧସି ଯାଇଥିଲା ଓ ଛାଡିଗଲା ୩,୫୦୦ ଘନକିମିର ମଇଳା ।[୧]

୧୦୦୦ରୁ ୧୭୦୦ ମଧ୍ୟରେ[ସମ୍ପାଦନା]

୧୭୦୦ ଖ୍ରୀଷ୍ଟାବ୍ଦରେ[ସମ୍ପାଦନା]

୧୮୦୦ ଖ୍ରୀଷ୍ଟାବ୍ଦରେ[ସମ୍ପାଦନା]

୧୯୦୦-୧୯୫୦[ସମ୍ପାଦନା]

୧୯୫୦-୨୦୦୦[ସମ୍ପାଦନା]

୨୦୦୦[ସମ୍ପାଦନା]

୨୦୦୪: ଭାରତୀୟ ମହାସାଗର[ସମ୍ପାଦନା]

୨୦୦୪ ଭାରତୀୟ ମହାସାଗର ଭୂମିକମ୍ପ; ଥାଇଲାଣ୍ଡର ଆଓ ନାଙ୍ଗଠାରେ ହୋଇଥିବା ସୁନାମି ଦୃଶ୍ୟ

୨୦୦୪ରେ ଭାରତୀୟ ମହାସାଗରରେ ହୋଇଥିବା ଭୂମିକମ୍ପ, ଯାହାର "କ୍ଷଣିକ ପରିମାଣ ପରିମାପ" ୯.୧-୯.୩ ରହିଥିଲା, [୨] ଓ ଏହା ୨୦୦୪, ଡିସେମ୍ବର ୨୬ରେ ଗୋଟିକ ପରେ ଗୋଟିଏ ଘାତକ ସୁନାମି ସୃଷ୍ଟି କରିଥିଲା ଯାହା ୨୩୦,୨୧୦ ଲୋକଙ୍କ ଜୀବନ ନେଇଥିଲା (ଇଣ୍ଡୋନେସିଆରେ ୧୬୮,୦୦୦ଙ୍କୁ ମିଶେଇ) । ଏହା ପୃଥିବୀର ଲିପିବଦ୍ଧ ଇତିହାସରେ ସବୁଠାରୁ ଭୟଙ୍କର "ଘାତକ ପ୍ରକୃତିକ ଦୁର୍ବିପାକ" ଥିଲା ।

Animation of the tsunami caused by the earthquake showing how the tsunami radiated from the entire length of the 1,600 km (990 mi) rupture.

ଆଧାର[ସମ୍ପାଦନା]

  1. Bondevik, Stein; Dawson, Sue; Dawson, Alastair; Lohne, Øystein (2003). "Record-breaking Height for 8000-Year-Old Tsunami in the North Atlantic" (PDF). EOS, Transactions of the American Geophysical Union. 84 (31): 289, 293. Bibcode:2003EOSTr..84..289B. doi:10.1029/2003EO310001. Archived from the original (PDF) on 2011-08-07. Retrieved 2007-01-15. {{cite journal}}: Unknown parameter |month= ignored (help)CS1 maint: multiple names: authors list (link)
  2. "USDOC/NOAA/NESDIS/NGDC- Tsunami Information, Dec 26, 2004 Indian Ocean Magnitude 9.0 Earthquake". Ngdc.noaa.gov. 2004-12-26. Retrieved 2011-03-11.

ବାହାର କଡ଼ି[ସମ୍ପାଦନା]