ବୋଷନ
ଦେଖଣା
କଣିକା ପଦାର୍ଥ ବିଜ୍ଞାନରେ(particle physics), ବୋଷନ (/[invalid input: 'icon']ˈboʊsɒn/[୧])ହେଉଛି ଏକ କଣିକା ଯାହାକି ବୋଷ-ଆଇନଷ୍ଟାଇନ ପରିସଂଖ୍ୟାନ(Bose–Einstein statistics)ଦ୍ୱାରା ନିୟନ୍ତ୍ରିତ ହୋଇଥାଏ ।
ଏହି ବୋଷନ ନାମ ଜଣେ ଭାରତୀୟ ପଦାର୍ଥ ବିଜ୍ଞାନୀ ସତ୍ୟେନ୍ଦ୍ର ନାଥ ବୋଷ୍ଙ୍କ ସ୍ମରଣାର୍ଥେ ପାଉଲ୍ ଡିରାକ୍ ଦେଇଥିଲେ । ସତ୍ୟେନ୍ଦ୍ର ନାଥ ବୋଷ୍ , ଆଲ୍ବର୍ଟ୍ ଆଇନ୍ଷ୍ଟାଇନ୍ ସହ ବୋଷ-ଆଇନଷ୍ଟାଇନ ପରିସଂଖ୍ୟାନକୁ ଗଢିଥିଲେ ଯାହାକି ଏହାର ମୂଳ ତତ୍ତ୍ୱ ଅଟେ ।
ବୋଷନର ଧର୍ମ
[ସମ୍ପାଦନା]ସଂଜ୍ଞା
[ସମ୍ପାଦନା]ଅଧିକ ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Wells, John C. (1990). Longman pronunciation dictionary. Harlow, England: Longman. ISBN 0582053838. entry "Boson"
ଅଧିକ ପଢିବେ
[ସମ୍ପାଦନା]- Sakurai, J.J. (1994). Modern Quantum Mechanics (Revised Edition), pp 361–363. Addison-Wesley Publishing Company, ISBN 0-201-53929-2.
- Srednicki, Mark (2007). Quantum Field Theory Archived 2011-07-25 at the Wayback Machine., Cambridge University Press, ISBN 978-0-521-86449-7.