ୟୁକି ଭାମ୍ବ୍ରି

ଉଇକିପିଡ଼ିଆ‌ରୁ
ୟୁକି ଭାମ୍ବ୍ରି
ଦେଶ ଭାରତ
ବାସସ୍ଥାନNew Delhi, ଭାରତ
ଜନ୍ମ (1992-07-04) ୪ ଜୁଲାଇ ୧୯୯୨ (ବୟସ ୩୧)
ନୂଆ ଦିଲ୍ଲୀ, ଭାରତ
ଉଚ୍ଚତା୧.୮୩ m (୬ ft 0 in)
ଓଜନ65 kg (143 lb; 10.2 st)
ପେଷା ଆରମ୍ଭ16
ଖେଳRight-handed (two-handed backhand)
ପୁରସ୍କାର ରାଶି$76,320
ଏକକ
ପେଷାଗତ ରେକର୍ଡ଼3-4
ପେଷା ଟାଇଟଲ0
ସର୍ବୋଚ୍ଚ ରାଙ୍କିଙ୍ଗNo. 218 (21 May 2012)[୧]
ଏବେର ରାଙ୍କିଙ୍ଗNo. 218 (21 May 2012)
Grand Slam Singles results
Australian Open JuniorW (2009)
ଯୋଡ଼ି
ପେଷାଗତ ରେକର୍ଡ଼୍‌1-2
ସର୍ବୋଚ୍ଚ ରାଙ୍କିଙ୍ଗNo. 439 (27 September 2010)
ଏବେକାର ରାଙ୍କିଙ୍ଗNo. 605
Last updated on: 13 February 2012.

ଭାରତୀୟ ଯୁବ ଟେନିସ ଖେଳାଳିଙ୍କ ମଧ୍ୟରେ ୟୁକି ଭାମ୍ବ୍ରିଙ୍କ ସ୍ଥାନ ସ୍ୱତନ୍ତ୍ର l ସେ ପ୍ରଥମ ଭାରତୀୟ ଜୁନିଅର ଖେଳାଳି ଭାବେ ୪ଟି ଯାକ ଗ୍ରାଣ୍ଡସ୍ଲାମ ଖେଳିବାର ସୈଭାଗ୍ୟ ଲାଭ କରିଛନ୍ତି l ମାତ୍ର ୧୬ ବର୍ଷ ବୟସରେ ପ୍ରଥମ ଭାରତୀୟ ଭାବେ ଜୁନିଅର ଅଷ୍ଟ୍ରେଲିଆନ୍ ଓପନ ଜିଣି ଥିଲେ l ୟୁକି କ୍ୟାରିଅରର ଆଉ ଏକ ସଫଳତା ସ୍ୱରୂପ ଦ୍ୱିତୀୟ ସର୍ବକନିଷ୍ଠ ପ୍ରତିଯୋଗୀ ଭାବେ ଏଟିପି ମାନ୍ୟତରେ ୫୦୦ ଟପିଛନ୍ତି l

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]