Jump to content

ନାସାଲ ସେପ୍ଟାଲ ହେମାଟୋମା

ଉଇକିପିଡ଼ିଆ‌ରୁ
Nasal septal hematoma
Nasal septal hematoma
Septal hematoma
ବିଭାଗOtolaryngology
ଲକ୍ଷଣBlockage of the nose, pain[]
ଆକ୍ରାନ୍ତ ସମୟWithin 72 hours of trauma[]
କାରଣTrauma, bleeding problems[]
ରୋଗ ନିର୍ଣ୍ଣୟ ପଦ୍ଧତିExamination[]
ସଠିକ ରୋଗ ନିର୍ଣ୍ଣୟNasal polyps, nasal septum deviation, hemangioma[]
ଚିକିତ୍ସାIncision and drainage, nasal packingref name=NEJM2015/>
ପୁନଃପୌନିକRare[]

ନାସାଲ ସେପ୍ଟାଲ ହେମାଟୋମା ବା ନାସାପଟ ରକ୍ତଗୁଳ୍ମ (ଇଂରାଜୀ ଭାଷାରେ Nasal septal hematoma), କୁହାଯାଏ ଯେତେବେଳେ ନାସାପଟର ଅସ୍ଥି ବା ଉପାସ୍ଥି ନିକଟରେ ରକ୍ତ ଜମିଯାଏ ।[] ଏହାର ଲକ୍ଷଣ ମଧ୍ୟରେ ନାକ ଅବରୋଧ ଏବଂ ଯନ୍ତ୍ରଣା ହୋଇପାରେ ।[] ନାକପଟର ଗୋଟିଏ ପାଖ ବା ଉଭୟ ପାଖ ଜଡିତ ହୋଇପାରନ୍ତି ।[] ଠିକ୍ ସମୟରେ ଚିକିତ୍ସା ନ ମିଳିଲେ ବିକଳାଙ୍ଗ ନାକ, ନାସାପଟ ପୁଞ୍ଜିତ ପୂଜ, କିମ୍ବା ନାସାପଟ ଛିଦ୍ର ହୋଇପାରେ | [] []

ନାକ ଆଘାତ ଯୋଗୁଁ ଏହା ସାଧାରଣତଃ ଦେଖାଯାଏ ।[] ଏହା ବିଭିନ୍ନ ଉପାୟରେ ଯେପରିକି ପତନ, ଆକ୍ରମଣ, ଅସ୍ତ୍ରୋପଚାର କିମ୍ବା ଶିଶୁ ନିର୍ଯାତନା ଯୋଗୁ ହୋଇପାରେ । [] ରକ୍ତସ୍ରାବ ଜନିତ ସମସ୍ୟା ହେତୁ ମଧ୍ୟ ଏହା ହୋଇପାରେ ।[] ହେମାଟୋମା ଯୋଗୁ ଉପାସ୍ଥିକୁ ରକ୍ତ ଯୋଗାଣ ବଞ୍ଚିତ ହୋଇପାରେ ।[] ପରୀକ୍ଷା ଉପରେ ରୋଗ ନିର୍ଣ୍ଣୟ ଆଧାରିତ ହୁଏ ।[]

ଏହାର ଚିକିତ୍ସାରେ ହେମାଟୋମାକୁ ତୁରନ୍ତ ଖୋଲାଯାଇ ରକ୍ତ ନିଷ୍କାସନ କରାଯାଏ ନାକ ପ୍ୟାକ କରାଯାଏ ।[] ନାସାଲ୍ ସେପ୍ଟାଲ୍ ହେମାଟୋମା ବିରଳ ରୋଗ ଅଟେ ।[] ବିଶେଷ କରି ପିଲାମାନଙ୍କ କ୍ଷେତ୍ରରେ ଏହି ରୋଗ ଜଣାପଡ଼ି ନ ପାରେ । []

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ Gupta, Gunjan; Mahajan, Kunal (2022). "Nasal Septal Hematoma". StatPearls. StatPearls Publishing. Archived from the original on 5 February 2022. Retrieved 5 February 2022.
  2. ୨.୦ ୨.୧ ୨.୨ Kass, Jason I.; Ferguson, Berrylin J. (2015-05-28). "Treatment of Hematoma of the Nasal Septum". New England Journal of Medicine. 372 (22): e28. doi:10.1056/NEJMvcm1010616. ISSN 0028-4793. PMID 26017844. Archived from the original on 2022-02-05. Retrieved 2022-01-02.