କମାର ଭାଷା
ଦେଖଣା
କମାର | |
---|---|
Native to | ଭାରତ |
ଅଞ୍ଚଳ | ମଧ୍ୟପ୍ରଦେଶ, ଛତିଶଗଡ଼ |
ମାତୃଭାଷୀ | [୧] |
ଇଣ୍ଡୋ-ୟୁରୋପୀୟ
| |
ଭାଷା କୋଡ୍ | |
ISO ୬୩୯-୩ | keq |
ଗ୍ଲୋଟୋଲୋଗ | kama1350 |
କମାର ହେଉଛି ଏକ ଇଣ୍ଡିକ ଭାଷା ଯାହା କେନ୍ଦ୍ରୀୟ ଭାରତର କମାର ଆଦିବାସୀ ଲୋକମାନଙ୍କ ଦ୍ୱାରା କଥିତ ହୋଇଥାଏ । ଏହା ଦୁଇଟି ଜିଲ୍ଲା, ଗୋଟିଏ ମଧ୍ୟପ୍ରଦେଶ ଏବଂ ଗୋଟିଏ ଛତିଶଗଡ଼ରେ କଥିତ ।
୨୦୦୩ ମସିହାରେ, କମାର ଭାଷାଭାଷୀ ମାନଙ୍କ ସଂଖ୍ୟା ପ୍ରାୟ ୪୦,୦୦୦ ଲୋକ ବୋଲି ଆକଳନ କରାଯାଇଥିଲା । ଭାଷା ବର୍ଗୀକରଣ ଅନୁଯାୟୀ, କମାର ଆର୍ଯ୍ୟ ଗୋଷ୍ଠୀ ସମୂହ ଅଟନ୍ତି ।
କମାର ସମ୍ପ୍ରଦାୟ
[ସମ୍ପାଦନା]କମାର ଏକ ଭାରତୀୟ ଜାତି ଅଟେ । ଏହି ଜାତି ମୁଖ୍ୟତଃ ଓଡ଼ିଶାରେ ଦେଖିବାକୁ ମିଳିଥାନ୍ତି । କମାର ସମ୍ପ୍ରଦାୟ ବଙ୍ଗଳାର ଶ୍ରମିକ ଜାତି ସହିତ ସମାନ ଅଟନ୍ତି ।[୩][୪] ଓଡ଼ିଶାରେ କମାରମାନେ ଅନ୍ୟ ପଛୁଆ ବର୍ଗ ସଂଖ୍ୟାଲଘୁ ଗୋଷ୍ଠୀର ଅଟନ୍ତି ।[୫]
ଆଧାର
[ସମ୍ପାଦନା]- ↑ କମାର at Ethnologue (18th ed., 2015)
- ↑ Hammarström, Harald; Forke, Robert; Haspelmath, Martin; Bank, Sebastian, eds. (2020). "Kamar". Glottolog 4.3.
- ↑ Geir Heierstad (2 January 2017). Caste, Entrepreneurship and the Illusions of Tradition: Branding the Potters of Kolkata. Anthem Press. pp. 22–. ISBN 978-1-78308-518-7.
- ↑ Śaratcandra Caṭṭopādhyāya; Aruna Chakravarti (2005). The Saratchandra Omnibus: Srikanta. Penguin Books India. pp. 420–. ISBN 978-0-14-400014-2.
- ↑ "www.bcmbcmw.tn.gov.in" (PDF).