Jump to content

ବ୍ୟବହାରକାରୀ:Hpsatapathy/sandbox11

ଉଇକିପିଡ଼ିଆ‌ରୁ

ଜୟ ଜଗନ୍ନଥ ଜଗତର ନାଥ ଜଗତ ମଙ୍ଗଳ କାରୀ

ଅଗତିର ଗତି ହେ ଜଗତ ପତି ଜଗଜ୍ଜନ ଦୁଃଖହାରୀ

ଜୟ ଜଗନ୍ନାଥ ଜଗତର ନାଥ ବସିଛ ନୀଳ କନ୍ଦରେ

କଳିରେ କାଳିଆ ହେଲେ ତୁ ଛଳିଆ ଗୁହାରୀ କରିବି କାରେ

ଜୟ ଜଗନ୍ନାଥ ଜଗତର ନାଥ ସଂସାର ସାଗରେ ବୁଡି

ଷଡରିପୁ ଦାସ ହୋଇ ଲଭେ ତ୍ରାସ ଯାଏ ସତ୍ୟପଥ ହୁଡି

ଜୟ ଜଗନ୍ନାଥ ଜଗତର ନାଥ ଏ ଜିବନ ତୋର ଦାନ

ତୋର ନାମ ଭଜି ତୋ ରୁପକୁ ହେଜିପାଦ ପଦ୍ମେ ହେବି ଲୀନ

ଜୟ ଜଗନ୍ନାଥ ଜଗତର ନାଥ ସର୍ବଜ୍ଞ ତୁ ସର୍ବଭୁତ


ଜୟ ଜଗନ୍ନାଥ ଜଗତର ନାଥ

ଜୟ ଜଗନ୍ନାଥ ଜଗତର ନାଥ

ଜୟ ଜଗନ୍ନାଥ ଜଗତର ନାଥ

ଜୟ ଜଗନ୍ନାଥ ଜଗତର ନାଥ

ଜୟ ଜଗନ୍ନାଥ ଜଗତର ନାଥ