ପାରମା ବାନାର୍ଜୀ
ଦେଖଣା
ପାରମା ବାନାର୍ଜୀ | |
---|---|
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | କଣ୍ଠଶିଳ୍ପୀ ଦୂରଦର୍ଶନ ଉପସ୍ଥାପିକା |
ପାରମା ବାନାର୍ଜୀ ଜଣେ ଭାରତୀୟ କଣ୍ଠଶିଳ୍ପୀ ଓ ଉପସ୍ଥାପିକା ।[୧][୨] ସେ ମୁଖ୍ୟତଃ ବଙ୍ଗଳା କଥାଚିତ୍ର ଜଗତରେ ଜଣେ ପ୍ରଚ୍ଛଦପଟ ଗାୟିକା ଭାବରେ କଣ୍ଠଦାନ କରିଛନ୍ତି ଏବଂ ବଙ୍ଗଳା ଦୂରଦର୍ଶନ କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ କାମ କରନ୍ତି । ସେ ରୋଜଗେରେ ଜିନ୍ନି କାର୍ଯ୍ୟକ୍ରମର ଉପସ୍ଥାପିକା ଭାବରେ ଜଣାଶୁଣା ।
ଡିସ୍କୋଗ୍ରାଫି
[ସମ୍ପାଦନା]- ଘରେ ଫେରାର ଗାଁ
ଆଲବମ୍
[ସମ୍ପାଦନା]- ଆବାର୍ ବୋଚ୍ଚୋର୍ କୁରି ପୋରେ (୧୯୯୫)
ଅଭିନୀତ କଥାଚିତ୍ର
[ସମ୍ପାଦନା]- ପ୍ରଚ୍ଛଦପଟ ଗାୟିକା
- ଏଲାର ଚାର ଅଧ୍ୟାୟ (୨୦୧୨)
- ଭୂତେର ଭବିଷ୍ୟତ (୨୦୧୨)
- ନୌକା ଡୁବି (୨୦୧୧)
- ନରକ ଗୁଲ୍ଜାର (୨୦୦୯)
- ଚତୁରଙ୍ଗ (୨୦୦୮)
- ଖେଲା (୨୦୦୮)
ଦୂରଦର୍ଶନ
[ସମ୍ପାଦନା]- ଇ. ଟି. ଭି. ବାଂଲା
- ରୋଜଗେରେ ଗିନ୍ନି
- ଏବଂ ଋତୁପର୍ଣ୍ଣୋ
- ସୁଧୁ ତୋମାରି ଜନ୍ୟୋ
- ଜୀ ବାଂଲା
- ଲାବୋନିୟେର୍ ସାଂସାର୍
- ରୂପଶୀ ବାଂଲା
- ସୋନାୟ ସୋହାଗ
ଆଧାର
[ସମ୍ପାଦନା]- ↑ "Param Banerji biography". Gomolo. Archived from the original on 14 July 2016. Retrieved 12 August 2012.
- ↑ "Paroma Banerji interview". Parmo Banerji interview. 17 October 2010. Archived from the original on 23 October 2010. Retrieved 12 August 2012.
ବାହାର ଲିଙ୍କ୍
[ସମ୍ପାଦନା]- Official website
- ଇଣ୍ଟରନେଟ ମୁଭି ଡାଟାବେସରେ ପାରମା ବାନାର୍ଜୀ