ଅଶ୍ୱିନୀ ଜୋସ
ଦେଖଣା
ଅଶ୍ୱିନୀ ଜୋସ | |
---|---|
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତା (ମାଲାୟଲମ୍) |
ସକ୍ରିୟ ବର୍ଷ | ୨୦୧୮ – ଏବେଯାଏଁ |
ଅଶ୍ୱିନୀ ଜୋସ ଜଣେ ଭାରତୀୟ ଅଭିନେତା ତଥା କଥାଚିତ୍ର ନିର୍ମାତା ଯିଏକି ମୁଖ୍ୟତଃ ମାଲାୟାଲମ୍ କଥାଚିତ୍ର ଜଗତରେ କାମ କରନ୍ତି ।[୧][୨] ସେ ୨୦୧୮ ମସିହାରେ ମାଲାୟାଲମ କଥାଚିତ୍ର କୁଇନ୍ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ ।
ଏହାପରେ ସେ ହରିଶ୍ରୀ ଅଶୋକାନଙ୍କ ନିର୍ଦ୍ଦେଶିତ ପ୍ରଥମ କଥାଚିତ୍ର ଏନ୍ ଇଣ୍ଟରନ୍ୟାସନାଲ୍ ଲୋକାଲ୍ ଷ୍ଟୋରୀ (୨୦୧୮)ରେ ମୁଖ୍ୟ ନାୟକ ଭାରେ କାମ କରିଥିଲେ ।[୩] ୨୩ ଅଗଷ୍ଟ ୨୦୧୯ରେ ତାଙ୍କ ଅଭିନୀତ କୁମ୍ବାରୀସ୍ ମୁକ୍ତିଲାଭ କରିଥିଲା । ଅନୁରାଗମ୍ କଥାଚିତ୍ରରେ ସେ ନାୟକ ଭାବରେ ଅଭିନୟ କରିବା ସହିତ ଏହାର କାହାଣୀ ମଧ୍ୟ ଲେଖିଥିଲେ ।[୪][୫]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]୧୭ ମଇ ୨୦୨୩ରେ ସେ ଫେବା ଜନ୍ସନ୍ଙ୍କୁ ବିବାହ କରିଥିଲେ ।[୬]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ଆଧାର |
---|---|---|---|
୨୦୧୮ | କୁଇନ୍ | ମୁନିର୍ | [୩] |
ଏନ୍ ଇଣ୍ଟରନ୍ୟାସନାଲ୍ ଲୋକାଲ୍ ଷ୍ଟୋରୀ | ଯଦୁ | ||
୨୦୧୯ | କୁମ୍ବାରୀସ୍ | ଶମ୍ଭୁ | |
ଅଧ୍ୟରାତ୍ରୀ | ଯୁବ ସତୀଶ | ||
୨୦୨୩ | ଅନୁରାଗମ୍ | ଅଶ୍ୱିନୀ | [୭] |
ଆଧାର
[ସମ୍ପାଦନା]- ↑ Bose, Sharath (4 June 2023). "Mammootty's Unforgettable Recognition Leaves Aswin Starstruck: Young Actor's Next Wish Reveals Something Big!". FilmiBeat (in English). Retrieved 24 August 2023.
{{cite news}}
: CS1 maint: unrecognized language (link) - ↑ "Gautham Menon, Ashwin Jose to lead Anuragam". Cinema Express.
- ↑ ୩.୦ ୩.୧ "Anuragam trailer promises a feel-good romantic film". The New Indian Express (in ଇଂରାଜୀ). 29 April 2023. Retrieved 24 August 2023.
- ↑ "ദൈവത്തിന് കത്ത് എഴുതിയിരുന്ന ഒരാളാണ് എന്റെ ഭാവി വധു; അതും അനുരാഗം: നടൻ അശ്വിൻ അഭിമുഖം". ManoramaOnline.
- ↑ Bureau, The Hindu (2023-05-03). "'Anuragam', starring Aswin Jose, Gouri Kishan, Gautham Menon and Devayani, to release on May 5". The Hindu (in Indian English). ISSN 0971-751X. Retrieved 2023-08-24.
- ↑ "'Queen' actor Ashwin Jose ties the knot with Feba Johnson". 18 May 2023 – via The Economic Times - The Times of India.
- ↑ "Gautham Vasudev Menon's Malayalam Film Anuragam To Be Released On This Date". News18 (in ଇଂରାଜୀ). 2023-04-26. Retrieved 2023-08-24.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅଶ୍ୱିନୀ ଜୋସ