ମଞ୍ଜୁ ଭାଷିଣୀ
ଦେଖଣା
ମଞ୍ଜୁ ଭାଷିଣୀ | |
---|---|
ଜାତୀୟତା | ଭାରତୀୟ |
ବୃତ୍ତି | (କନ୍ନଡ଼) ଅଭିନେତ୍ରୀ |
ମଞ୍ଜୁ ଭାଷିଣୀ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ କନ୍ନଡ଼-ଭାଷୀ ଦୂରଦର୍ଶନ ଧାରାବାହିକ ଓ କଥାଚିତ୍ର ଆଦିରେ କାମ କରନ୍ତି ।[୧] ସେ ଇଟିଭି କନ୍ନଡ଼ରେ ପ୍ରସାରିତ ଧାରାବାହିକ ସିଲି ଲାଲୀରେ ସମାଜ ସେବିକା ଲଲିତମ୍ବା ଭୂମିକାରେ ଅଭିନୟ କରିବା ପାଇଁ ଜଣାଶୁଣା ।[୨]
ସେ କନ୍ନଡ଼ ଚଳଚ୍ଚିତ୍ର ଭୂମି ଗୀତାରେ ନାୟିକା ଭାବରେ ଅଭିନୟ କରିଥିଲେ । ସେ ସିଲି ଲାଲୀ ଧାରାବାହିକରେ ତାଙ୍କ ସହ-ଅଭିନେତଙ୍କ ସହିତ ଲାଇମ୍ ଲାଇଟ୍ ଆକ୍ଟିଂ ଏକାଡେମୀ ସହିତ ଜଡ଼ିତ ଅଛନ୍ତି ।[୩]
ଅଭିନୟ ଜୀବନ
[ସମ୍ପାଦନା]ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୧୯୯୬ | ଅମ୍ମାବ୍ରା ଗଣ୍ଡା | ନାୟିକାଙ୍କ ଭଉଣୀ | |
୧୯୯୭ | ଭୂମି ଗୀତା | ||
୨୦୦୬ | ଗଣ୍ଡା ହେଣ୍ଡାଥି | ||
୨୦୦୯ | ରାଜ୍- ଦି ଶୋ ମ୍ୟାନ୍ |
ଦୂରଦର୍ଶନ ଧାରାବାହିକ
[ସମ୍ପାଦନା]ବର୍ଷ | ଧାରାବାହିକ | ଭୂମିକା |
---|---|---|
୧୯୯୮ | ମାୟାମୃଗ | ବୃନ୍ଦା |
୨୦୦୩ | ସିଲି ଲିଲୀ | ସମାଜ ସେବିକା ଲଳିତମ୍ବା |
ୟଦ୍ୱ ତଦ୍ୱ | ଅରୁନ୍ଧତି | |
୨୦୧୮ | ରାଜା ରାଣୀ | |
୨୦୨୧ | ପୁଟ୍ଟକ୍କାନା ମକ୍କାଲୁ | ବଡି ବଙ୍ଗାରାମ୍ମା |
ଆଧାର
[ସମ୍ପାଦନା]- ↑ "Manju Bashini Returns to Small Screen". 15 November 2015. Archived from the original on 1 January 2015. Retrieved 1 January 2015.
- ↑ "Chandru to direct". IndiaGlitz. 2 January 2008. Archived from the original on 24 September 2015. Retrieved 1 January 2015.
- ↑ "'Lime Light' Evolved". IndiaGlitz. 26 December 2012. Archived from the original on 19 January 2015.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମଞ୍ଜୁ ଭାଷିଣୀ