ବିଶ୍ୱ ଖୁସି ଦିବସ
ଦେଖଣା
ବିଶ୍ୱ ଖୁସି ଦିବସ | |
---|---|
ପାଳନ | ବିଶ୍ୱବ୍ୟାପୀ |
ତାରିଖ | ମାର୍ଚ୍ଚ ମାସ ୨୦ ତାରିଖ |
ପୁନଃପୌନିକତା | ବାର୍ଷିକ |
ବିଶ୍ୱ ଖୁସି ଦିବସ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖରେ ପାଳିତ ହୁଏ ।[୧]
ଉଦ୍ଦେଶ୍ୟ
[ସମ୍ପାଦନା]ୟୁନେସ୍କୋର ଘୋଷଣାନାମା ଅନୁସାରେ ଆମ ଜୀବନରେ ଖୁସିର ଗୁରୁତ୍ବକୁ ବୁଝିବା ପାଇଁ ତଥା ଆମ ଚାରିପଟେ ଥିବା ଲୋକମାନଙ୍କର ଖୁସି ପାଇଁ ଯତ୍ନଶୀଳ ହେବା ଏହି ଦିବସର ପ୍ରମୁଖ ଉଦ୍ଦେଶ୍ୟ।[୨]
ଇତିହାସ
[ସମ୍ପାଦନା]ବିଶ୍ୱ ଖୁସି ଅନୁଷ୍ଠାନର ଅଧ୍ୟକ୍ଷ ଜେମି ଇଲିୟାନ ୨୦୧୧ ମସିହାରେ ଏହି ଦିବସ ପାଳନ ନିମନ୍ତେ ୟୁନେସ୍କୋରେ ଆବେଦନ କରିଥିଲେ । ୨୦୧୨ ମସିହା ଜୁନ ୨୮ ତାରିଖରେ ୟୁନେସ୍କୋଦ୍ୱାରା ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଖୁସି ଦିବସ ଭାବେ ପାଳନ କରିବା ନିଷ୍ପତ୍ତି ନିଆଯାଇଥିଲା ଓ ୨୦୧୩ ମସିହାରୁ ଏହି ଦିବସ ବିଶ୍ୱବ୍ୟାପୀ ପାଳିତ ହେଉଛି ।[୩] [୪]
ଆଧାର
[ସମ୍ପାଦନା]- ↑ "International Day of Happiness, 20 March". United Nations: Department of Economic and Social Affairs Social Inclusion. United Nations. 31 July 2015. Retrieved 16 July 2021.
- ↑ Nations, United. "International Day of Happiness". United Nations (in ଇଂରାଜୀ). Retrieved 2021-04-29.
- ↑ "International Day of Happiness 2021: Theme, history of the day". Hindustan Times (in ଇଂରାଜୀ). 2021-03-16. Retrieved 2021-07-16.
- ↑ ଡ଼. ଦେବୀଲାଲ ମିଶ୍ର. "ଆଜି ବିଶ୍ବ ଖୁସି ଦିବସ: ଖୁସିର ମନ୍ତ୍ର". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 21 March 2023. Retrieved 21 March 2023.