ବିଶ୍ୱ ସ୍ୱାସ୍ଥ୍ୟ ଦିବସ

ଉଇକିପିଡ଼ିଆ‌ରୁ


ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ହେଉଛି ବିଶ୍ୱର ବିଭିନ୍ନ ସଦସ୍ୟ ଦେସ ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଉପରେ ପାରସ୍ପରିକ ସହଯୋଗ ଏବଂ ମାନକ ବିକାଶ ପାଇଁ ଏକ ସଂଗଠନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ୧୯୩ଟି ସଦସ୍ୟ ରାଷ୍ଟ୍ର ଏବଂ ଦୁଇଟି ଅନୁବନ୍ଧିତ ସଦସ୍ୟ ଅଛନ୍ତି । ମିଳିତ ଜାତିସଂଘ ସଂଗଠନର ଏହା ଏକ ସହାୟକ ସଂସ୍ଥା ଅଟେ । ଏହି ସଂଗଠନ ୭ ଏପ୍ରିଲ ୧୯୪୮ରେ ପ୍ରତିଷ୍ଠିତ ହୋଇଥିଲା । ସେଥିପାଇଁ ପ୍ରତିବର୍ଷ ୭ ଏପ୍ରିଲକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଏ ।[୧]

ଆଧାର[ସମ୍ପାଦନା]

  1. "Campaigns". www.who.int (in ଇଂରାଜୀ). Retrieved 19 February 2022.