ଉଇକିପିଡ଼ିଆ:ଉଇକିପ୍ରକଳ୍ପ ହିନ୍ଦୁ ଧର୍ମ

ଉଇକିପିଡ଼ିଆ‌ରୁ

ଉଇକିପ୍ରକଳ୍ପ ହିନ୍ଦୁ ଧର୍ମ କୁ ଆପଣଙ୍କୁ ସ୍ଵାଗତ । ଓଡିଆ ଉଇକିପିଡ଼ିଆରେ ହିନ୍ଦୁ ଧର୍ମ ଏବଂ ହିନ୍ଦୁମାନଙ୍କ ଉପରେ ପ୍ରବନ୍ଧର ବିକାଶ ଏବଂ ପ୍ରସାର ପାଇଁ ଏହି ପ୍ରକଳ୍ପ ପ୍ରସ୍ତୁତ କରାଯାଉଛି । ଏହି ପ୍ରକଳ୍ପର ପ୍ରମୁଖ ଲକ୍ଷ୍ୟ ଗୁଡିକୁ ତଳେ ଲେଖାଯାଇଥିବା ୩ ଭାଗରେ ବିଭକ୍ତ କରାଯାଇଛି ।

  • ଭାରତ ସହ ସମ୍ପର୍କିତ ଲେଖା ଗୁଡିକରେ ଅଧିକ ସୂଚନା ଯୋଡିବା ଓ ଏହାକୁ ଉନ୍ନତ କରିବା ।
  • ହିନ୍ଦୁ ଧର୍ମର ଗୁରୁତ୍ୱ ଅନୁଯାୟୀ ପ୍ରବନ୍ଧକୁ ଭାଗ କରନ୍ତୁ |
  • ଲେଖା ଗୁଡିକର ଶୁଦ୍ଧତା ଯାଞ୍ଚ କରିବା ।