ଶୂରସେନ

ଉଇକିପିଡ଼ିଆ‌ରୁ

ଶୂରସେନ ବା ଶୁରସୈନୀ ହେଉଛନ୍ତି ପ୍ରାଚୀନ ମଥୁରା ନଗରୀର ଜଣେ ଯାଦବ ବଂଶୀୟ ରାଜା । ମାରୀଷ ନାମ୍ନୀ ଏକ ନାଗକନ୍ୟାକୁ ସେ ବିବାହ କରିଥିଲେ । ଏହି ମାରୀଷଙ୍କ ଯୋଗୁଁ ହିଁ ମହଭାରତରେ ବର୍ଣ୍ଣିତ "ଭୀମଙ୍କୁ ବିଷଲଡ଼ୁ ପ୍ରଦାନ" ପ୍ରସଙ୍ଗରେ ବାସୁକୀ ଦେଇଥିବା ବର ବଳରେ ଭୀମ ଶର ସିଂହର ବଳ ଲାଭ କରିଥିଲେ ।[୧][୨][୩]

ଶୂରସେନ ହେଉଛନ୍ତି ବାସୁଦେବଙ୍କ (କୃଷ୍ନଙ୍କ ପିତା) ଏବଂ କୁନ୍ତିଙ୍କ ପିତା । କଥିତ ଅଛି, ଉତ୍ତର ଭାରତର ସୈନି ସଂପ୍ରଦାୟର ଲୋକେ ହେଉଛନ୍ତି ସୂରସେନଙ୍କ ବଂଶଜ ।

ଆଧାର[ସମ୍ପାଦନା]

  1. "During the Mahabharata age the region around Mathura was ruled by the yadava dynasty." The Quarterly Review of Historical Studies, By Institute of Historical Studies (Calcutta, India), Published by Institute of Historical, Studies., 1983, Item notes: v.22, Original from the University of Michigan, Digitized 29 Aug 2008
  2. "Surasena or shoorsaini was a Yadava. One of his descendants could, therefore, call himself a Yadava or a Surasena as he liked..." Chauhān Dynasties: A Study of Chauhān Political History, Chauhān Political Institutions, and Life in the Chauhān Dominions, from 800 to 1316 A.D., By Dasharatha Sharma, pp 103, Published by Motilal Banarsidass, 1975
  3. Tales From the Mahabharat, pp31, By B.K. Chaturvedi, Published by Diamond Pocket Books (P) Ltd. ISBN 81-288-1228-9, ISBN 978-81-288-1228-6