ଜଗତ(ଜୀବବୀଜ୍ଞାନ)
ଦେଖଣା
ଏହି ପୃଷ୍ଠାଟି ଏବେ ତିଆରି ଚାଲିଛି ଓ ଏକ ନୂଆ ଉଇକିପିଡ଼ିଆ ଲେଖା ଭାବରେ ବ୍ୟବହାର ଓ ବଦଳ କରାଯାଉଅଛି । ଯଦି ଲେଖକ ଜଣକ ବଦଳ ଦ୍ଵନ୍ଦ, ଅଦରକାରୀ ପ୍ରକ୍ରିୟା, ବିପଥଗାମୀ ଚେଷ୍ଟା ଓ ଅନ୍ୟାନ୍ୟ ଦ୍ଵନ୍ଦକୁ ଏଡ଼ାଇବା ନିମନ୍ତେ କେଉଁଠି ସମ୍ଭବ ବୋଲି ପଚାରି ଥାନ୍ତି, ତେବେ ପୃଷ୍ଠାଟିରେ କିଛି ବଦଳାନ୍ତୁ ନାହିଁ ବା ତାହାକୁ ଲିଭାଇବା ପାଇଁ ବାଛନ୍ତୁ ନାହିଁ ଯେହେତୁ ଏହା ଲେଖାର ଆରମ୍ଭ ଅବସ୍ଥାରେ ଅଛି । ଯଦି ଲେଖାଟି କେଇ ଘଣ୍ଟାଧରି ବଦଳା ଯାଇନାହିଁ ତେବେ ଏହି ଛାଞ୍ଚଟିକୁ ବାହାର କରିଦିଅନ୍ତୁ |
ଜୀବବିଜ୍ଞାନରେ ଜଗତ, ବୈଜ୍ଞାନିକ ବର୍ଗୀକରଣରେ ତ୍ରିଜଗତ ପ୍ରଣାଳୀରେ ସର୍ବୋଚ୍ଚ ସ୍ତର, ଯାହାକୁ ମହାସାମ୍ରାଜ୍ୟ ବୋଲି ମଧ୍ଯ କୁହାଯାଇଥାଏ ।[୧] ଏହାକୁ ୧୯୯୦ ମସିହାରେ କାର୍ଲ ୱୋଏସ ବ୍ଯଖ୍ଯା କରିଥିଲେ ।[୨]
ଏହି ପ୍ରଣାଳୀ ଅନୁସାରେ ଜୀବନବୃକ୍ଷକୁ ତିନୋଟି ଜଗତରେ ବିଭକ୍ତ କରାଯାଇଛି; ଯଥା - ଆର୍କିଆ, ବ୍ଯାକ୍ଟେରିଆ, ୟୁକାରିଆ।[୨] ପ୍ରଥମ ଦୁଇ ଜଗତରେ କେବଳ ପ୍ରାକ୍-ନ୍ଯଷ୍ଟୀୟ ଅଣୁଜୀବମାନେ ଅଛନ୍ତି, ୟୁକାରିଆରେ ସୁନ୍ଯଷ୍ଟୀୟ ଏକକୋଷୀ ତଥା ବହୁକୋଷୀ ଜୀବମାନେ ଅଛନ୍ତି ।
ଅକୋଷୀୟ ଜୀବନକୁ ଏହି ତନ୍ତ୍ରରେ ସ୍ଥାନ ଦିଆଯାଇ ନାହିଁ । ଏହି ତନ୍ତ୍ରର ବିକଳ୍ପ ହେଲା - ଦ୍ୱିମହାଜଗତ ପ୍ରଣାଳୀ, ଯେଉଁଥିରେ କେବଳ ୟୁକାରିଆ ଏବଂ ପ୍ରୋକାରିଆ ଅଛି ।
ଆଧାର
[ସମ୍ପାଦନା]- ↑ "The Scientific Taxonomy and Classification of all Creatures". Retrieved 19 October 2015.
- ↑ ୨.୦ ୨.୧ Woese C, Kandler O, Wheelis M (1990). "Towards a natural system of organisms: proposal for the domains Archaea, Bacteria, and Eucarya". Proc Natl Acad Sci USA. 87 (12): 4576–9. Bibcode:1990PNAS...87.4576W. doi:10.1073/pnas.87.12.4576. PMC 54159. PMID 2112744. Retrieved 11 February 2010.