ଚଞ୍ଚୂରୀ ପକ୍ଷୀ ଜାତି
ଦେଖଣା
ଚଞ୍ଚୂରୀ ଜାତି | |
---|---|
ଚଞ୍ଚୂରୀ (Orthotomus sutorius) | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ଶ୍ରେଣୀ: | ଏଭସ |
Order: | Passeriformes |
Family: | Cisticolidae |
Genus: | Orthotomus ହର୍ସଫିଲ୍ଡ, 1821 |
ପ୍ରଜାତି | |
ଲେଖା ଦେଖିବେ |
ଚଞ୍ଚୂରୀ ବା ଦର୍ଜୀ ପକ୍ଷୀ ପ୍ରାୟତଃ ଅର୍ଥୋଟୋମସ ବଂଶର ଏକ ଛୋଟ ପକ୍ଷୀ । ସେମାନଙ୍କୁ ପ୍ରାୟତଃ ଓଲ୍ଡ ୱାର୍ଲ୍ଡ ୱାର୍ଲବର ପରିବାର ସିଲଭିଡେରେ ରଖାଯାଇଥିଲେ ମଧ୍ୟ ନିକଟର ଗବେଷଣାରୁ ଜଣା ଯେ ସେମାନେ ସିଷ୍ଟିକୋଲାଇଡା ଅନ୍ତର୍ଭୁକ୍ତ ଏବଂ ଏହା ଡେଲ୍ ହୋୟୋ ଇତ୍ୟାଦିଙ୍କ ଗବେଷଣା ନିବନ୍ଧରେ ଉଲ୍ଲିଖିତ ।[୧] ଏଥିମଧ୍ୟରୁ ଗୋଟିଏ ପ୍ରଜାତି ପାର୍ବତ୍ୟ ଚଞ୍ଚୂରୀ (ଏବଂ ସେଥିପାଇଁ ଏହାର ସହ ପ୍ରଜାତିଗୁଡ଼ିକ ରୁଫସ-ହେଡ଼ ଚଞ୍ଚୂରୀ) ମଧ୍ୟ ପ୍ରକୃତରେ ଏକ ଓଲ୍ଡ ୱାର୍ଲ୍ଡ ଜାତି ସେଟିଆ ପାଖାପାଖି ।[୨] ସେଗୁଡ଼ିକ ପୁରୁଣା ପୃଥିବୀର କ୍ରାନ୍ତୀୟ ଅଞ୍ଚଳରେ ଏବଂ ମୁଖ୍ୟତଃ ଏସିଆରେ ଦେଖିବାକୁ ମିଳିଥାନ୍ତି ।
ଆଧାର
[ସମ୍ପାଦନା]- ↑ Del Hoyo, J.; Elliot, A.; Christie D. (editors). (2006). Handbook of the Birds of the World. Volume 11: Old World Flycatchers to Old World Warblers. Lynx Edicions, Barcelona. ISBN 978-84-96553-42-2.
{{cite book}}
:|author=
has generic name (help)CS1 maint: multiple names: authors list (link) - ↑ Alström, Per; Ericson, P.G.P.; Olsson, U.; Sundberg, P. (2006). "Phylogeny and classification of the avian superfamily Sylvioidea". Molecular Phylogenetics and Evolution. 38 (2): 381–397. doi:10.1016/j.ympev.2005.05.015. PMID 16054402.
ଗ୍ରନ୍ଥସମୂହ
[ସମ୍ପାଦନା]- The New Student's Reference Work/Tailor-Bird
- Baker, Kevin. Warblers of Europe, Asia and North Africa. (2007). ISBN 0-7136-3971-7
- Ryan, Peter (2006). Family Cisticolidae (Cisticolas and allies). Pp. 378–492 in del Hoyo, J.; Elliott, A.; Christie, D.A. (editors). (2006). Handbook of the Birds of the World. Volume 11. Old World Flycatchers to Old World Warblers. Lynx Edicions, Barcelona. ISBN 978-84-96553-06-4