ଗୋଷ୍ଠୀ ପ୍ରତିରୋଧକ ଶକ୍ତି

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଉପର ବାକ୍ସରେ ଏକ ସଂକ୍ରମଣ ଦର୍ଶାଯାଇଛି ଯେଉଁଥିର୍ ଖୁବ୍ କମ୍ ଲୋକ ସଂକ୍ରମିତ ହୋଇଛନ୍ତି (ନାଲିରଙ୍ଗରେ) ଏବଂ ଅନ୍ୟମାନେ ସ୍ୱସ୍ଥ ଅଛନ୍ତି କିନ୍ତୁ ପ୍ରତିରୋଧୀ ନୁହଁନ୍ତି (ନୀଳରଙ୍ଗରେ); ରୋଗଟି ସମୁଦାୟ ଲୋକଙ୍କ ମଧ୍ଯରେ ବ୍ଯାପୁଛି । The middle box shows a population where a small number have been immunized (shown in yellow); those not immunized become infected while those immunized do not. In the bottom box, a large proportion of the population have been immunized; this prevents the illness from spreading significantly, including to unimmunized people. In the first two examples, most healthy unimmunized people become infected, whereas in the bottom example only one fourth of the healthy unimmunized people become infected.

ଗୋଷ୍ଠୀ ପ୍ରତିରୋଧକ ଶକ୍ତି (ଗୋଷ୍ଠୀ ପ୍ରଭାବ, ସମ୍ପ୍ରଦାୟ ରୋଗ ପ୍ରତିରୋଧକ ଶକ୍ତି, ଜନସଂଖ୍ୟା ପ୍ରତିରୋଧକ ଶକ୍ତି, କିମ୍ବା ସାମାଜିକ ପ୍ରତିରୋଧକ ଶକ୍ତି ନାମରେ ମଧ୍ୟ ଜଣା) ସଂକ୍ରାମକ ରୋଗରୁ ପରୋକ୍ଷ ନିରାପତ୍ତାର ଏକ ରୂପ । ପୂର୍ବ ସଂକ୍ରମଣ କିମ୍ବା ଟୀକାକରଣଦ୍ୱାରା ଜନସଂଖ୍ୟାର ଏକ ବଡ଼ ଅଂଶ ଭିତରେ ସଂକ୍ରମଣ ବିରୋଧରେ ପ୍ରତିରୋଧକ ଶକ୍ତି ହାସଲ କଲେ ତାହା ପ୍ରତିରୋଧକ ଶକ୍ତି ନଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏକ ମାପ ଦେଇଥାଏ ।[୧][୨] ବହୁ ସଂଖ୍ୟକ ବ୍ୟକ୍ତିଙ୍କର ରୋଗ ପ୍ରତିରୋଧକ ଶକ୍ତି ଥିବା ଏକ ଜନସଂଖ୍ୟାରେ ଏହିପରି ଲୋକ ରୋଗ ସଂକ୍ରମଣରେ ସହଯୋଗ କରିବାର ସମ୍ଭାବନା ନଥାଏ ଓ ସଂକ୍ରମଣର ଶୃଙ୍ଖଳ ବ୍ୟାହତ ହେବାର ସମ୍ଭାବନା ଅଧିକ ଥାଏ, ଯାହା ରୋଗ ବିସ୍ତାର ବନ୍ଦ କରିଦିଏ କିମ୍ବା ମନ୍ଥର କରିଦିଏ ।[୩] ଏକ ସମ୍ପ୍ରଦାୟରେ ରୋଗ ପ୍ରତିରୋଧକ ଶକ୍ତିଥିବା ବ୍ୟକ୍ତିବିଶେଷଙ୍କ ଅନୁପାତ ଯେତେ ବଢ଼େ ପ୍ରତିରୋଧକ ଶକ୍ତି ନଥିବା ବ୍ୟକ୍ତି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବାର ସମ୍ଭାବନା ସେତେ କମେ ଏବଂ ତାହା ରୋଗ ପ୍ରତିରୋଧକ ଶକ୍ତି ନଥିବା ବ୍ୟକ୍ତିବିଶେଷଙ୍କୁ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରେ ।[୧][୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ Fine, P.; Eames, K.; Heymann, D. L. (1 April 2011). "'Herd immunity': A rough guide". Clinical Infectious Diseases. 52 (7): 911–16. doi:10.1093/cid/cir007. PMID 21427399.
  2. Gordis, L. (2013). Epidemiology. Elsevier Health Sciences. pp. 26–27. ISBN 978-1455742516. Retrieved 29 March 2015.
  3. Merrill, R. M. (2013). Introduction to Epidemiology. Jones & Bartlett Publishers. pp. 68–71. ISBN 978-1449645175. Retrieved 29 March 2015.
  4. Esposito, S; Bosis, S; Morlacchi, L; Baggi, E; Sabatini, C; Principi, N (2012). "Can infants be protected by means of maternal vaccination?". Clinical Microbiology and Infection. 18 Suppl 5: 85–92. doi:10.1111/j.1469-0691.2012.03936.x. PMID 22862749.