ଉଇକିପିଡ଼ିଆ:ଭିଡିଓୱିକି/sandbox
ଦେଖଣା
ଭିଡିଓୱିକି/sandbox (Tutorial) | |
---|---|
ଫାଇଲ:Or.ଉଇକିପିଡ଼ିଆ-ଭିଡିଓୱିକି-sandbox.webm | |
Link to Commons | |
Steps for video creation | |
Step 1 | Preview my changes (10 sec) |
Step 2 | Upload to Commons (10 min) |
ସଂଜ୍ଞା
[ସମ୍ପାଦନା]ଚର୍ମର ଭିତର ସ୍ତରରେ ଜୀବାଣୁ ଜନିତ ପ୍ରଦାହ ହେଲେ ତାହାକୁ ସେଲ୍ୟୁଲାଇଟିସ କୁହାଯାଏ[୧] ।
ପ୍ରଭାବିତ ତନ୍ତୁ
[ସମ୍ପାଦନା]ଏହା ନିର୍ଦ୍ଦିଷ୍ଟ ଭାବରେ ଡର୍ମିସ ଓ ଚର୍ମତଳ ଚର୍ବିକୁ ପ୍ରଭାବିତ କରେ ।[୧]ଅଳ୍ପ ଦିନ ମଧ୍ୟରେ ସେହି ସ୍ଥାନ ଲାଲ ଦେଖାଯା ଓ ଫୁଲିଯାଏ । [୧]
ଲକ୍ଷଣ
[ସମ୍ପାଦନା]ଲାଲ ଦାଗର ଧାର ତୀକ୍ଷ୍ମ ନୁହେଁ ଓ ଚର୍ମ ଫୁଲିଥାଇପାରେ ।[୧] ଲାଲ ଦାଗକୁ ଚିପିଲେ ଧଳା ହୋଇଯାଏ କିନ୍ତୁ ସର୍ବଦା ନୁହେଁ । [୧]