ସ୍ଥାନେଶ୍ୱର ମହାଦେବ ମନ୍ଦିର

ଉଇକିପିଡ଼ିଆ‌ରୁ
ସ୍ଥାନେଶ୍ୱର ମହାଦେବ ମନ୍ଦିର
ଫାଇଲ:Sthaneswar Mahadev.gif

ପ୍ରାଚୀନ  ସ୍ଥାନେଶ୍ୱର ମହାଦେବ ମନ୍ଦିର, dଭଗବାନ ଶିବ ବକ ପାଇଁ ଉତ୍ଶର୍ଗିତ । ଏହା ଭାରତୀୟ ରାଜ୍ୟ ହରିୟଣାର ପବିତ୍ର ତୀର୍ଥ ସ୍ଥଳୀ କୁରୁକ୍ଷେତ୍ର ସହର ନିକଟସ୍ଥ ଥାନେଶ୍ୱରଠାରେ ରହିଛି । ଏଠାରେ ପାଣ୍ଡବମାନେ ଭଗବାନ ଶ୍ରୀକୃଷ୍ଣଙ୍କ ସହ ଆସି ଭଗବାନ ଶିବଙ୍କୁ ଉପାସନା ଆକରୀ ମହାଭାରତ ଯୁଧରେ ବିଜୟପାଇଁ ଆଶୀର୍ବାଦ ଭିକ୍ଷ୍ୟା କରିଥିଲେ ।[୧][୨]ନବମ ଶିକ୍ଷା ଗୁରୁ ଶ୍ରୀ ତେଘ ବାହାଦୁର ସ୍ଥାନେଶ୍ୱର ତୀର୍ଥ ନିକଟରେ ଏକ ସ୍ଥାନରେ ରହିଥିଲେ । ସେଠାରେ ଏକ ଗୁରୁଦ୍ୱାରା ନିର୍ମିତ ହୋଇଛି । 

କିମ୍ବଦନ୍ତୀ [ସମ୍ପାଦନା]

କିମ୍ବଦନ୍ତୀ ଅଛି , ଏଠାରେ ଥିବା ଜଳାଶୟର ଜଳ ଅତ୍ୟନ୍ତ ପବିତ୍ର । ଏହାର କିଛି ବୁନ୍ଦା ଜଳ ରାଜା ବନଙ୍କ କୁଷ୍ଠ ଋଗ ଭଲ କରିଦେଇଥିଲା । କୁରୁକ୍ଷେତ୍ର ତୀର୍ଥ ଯାତ୍ରା ଏହି ମ୍ମନ୍ଦିର ଦର୍ଶନା ବିନା ଅସମ୍ପୂର୍ଣ ରହିଥାଏ । କୁହାଯାଇ ଭଗବାନ ଶିବଙ୍କୁ ଲିଙ୍ଗା ଆକାରରେ ଏଠାରେ ପ୍ରଥମେ ଉପାସନା କରାଯାଇଥିଲା । ମହାଭାରତର କୁରୁ ରାଜା ଏଠାରେ ଯମୁନା ନଦୀ କୁଳରେ ତପସ୍ୟା କରିଥିଲେ ଓ ମହାବୀର ପରଶୁରାମ ଏଠାରେ ଅନେକ  କ୍ଷ୍ଯାତ୍ରିୟଙ୍କୁ ବଧ କରିଥିଲେ । 

ଫାଇଲ:Sthaneswar gurudwara teg bahadur.jpg
Gurudwara Navi (9th) Patshahi

ଆରାଧ୍ୟ ଦେବତା [ସମ୍ପାଦନା]

ମନ୍ଦିର ଭଗବାନ ଶିବଙ୍କ ପାଇଁ ଉତ୍ଶର୍ଗିତ ଓ ସହର ସମ୍ରାଟ ହର୍ଷବର୍ଦ୍ଧନଙ୍କ ରାଜଧାନୀ ଥିଲା । ମନ୍ଦିରର ସ୍ଥାପତ୍ୟ ଆଞ୍ଚଳିକ ଢାଞ୍ଚାରେ ସ୍ତୁପାକାର ଭାବରେ ନିର୍ମିତ । ମନ୍ଦିରର ଛତ ନିକଟରେ ଚାରି ପାଖରେ ଛତ୍ରୀ  ନିର୍ମିତ । 

ଆଧାର [ସମ୍ପାଦନା]

  1. Dev Prasad (2010). Krishna: A Journey through the Lands & Legends of Krishna. Jaico Publishing House. pp. 216–. ISBN 978-81-8495-170-7.
  2. "Religious Places in Kurukshetra: Sthaneswar Mahadev Mandir". Kurukshetra District website. Archived from the original on 2014-08-22. Retrieved 2014-08-08.

ବାହାର ଲିଙ୍କ [ସମ୍ପାଦନା]