ଭବାନୀ ଦ୍ୱିପ

Coordinates: 16°52′N 80°57′E / 16.867°N 80.950°E / 16.867; 80.950
ଉଇକିପିଡ଼ିଆ‌ରୁ
Bhavani Island
Map
LocationVijayawada, Andhra Pradesh, India
Coordinates16°52′N 80°57′E / 16.867°N 80.950°E / 16.867; 80.950
Area133 acres (54 ha)
Operated byAndhra Pradesh Tourism Development Corporation

ଭବାନୀ ଦ୍ୱିପ ,  ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶର ବିଜଯୱାଡାଠାରେ କ୍ରୀଷ୍ଣା ନଦୀ ମଧ୍ୟରେ ଅବସ୍ଥିତ ଏକ ଦ୍ୱିପ । ଏହାର ଆୟତନ 133 ଏକର ଓ ଏହାକୁ ଭାରତରେ ଥିବା ନଦୀ ଦ୍ୱିପ ମଧ୍ୟରେ ଏକ ସର୍ବବୃହତ ଦ୍ୱିପ କୁହାଯାଇଥାଏ । [୧][୨]

Bhavani Island (3819994510)

ବ୍ୟୁପତ୍ତି [ସମ୍ପାଦନା]

ଏଠାରେ କନକ ଦୂର୍ଗା ମନ୍ଦିର ରହିଛି । ମାଁ ଦୂର୍ଗାଙ୍କ ଅନ୍ୟ ନାମ ଭବାନୀ ହେଇଥିବାରୁ ଏହି ଦ୍ୱିପର ନାମକରଣ ଭବାନୀ ଦ୍ୱିପ ରଖାଯାଇଥିଲା । .[୩]


ପର୍ଯ୍ୟଟନ ଉନ୍ନୟନ [ସମ୍ପାଦନା]

ଆନ୍ଧ୍ରପ୍ରଦେଶ ପର୍ଯ୍ୟଟନ ବିଭାଗ ତରଫରୁ ଏହି ଦ୍ୱିପକୁ ଏକ ଆକର୍ଷଣୀୟ ପର୍ଯ୍ୟଟକ ସ୍ଥଳୀ ଭାବରେ ଉନ୍ନୟନ କରାଯାଇଛି । ଏଠାରେ ହସ୍ତ ଶିଳ୍ପ ପ୍ରଦର୍ଶନ ଓ ବିକ୍ରୟ ପାଇଁ "ଶିଳ୍ପରମମ" ନାମକ ପ୍ରତିଷ୍ଠାନ ଖୋଲା ଯାଇଛି । .[୪][୫]  ବିଭାଗ ତରଫରୁ ଏଠାକୁ ପର୍ଯ୍ୟଟକ ଆସିବାକୁ ସମସ୍ତ ସୁବିଧା ସହ ରୋପୱେ , ରହଣି ସ୍ଥଳ , ଗ୍ରାମୀଣ ସଂଗ୍ରହାଳୟ ଆଦି ବ୍ୟବସ୍ଥା କରାଯାଇଛି । .[୬][୭]

ଆଧାର [ସମ୍ପାଦନା]

  1. "Bhavani Island". AP Tourism Department. Archived from the original on 29 June 2014. Retrieved 11 June 2014.
  2. "Island info" (PDF). Goibibo.com. Retrieved 12 June 2014.
  3. "Naming of Island". The Hindu. VIJAYAWADA. 7 Nov 2011. Retrieved 12 June 2014.
  4. P. SUJATHA VARMA (27 May 2013). "Tourism improvements". The Hindu. VIJAYAWADA. Retrieved 12 June 2014. {{cite news}}: More than one of |author1= and |last= specified (help)
  5. P. SUJATHA VARMA (19 May 2014). "Shilparamam to add colour to Bhavani Island". The Hindu. VIJAYAWADA. Retrieved 24 July 2014. {{cite news}}: More than one of |author1= and |last= specified (help)
  6. P. SUJATHA VARMA (5 Feb 2014). "Development of island". The Hindu. Vijayawada. Retrieved 12 June 2014.
  7. "Bhavani Island was developed as a new adventure sports". jagranjosh.com. 24 Mar 2014. Retrieved 12 June 2014.