କେତକେଶ୍ୱର ଦେଉଳ , ତେଜପୁର

ଉଇକିପିଡ଼ିଆ‌ରୁ
କେତକେଶ୍ୱର ଦେଉଳ , ତେଜପୁର
The linga inside Ketekeswar Dewalaya
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ

କେତକେଶ୍ୱର ଦେଉଳ (shrine)ଭାରତୀୟ ରାଜ୍ୟ ଆସାମର ତେଜପୁରଠାରେ କେଟକିବାରି ଅଞ୍ଚଳରେ ଏହି ପବିତ୍ର ସ୍ଥଳୀ ଅବସ୍ଥିତ । ଏଠାରେ ଥିବା ଶିବଲିଙ୍ଗକୁ ପୃଥିବୀର ସର୍ବବୃହତ ଶିବ ଲିଙ୍ଗା କୁହାଯାଇଥାଏ । 

ପ୍ରକୃତ ସ୍ଥଳ ଦୁଇ ଭାଗରେ ରହିଛି । ଏକ ଅଂଶରେ ପ୍ରକୃତ ଲିଙ୍ଗା ଅବସ୍ଥିତ ଥିବା ବେଳେ କିଛି ମିଟର ଦୂରରେ ମୂଳ ଲିଙ୍ଗାର ମୂଳଦୁଆ ରହିଛି । ଲୋକ କଥା ଅନୁସାରେ ଥରେ ପ୍ରବଳ ଭୂକମ୍ପଦ୍ୱାରା ଏହା ବିଚ୍ଛିନ୍ନ ହେ ଏହିପରି ଦୁଇଟି ସ୍ଥାନରେ ରହିଲା । 

ଅରନ୍ୟାଞ୍ଚଳରେ ରହିଥିବା ଏହି ପିଠକୁ ବାଉଁଶ ଜଙ୍ଗଲ ଦେଇ ପଦରେ ଯାଇ ପହଞ୍ଚିବାକୁ ହୋଇଥାଏ । ପୂର୍ବରୁ ଏଠାରେ ଛତ ନଥିବା ବେଳେ ବର୍ତ୍ତମାନ ଏଠାରେ ଉପଯୁକ୍ତ ପରସର ସହ ଛାତ ନିର୍ମିତ ହେଇ ଏଠାକୁ ଆସୁଥିବା ସ୍ଥାନୀୟ ଓ ବାହାର ଭକ୍ତ ଗଣଙ୍କ ପାଇଁ ସୁବିଧା କରାଯାଇଛି । 

ବାହାର ଲିଙ୍କ [ସମ୍ପାଦନା]