ବ୍ୟବହାରକାରୀ:Saileshpat/ପରଦା

ଉଇକିପିଡ଼ିଆ‌ରୁ


ପରଦା ଏକ କପଡା ଯାହା ଘରର କବାଟ ଓ ଝରକାରେ ଲଗାଯାଏ । ଏହା ବାହାରରୁ ଆସୁଥିବା ଖରା, ପାଣି ଓ ପବନକୁ ଭିତରକୁ ଆସିବାରେ ବାଧାଦିଏ । ମୁଖ୍ୟତଃ ପରଦା ଏକାନ୍ତତା ବଜାଇ ରଖିବାରେ ସାହାଯ୍ୟ କରେ ।

ଆଧାର[ସମ୍ପାଦନା]