ଓଡ଼ିଶା ଜନଜାତି କ୍ରୀଡା ପ୍ରତିଯୋଗୀତା

ଉଇକିପିଡ଼ିଆ‌ରୁ

ଓଡ଼ିଶା ଜନଜାତି କ୍ରୀଡ଼ା ପ୍ରତିଯୋଗିତା ଓଡ଼ିଶା ସରକାରଙ୍କଦ୍ୱାରା ଆରମ୍ଭ ହେଇଥିବା ଏକ ପ୍ରକଳ୍ପ । ଏହି କ୍ରୀଡ଼ା ପ୍ରତିଯୋଗିତା ରାଜ୍ୟର ସମସ୍ତ ୩୦ଟି ଜିଲାରେ ରହୁଥିବା ଜନଜାତି ସମୁଦାୟଙ୍କ ମଧ୍ୟରେ ଦଳଗତ ଭାବେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୁଏ[୧] ।ଖେଳାଳିମାନେ ଦୁଇଟି ବର୍ଗରେ ଭାଗ ନିଅନ୍ତି ୧୪ବର୍ଷରୁ କମ ବାଳକ ବାଳିକା ଏବଂ ୧୭ବର୍ଷରୁ ଅଧିକ ଓ ୩୫ବର୍ଷରୁ କମ ଯୁବତୀଯୁବକଙ୍କ ମଧ୍ୟରେ ପ୍ରତିଯୋଗିତା ହୁଏ । ଡିସେମ୍ବର ୨୦୧୭ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଦ୍ୱାରା ଭିଡିଓ କନଫାରେନ୍ସ ମାଧ୍ୟମରେ ଏହି ପ୍ରତିଯୋଗିତାର ଉଦ୍ଘାଟନ କରାଯାଇଥିଲା । [୨]

ଗ୍ୟାଲେରି[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ରାଜ୍ୟସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା: ମୟୂରଭଞ୍ଜକୁ ୩୦ ପଦକ - Dharitri.Com". Dharitri.com (in ଇଂରାଜୀ).
  2. "Odisha: Two-day tribal sports meet concludes at block level". The New Indian Express.