କ୍ଷମା ମେତ୍ରେ

ଉଇକିପିଡ଼ିଆ‌ରୁ
ଡଃ କ୍ଷମା ମେତ୍ରେ
Born(1950-06-25)୨୫ ଜୁନ ୧୯୫୦
Occupation(s)ଗ୍ରାମାଞ୍ଚଳ ଉନ୍ନତି ନେତ୍ରୀ, ଓ
ଶିଶୁରୋଗ ବିଶେଷଜ୍ଞ
Known forଚିନ୍ମୟ ଅର୍ଗାନାଇଜେସନ୍ ଫର୍ ରୁରାଲ୍ ଡେଭେଲୋପ୍‌ମେଣ୍ଟ୍ (CORD)
Parent(s)ୱମନ୍ ବାପୁଜୀ ମେତ୍ରେ
ଶାନ୍ତାବାଈ ମେତ୍ରେ
Awardsପଦ୍ମଶ୍ରୀ
ଗାର୍ଡିଆନ୍ ଆନ୍ତର୍ଜାତୀୟ ଉନ୍ନତି ସଫଳତା ସମ୍ମାନ
ନୀନା ସିବାଲ୍ ସମ୍ମାନ
ସଦ୍‌ଗୁରୁ ଗୁଣାନନ୍ଦ ସମ୍ମାନ
ଜାତୀୟ ମହିଳା କମିଶନ୍ ସମ୍ମାନ
ଦି ୱିକ୍ ବର୍ଷର ମହିଳା
ଓଜସ୍ୱିନୀ ଶିଖର ସେବା ଅଳଙ୍କରଣ ସମ୍ମାନ

ଡଃ କ୍ଷମା ମେତ୍ରେ, ଲୋକପ୍ରିୟ ଭାବେ ଡାକ୍ତର ଦିଦି ଭାବେ ଜଣାଶୁଣା,[୧] ଜଣେ ଭାରତୀୟ ଗ୍ରାମାଞ୍ଚଳ ଉନ୍ନତି ନେତ୍ରୀ ଓ ଶିଶୁରୋଗ ବିଶେଷଜ୍ଞ, ଯେ ୧୯୮୫ରୁ ଚିନ୍ମୟ ଅର୍ଗାନାଇଜେସନ୍ ଫର୍ ରୁରାଲ୍ ଡେଭେଲପ୍‌ମେଣ୍ଟ୍‌କୁ ନେତୃତ୍ୱ କରିଆସୁଛନ୍ତି ଓ ସେ ଏହି ଅନୁଷ୍ଠାନର ଜାତୀୟ ନିର୍ଦ୍ଦେଶକଭାବେ କାମ କରନ୍ତି ।[୨]. ଏହି ଅନୁଷ୍ଠାନ ଭାରତର ଗ୍ରାମାଞ୍ଚଳରେ କାମ କରେ ।[୩][୪] ସେ ମଧ୍ୟ ଏହି ଅନୁଷ୍ଠାନର ଯୁକ୍ତରାଷ୍ଟ୍ର ଆମେରିକା ଶାଖାରେ କାମ କରନ୍ତି । ସେ ୨୦୧୨ରେ ଗାର୍ଡିଆନ୍ ଆନ୍ତର୍ଜାତୀୟ ଉନ୍ନତି ସଫଳତା ସମ୍ମାନ ପାଇଥିଲେ ।[୫] ସେ ମଧ୍ୟ ୧୯୯୩ରେ ଦି ୱିକ୍ ବର୍ଷର ମହିଳା ଭାବେ ସମ୍ମାନିତ ହୋଇଥିଲେ ।[୬] ଭାରତ ସରକାର ୨୦୦୮ରେ ତାଙ୍କୁ ଚତୁର୍ଥ ସର୍ବଶ୍ରେଷ୍ଠ ବେସାମରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ ।[୭]


ଆଧାର[ସମ୍ପାଦନା]

  1. "In Conversation with Dr. Kshama Metre – One Day at CORD Dharamsala". Tarun Goel. 3 February 2012. Archived from the original on 16 February 2016. Retrieved 9 February 2016.
  2. "Dr. Kshama Metre wins prestigious award in London". Chinmaya Mission, UK. 19 December 2012. Retrieved 9 February 2016.
  3. "CORD and Interview with Dr. Metre". Mount Madonna School. 13 April 2015. Retrieved 9 February 2016.
  4. "Advisory Board". CORD USA. 2016. Archived from the original on 16 February 2016. Retrieved 8 February 2016.
  5. "Guardian International Development Achievement Award winner 2012: Dr Kshama Metre". Guardian UK. 23 November 2012. Retrieved 8 February 2016.
  6. "Dr. Kshama Metre on Bhau Institute of Innovation". Bhau Institute of Innovation. 2016. Archived from the original on 15 February 2016. Retrieved 8 February 2016.
  7. "Padma Awards" (PDF). Ministry of Home Affairs, Government of India. 2016. Archived from the original (PDF) on 15 November 2014. Retrieved 3 January 2016.

ବାହ୍ୟ ଆଧାର[ସମ୍ପାଦନା]

ଏହା ମଧ୍ୟ ପଢ଼ନ୍ତୁ[ସମ୍ପାଦନା]