ଅନୀଳ କୁମାରୀ ମାଲ୍‌ହୋତ୍ରା

ଉଇକିପିଡ଼ିଆ‌ରୁ
ଅନୀଳ କୁମାରୀ ମାଲ୍‌ହୋତ୍ରା
Born
ଭାରତ
Occupation(s)ହୋମିଓପାଥି ଡାକ୍ତର
ଔଷଧ ଶିକ୍ଷାବିତ୍
Known forହୋମିଓପାଥି
Awardsପଦ୍ମଶ୍ରୀ

ଅନୀଳ କୁମାରୀ ମାଲ୍‌ହୋତ୍ରା ଜଣେ ଭାରତୀୟ ହୋମିଓପାଥି ଡାକ୍ତର ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ନେହେରୁ ହୋମିଓପାଥି ଡାକ୍ତରୀ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ପ୍ରଧାନ ଅଧ୍ୟକ୍ଷ ଥିଲେ ।[୧] ସେ ଶ୍ରୀ ସାଇନାଥ ପୋଷ୍ଟ୍ ଗ୍ରାଜୁଏଟ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋମିଓପାଥିର ପୂର୍ବତନ ବିଦ୍ଯାର୍ଥୀ ଥିଲେ, ଯେଉଁଠାରୁ ସେ ୨୦୦୬ ମସିହାରେ ହୋମିଓପାଥିରେ ଏମ୍‌ଡି ଲାଭ କରିଥିଲେ[୨] ଓ ୧ ଅଗଷ୍ଟ ୨୦୦୭ରୁ ନେହେରୁ ଡାକ୍ତରୀ ମହାବିଦ୍ୟାଳୟରେ ପ୍ରଧାନ ଅଧ୍ୟକ୍ଷ ପଦରେ ଅଛନ୍ତି ।[୩] ସେ ମଧ୍ୟ କେତେକ ଡାକ୍ତରୀ ପତ୍ର ପ୍ରକାଶ କରିଛନ୍ତି[୪] ଓ ତାଙ୍କର ପ୍ରଦର୍ଶନୀ ଥିବା ବିଭିନ୍ନ ଡାକ୍ତରୀ କର୍ମଶାଳାର ଆୟୋଜନ କରିଛନ୍ତି[୫][୬] ଏବଂ ବ‌ହୁତ ଚାଲୁଥିବା ଡାକ୍ତରୀ ଶିକ୍ଷାରେ ଭାଗନେଇଥିଲେ ।[୭] ଭାରତ ସରକାର ତାଙ୍କୁ ୨୦୦୬ ମସିହାରେ ଚତୁର୍ଥ ବେସାମରିକ ସମ୍ମନ ପଦ୍ମଶ୍ରୀରେ ସେବା କ୍ଷେତ୍ରରେ ଦାନ ହେତୁ ସମ୍ମାନତ କରିଥିଲେ ।[୮]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Nehru Homoeopathic Medical College & Hospital". Delhi University. 2016. Retrieved July 30, 2016.
  2. "Notification". Shri Sai Nath Post Graduate Institute Of Homeopathy. 2006. Retrieved July 30, 2016.
  3. "About the College :". Delhi Homoeo. 2016. Archived from the original on October 28, 2016. Retrieved July 30, 2016.
  4. "Scope of Homeopathy in Thrombocytopenia". B. Jain Group of Companies. 1 April 2011. Archived from the original on 27 August 2016. Retrieved July 30, 2016.
  5. "Singer, archer, surgeon and more: Meet India's Padma awardees". Hindustan Times. 26 January 2016. Retrieved July 30, 2016.
  6. Anil Kumari Malhotra (2007). "Homoeopathy for Healthy mother & Happy child Ante-natal complaints". Presentation. Retrieved July 30, 2016.
  7. "Birth Anniversary Celebrations of Dr.Samuel Hahnemann". Homoeo Times. 2016. Retrieved July 30, 2016.
  8. "Padma Awards" (PDF). Ministry of Home Affairs, Government of India. 2016. Retrieved January 3, 2016.

ବାହ୍ୟ ଆଧାର[ସମ୍ପାଦନା]