ଗୀତାଞ୍ଜଳି ସାମନ୍ତରାୟ
ଦେଖଣା
ଗୀତାଞ୍ଜଳି ସାମନ୍ତରାୟ | |
---|---|
ଜନ୍ମ | ଶ୍ରଦ୍ଧାଞ୍ଜଳି ସାମନ୍ତରାୟ |
ଜାତୀୟତା | ଭାରତୀୟ |
ଚାକିରିକ୍ଷେତ୍ର | ନ୍ୟାସନାଲ ଆଲୁମିନିୟମ କମ୍ପାନି |
ପ୍ରସିଦ୍ଧି | ଫୁଟବଲ ଖେଳାଳି |
ପିତାମାତା(s) | ନେତ୍ରାନନ୍ଦ, ରଶ୍ମି |
ସମ୍ପର୍କୀୟ | ଶ୍ରଦ୍ଧାଞ୍ଜଳି, ପୁଷ୍ପାଞ୍ଜଳି (ଭଉଣୀ), ଦେବଦତ୍ତ (ଭାଇ)[୧] |
ଗୀତାଞ୍ଜଳି ସାମନ୍ତରାୟ, ଓଡ଼ିଶା ମହିଳା ଫୁଟବଲ ଦଳର ପ୍ରଥମ ଅଧିନାୟିକା । ତାଙ୍କ ନେତୃତ୍ୱରେ ପ୍ରଥମ ଥର ଓଡ଼ିଶାରେ ଏକ ମହିଳା ଫୁଟବଲ ଦଳ ଗଠନ କରାଯାଇଥିଲା ।[୨] ୧୯୯୨ରେ ଆସାମର ହାଫଲଙ୍ଗଠାରେ ଅନୁଷ୍ଠିତ ହୋଇଥିବା ପ୍ରଥମ ମହିଳା ଫେଡେରେସନ କପରେ ଏହି ଦଳ ଅଂଶଗ୍ରହଣ କରିଥିଲା ।[୩] ଗୀତାଞ୍ଜଳି ଫୁଟବଲ ବ୍ୟତିତ ଖୋ-ଖୋ ଖେଳରେ ମଧ୍ୟ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଛନ୍ତି ।[୪] ତାଙ୍କ କନିଷ୍ଠ ଭଉଣୀ ଶ୍ରଦ୍ଧାଞ୍ଜଳି ଭାରତ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ଅଟନ୍ତି ।[୫]
ଆଧାର
[ସମ୍ପାଦନା]- ↑ ସମ୍ବାଦ ୦୫/୦୫/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨୨ http://www.sambadepaper.com/Details.aspx?id=351914&boxid=35338527. Retrieved 5 May 2017.
{{cite news}}
: Missing or empty|title=
(help)[permanent dead link] - ↑ https://www.telegraphindia.com/1110919/jsp/orissa/story_14525059.jsp
- ↑ "ଜାତୀୟ ଫୁଟବଲରେ ଓଡ଼ିଆ". ସମ୍ବାଦ ୧୯/୧୦/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨୧. Retrieved 20 October 2017.[permanent dead link]
- ↑ http://orisports.com/PersonDetails.aspx?pId=NjU2
- ↑ http://archive.sambad.in/news/sports/74697.html[permanent dead link]