Jump to content

ଜୟ ସଦଗୁରୁ ସ୍ୱାମୀ

ଉଇକିପିଡ଼ିଆ‌ରୁ
ଆଳତୀର ଧାର୍ମିକ ବିଧି "ଶ୍ରୀ ସ୍ୱାମୀ ନାରାୟଣ ମନ୍ଦିର", ଏକ ତପସ୍ୱୀଙ୍କଦ୍ୱାରା ଆୟୋଜିତ କରାଯାଇଛ

ଜୟ ସଦଗୁର ସ୍ୱାମୀ ଏବଂ ସ୍ୱାମୀ ନାରାୟଣ ଆଳତୀ ସମସ୍ତ ସ୍ୱାମୀ ନାରାୟଣ ସମ୍ପ୍ରଦାୟ ମନ୍ଦିରରେ ଆଳତୀର ବିଶେଷ ପ୍ରାର୍ଥନା, (କଳାତ୍ମକ) ସଙ୍ଗୀତ ସହିତ ବାଦ୍ୟ ଯନ୍ତ୍ର ବଜାଇ ଆୟୋଜିତ କରାଯାଏ । ଏହି ପ୍ରଥାର କିଛି ଅଂଶ 5 ନଭେମ୍ବର 1802 ମସିହାରେ "ମୁକ୍ତାନନ୍ଦ ସ୍ୱାମୀ"ଙ୍କଦ୍ୱାରା ତିଆରି କରାଯାଇଥିଲା ।[][] ଆଳତୀ ସାଧାରଣତଃ ; ଘିଅ ଦୀପ ସହିତ ତୁଳାରେ ପ୍ରସ୍ତୁତ (ସଞ୍ଜ/ସଳିତା)ଦ୍ୱାରା ଈଶ୍ୱରଙ୍କ ସାମ୍ନାରେ ବୁଲା ଯାଇଥାଏ । ସ୍ୱାମୀ ନାରାୟଣ ଏବଂ ଅନ୍ୟ ଦେବତାମାନଙ୍କ[]

ଜଣାଯାଏ କି, ସ୍ୱାମୀ ନାରାୟଣଙ୍କ ମୂର୍ତ୍ତୀ ଶାରୀରିକ ରୂପେ ପ୍ରକଟ ହୋଇଛନ୍ତି ଏବଂ ସମ୍ପୁର୍ଣ୍ଣ ଦିନରେ ତାଙ୍କର ବହୁ କଳାତ୍ମକ ସମାରୋହର ପ୍ରଦର୍ଶନ କରାଯାଇଥାଏ , ଯାହାଦ୍ୱାରା ଭକ୍ତମାନଙ୍କୁ ନିଜ ଭକ୍ତି ଦେଖାଇବାର ଅନୁମତି ମିଳିଥାଏ । ନିର୍ଦ୍ଧିଷ୍ଟ ମୂର୍ତ୍ତି ଭକ୍ତ ମାନଙ୍କ ପାଇଁ ସ୍ଥାୟୀ ରୂପେ ରହି ନଥାଏ । ଏଥିପାଇଁ ଆର୍ଟି ଏକ ମହତ୍ୱପୂର୍ଣ୍ଣ ଅବସର ଅଟେ ଯାହା ସ୍ୱାମୀ ନାରାୟଣଙ୍କ ଶାରୀରିକ ଅଭିବ୍ୟକ୍ତିର ଦର୍ଶନ ମାଧ୍ୟମରେ ଆଶୀର୍ବାଦ ପ୍ରାପ୍ତ କରିବାର ହୋଇଥାଏ । ଶିଖରବନ୍ଦୀ ମନ୍ଦିର ରେ, ଆଳତୀ ବୈଷ୍ଣବ ପରମ୍ପରା ଅନୁସାରେ ପ୍ରତିଦିନ ପାଞ୍ଚ ଥର କରାଯାଇଥାଏ, କିନ୍ତୁ ଦେବ ମନ୍ଦିର ଓ ହରି ମନ୍ଦିରରେ ଆଳତି ସକାଳେ ଏବଂ ସନ୍ଧ୍ୟାରେ କରାଯାଏ ।[] ଆଳତୀର BAPS ସଂସ୍କରଣ ମୁକ୍ତନନ୍ଦ ସ୍ୱାମୀଙ୍କ କାମର ମୂଳ ପାଣ୍ଡୁଲିପିରେ ଆଧାରିତ ହୋଇଥାଏ ।[]

  1. "Swaminarayan Arti". Shri Swaminarayan Mandir, London. Retrieved 24 April 2013.
  2. Williams, Raymond Brady (2001). Introduction to Swaminarayan Hinduism. Cambridge: Cambridge University Press. pp. 75–76. ISBN 0 521 65279 0.
  3. Williams, Raymond Brady (2001). Introduction to Swaminarayan Hinduism. Cambridge: Cambridge University Press. p. 237. ISBN 0 521 65279 0.
  4. Williams, Raymond Brady (2001). Introduction to Swaminarayan Hinduism. Cambridge: Cambridge University Press. p. 140. ISBN 0 521 65279 0.
  5. "Swaminarayan Arti". Shri Swaminarayan Mandir, London. Retrieved 16 March 2016.